ଟ୍ରକ ପଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ମୃତ
ଅନୁଗୁଳ: ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛରେ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଘନ କୁହୁଡି ଯୋଗୁଁ…
ଅନୁଗୁଳ: ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛରେ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଘନ କୁହୁଡି ଯୋଗୁଁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ପକ୍ଷରୁ ଦୀର୍ଘ ୧୫ ଦିନ ବ୍ୟାପୀ ସ୍ଵଚ୍ଛତା ପକ୍ଷ ପାଳନ କରାଯିବା ଅବସରରେ ଶନିବାର ଅପରାହ୍ନରେ ବଳରାମପ୍ରସାଦ ପଞ୍ଚାୟତର ୫୦ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଘରୋଇ ଶୌଚାଳୟ ହସ୍ତାନ୍ତର କରାଯାଇଛି ନାଲ୍କୋ। ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ…
ଅନୁଗୁଳ : ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କମିଟି ଶନିବାର ବୁଲି ସ୍ବାସ୍ଥ୍ୟ ସେବାର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ମୁତାବକ, ଉଚ୍ଚ ନ୍ୟାୟାଳୟର ରିଟ ପିଟିସନ୍ ମାମଲା ନଂ-…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ସାପୋଇନାଳି ଗାଁର ଗଞ୍ଜେଇ ବେପାରି ଚିତରଞ୍ଜନ ସାହୁ ଓରଫ ପିଣ୍ଟୁ(୩୫)ଙ୍କ ଘରେ ଶନିବାର ପୋଲିସର ଚଢ଼ାଉ କରିଛି। ଗଞ୍ଜେଇ କାରବାରରେ ଠୁଳ କରିଥିବା ବେଆଇନ୍ ସମ୍ପତ୍ତିକୁ ଜବତ କରିବା ପାଇଁ ଭୋର ୩ଟାରୁ…
ଅନୁଗୁଳ: ଅନୁଗୁଳ ଟାଉନ ମଧ୍ୟରେ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ପୁଣି ମୁଣ୍ଡ ନେଇଛି। ଶନିବାର ଅପରାହ୍ନରେ ଟ୍ରକ୍ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାରେ ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ସ୍କୁଟର ପଛରେ ଟ୍ରକ୍ ଧକ୍କା…
ଅନୁଗୁଳ: କ୍ଷତିପୂରଣ ପ୍ରଦାନ ନକରି କ୍ଷତିଗ୍ରସ୍ତଙ୍କ ଘର ଭାଙ୍ଗିବାକୁ ନେଇ ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ଶୁକ୍ରବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି କ୍ଷତିଗ୍ରସ୍ତ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଚଳାଇଥିବାରୁ ସମଗ୍ର ଖଣି ଇଲାକାରୁ କୋଇଲା ଉତ୍ତୋଳନ…
ଅନୁଗୁଳ: ସ୍ଥାନୀୟ ହେମସରପଡ଼ାରେ ଥିବା ଦୁର୍ଗା ଫର୍ଣ୍ଣିଚରରେ ଶୁକ୍ରବାର ଜିଏସ୍ଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି। ମଧ୍ୟାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଚଢାଉ ଚାଲିଥିଲା। ଦୋକାନରେ ଥିବା ଷ୍ଟକ, ବିଲ ଓ ଅନ୍ୟାନ କାଗଜପତ୍ର ଯାଞ୍ଚ କରାଯାଇଛି। ତେବେ ଏଥିରୁ…
ଅନୁଗୁଳ: ଅନୁଗୁଳ ସହରରେ ପୁଣି ମାତିଛନ୍ତି ଛିନ୍ତାଇ ଲୁଟେରା। ଶୁକ୍ରବାର ସନ୍ଧ୍ୟାରେ ଗାନ୍ଧିମାର୍ଗ ଗୁଜରାଟିପଡ଼ାର ଜଣେ ନାବାଳିକାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ୍ ଛିଣ୍ଡାଇ ନେଇଥିବା ଜଣାପଡ଼ିଛି । ଛିନ୍ତାଇର ଶିକାର ହୋଇଥିବା ନାବାଳିକା ହେଲେ ଜଣେ ବ୍ୟବସାୟୀଙ୍କ ୧୧ ବର୍ଷର…
ଅନୁଗୁଳ: ଅନୁଗୁଳ ଭାରତୀୟ ଭାଷା ଆନ୍ଦୋଳନ ଏବଂ ଅନୁଗୁଳ ବାର ଆସୋସିଏସନର ମିଳିତ ସହଯୋଗରେ ଜିଲ୍ଲା ନ୍ୟାୟାଳୟ ପରିସରରେ ଶୁକ୍ରବାର ୭୨ତମ ସମ୍ବିଧାନ ଦିବସ ପାଳନ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ଦୌରା ଜଜ୍ ଡ଼ ଭାଗ୍ୟଲକ୍ଷ୍ମି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ କାର୍ଯ୍ୟରତ ସାମ୍ୱାଦିକଙ୍କୁ ହୋବଇଥିବା ମରଣାତ୍ମକ ଆକ୍ରମଣକୁ ନଗର କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି। ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲାପାଳଙ୍କୁ ଏ ନେଇ ଏକ…