ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଆଥାଇ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ଜାତୀୟ ମୁଆଥାଇ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଅନୁଗୁଳର ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ମହେଶ…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଆଥାଇ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ହନୁମାନ ପଇସା ଲୁଟିନେଲେ !

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମରେ ୫ ଜଣ ବ୍ୟକ୍ତି ଘରେ ଧସେଇ ପଶିବା ସହ ମାରଣାସ୍ତ୍ର ଲଗାଇ ୩ଟି ହନୁମାନ ପଇସା ନେଇଯାଇଥିବା ଗ୍ରାମର ଲିଜା ନାଏକ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏତଲା…

Continue Readingହନୁମାନ ପଇସା ଲୁଟିନେଲେ !

ଫୋନ୍‌ପେ ନାଁରେ ୨୯ ହଜାର ଟଙ୍କା ଠକେଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଫୋନ୍‌ ପେ ସର୍ଭିସ ଦେବା ନାଁରେ ଠକେଇ କରିଥିବା ଜଣେ ଯୁବକଙ୍କୁ ଝାଡ଼ଖଣ୍ଡର ଦେଓଘରରୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, ସୁରେଶ ପ୍ରସାଦ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍ ପେ…

Continue Readingଫୋନ୍‌ପେ ନାଁରେ ୨୯ ହଜାର ଟଙ୍କା ଠକେଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ

କଳା ବ୍ୟାଜ୍ ପିନ୍ଧି ନିରବ ପ୍ରତିବାଦ କରୁଛନ୍ତି ନାଲକୋ ଠିକା ମଜଦୁର ସଂଘ କର୍ମଚାରୀ

ଅନୁଗୁଳ: ଆଜି ସ୍ଥାନୀୟ ନାଲକୋ ନବରତ୍ନ କମ୍ପାନୀରେ କାର୍ଯ୍ୟରତ ଠିକା ମଜଦୁର ସଂଘ (ଏସ୍‌ଏନ୍‌ପି) ପକ୍ଷରୁ କଳା ବ୍ୟାଚ୍ ପରିଧାନ କରାଯାଇଛି। ନାଲକୋ ସ୍ମେଲଟର୍ ଏବଂ ସିପିପି ପ୍ଲାଣ୍ଟର ସମସ୍ତ ଠିକା ଶ୍ରମିକ କଳା ବ୍ୟାଜ୍ ପିନ୍ଧି ପ୍ଲାଣ୍ଟରେ କାମ କରିଛନ୍ତି।…

Continue Readingକଳା ବ୍ୟାଜ୍ ପିନ୍ଧି ନିରବ ପ୍ରତିବାଦ କରୁଛନ୍ତି ନାଲକୋ ଠିକା ମଜଦୁର ସଂଘ କର୍ମଚାରୀ

ପରପାରିରେ ରାଇମୋହନ ପରିଡ଼ା, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତ ଦେହ

ଆଉ ନାହାନ୍ତି ଓଲିଉଡ୍‌ର ଖଳନାୟକ ରାଇମୋହନ ପରିଡ଼ା। ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ଏବେ ଯାଏଁ ତାର କାରଣ ଜଣାପଡ଼ିନାହିଁ। ପ୍ରାଚୀ ବିହାର ଘରୁ ତାଙ୍କ ଝୁଲନ୍ତା ମୃତ ଦେହ…

Continue Readingପରପାରିରେ ରାଇମୋହନ ପରିଡ଼ା, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତ ଦେହ

ଶୈଳଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକାର୍ଯ୍ୟାଳୟ କୋର୍ଟ ରୁମରେ ଅନୁଷ୍ଠିତ ଏହି ବୈଠକରେ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚାଯାତ୍ରା ଓ…

Continue Readingଶୈଳଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ

ତାଳଚେରରୁ ଚିହ୍ନଟ ହେଲା ଦେବଗଡ଼ ଜିଲ୍ଲାର ସଂଜୀବନୀ ଶ୍ରୀକ୍ଷେତ୍ର ପାଇଁ ଦାରୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ହେଁସମୂଳ ଗାଁରେ ଚିହ୍ନଟ ହୋଇଛି ଦେବଗଡ଼ ଜିଲ୍ଲାର ସିନ୍ଦୁରକଲି ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ। ଏହି ପୀଠ ସଂଜୀବନୀ ଶ୍ରୀକ୍ଷେତ୍ର ଭାବେ ଜଣାଶୁଣା। ଆଜି ଅନୁଷ୍ଠିତ ହୋଇଥିବା ବନଯାଗ ମହୋତ୍ସବରେ ମହାପ୍ରଭୁ…

Continue Readingତାଳଚେରରୁ ଚିହ୍ନଟ ହେଲା ଦେବଗଡ଼ ଜିଲ୍ଲାର ସଂଜୀବନୀ ଶ୍ରୀକ୍ଷେତ୍ର ପାଇଁ ଦାରୁ

ବିଜେପି ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଅନୁଗୁଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି। ୧୯୫୧ ମସିହାରେ ସେ ଭାରତୀୟ ଜନ ସଂଘ ପ୍ରତିଷ୍ଠା କରିଥିଲେ, ଯାହା ପରେ ଭାରତୀୟ ଜନତା ପାର୍ଟିକୁ ରୂପାନ୍ତରିତ ହୋଇଥିଲା। ଆଜି ବିଜେପି ଜିଲ୍ଲା…

Continue Readingବିଜେପି ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗର ବିଚାର କରି ମଙ୍ଗଳବାର ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟର ସ୍ବତନ୍ତ୍ର ବିଚାରପତି ପିଆର ବହିଦାର ଅଭିଯୁକ୍ତଙ୍କୁ  ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା…

Continue Readingନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବାକି ନ ଦେବାରୁ ଦୋକାନୀକୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗ୍ରାହକକୁ ବାନ୍ଧିଲା ପୋଲିସ

ଅନୁଗୁଳ: ଦୋକାନୀଠୁ ମାଗି ଆଣିଲେ, ଆଉ ପଇସା ମାଗିବାରୁ ଟଙ୍କା ଦେବେ କଣ ଓଲଟି ଦୋକାନୀକୁ ହିଁ ମାଡ଼ ମାରିଲେ ଗ୍ରାହକ। ଦୋକାନୀଙ୍କ ଅଭିଯୋଗ କ୍ରମେ ପୋଲିସ ପହଞ୍ଚି ଅଭିଯୁକ୍ତ ଗ୍ରାହକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଅନୁଗୁଳର…

Continue Readingବାକି ନ ଦେବାରୁ ଦୋକାନୀକୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗ୍ରାହକକୁ ବାନ୍ଧିଲା ପୋଲିସ