ସାମ୍ବାଦିକଙ୍କ ବିୟୋଗରେ ଶୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ସାମ୍ବାଦିକ ଜୟଗୋପାଳ ଷଡ଼ଙ୍ଗୀଙ୍କ ବିୟୋଗରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ସମ୍ବାଦିକ ମାନଙ୍କ ତରଫରୁ ଦୀପଦାନ କରାଯାଇଛି। ଅନୁଗୁଳ ଶୈଳ ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମ୍ବାଦିକମାନେ ସ୍ବାର୍ଗତ ଷଡ଼ଙ୍ଗୀଙ୍କ ସଦଗତି କାମନାକରି ଅରୁଣ…

Continue Readingସାମ୍ବାଦିକଙ୍କ ବିୟୋଗରେ ଶୋକ

୨ୟ ଦିନରେ ୪୮୮ ଜଣଙ୍କ ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ୨ୟ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପ।ଇଁ ୪୮୮ ଜଣ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲା ପରିଷଦ ପାଇଁ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ। ଜିଲ୍ଲାରେ ୩୯୩ ଜଣ ୱାର୍ଡ ସଭ୍ୟ, ୪୬ ଜଣ…

Continue Reading୨ୟ ଦିନରେ ୪୮୮ ଜଣଙ୍କ ନାମାଙ୍କନପତ୍ର ଦାଖଲ

‘ଆବାସ’ ଟଙ୍କାନେଇ ଦଲାଲ ଚମ୍ପଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଡିମିରିଆ ପଞ୍ଚାୟତ ଆନନ୍ଦସାହିର ବାସନ୍ତୀ ମୁଣ୍ଡା ପକ୍କାଘର କରିବା ପାଇଁ ସରକାରଙ୍କଠାରୁ ଅନୁଦାନ ପାଇଲେ। ମାତ୍ର ଏହି ଟଙ୍କା ଜଣେ ଦଲାଲ ନେଇ ଆଉ ଧରାଛୁଆଁ ଦେଉନାହିଁ। ଫଳରେ ବାସନ୍ତୀଙ୍କ ପରିବାର ଭାଗ୍ୟକୁ ଆଦରି…

Continue Reading‘ଆବାସ’ ଟଙ୍କାନେଇ ଦଲାଲ ଚମ୍ପଟ

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ଅନୁଗୁଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଆଦର୍ଶ ଆଚରଣ ବିଧି ପାଳନ କରିବା ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ବିଶ୍ଵରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ…

Continue Readingପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ମଣ୍ଡଳ ସ୍ତରୀୟ ବିସ୍ତାରକ ପ୍ରଶିକ୍ଷଣ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟରେ ସୋମବାର ନିର୍ବାଚନମଣ୍ଡଳୀ ସ୍ତରୀୟ ବିସ୍ତାରକମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟେକ ପଞ୍ଚାୟତରେ ୱାର୍ଡସ୍ତରରୁ ସଙ୍ଗଠନ ସୁଦୃଢ଼ ପାଇଁ କୌଶଳ ସମ୍ପର୍କରେ ଏଥିରେ ତାଲିମ…

Continue Readingମଣ୍ଡଳ ସ୍ତରୀୟ ବିସ୍ତାରକ ପ୍ରଶିକ୍ଷଣ ଶିବିର

କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଗଣଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଗଣଧାରଣା ଦିଆଯାଇଥିଲା। ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସରକାର ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନ…

Continue Readingକ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଗଣଧାରଣା

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ପ୍ରଥମ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପାଇଁ ପ୍ରଥମ ଦିନରେ ୫୪୫ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲା ପରିଷଦ ପାଇଁ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ। ଜିଲ୍ଲାରେ ୪୧୨ ଜଣ ୱାର୍ଡ ସଭ୍ୟ, ୯୫…

Continue Readingପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ

ନାବାଳିକା ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଚାଇଲଡ ଲାଇନ୍‌ପକ୍ଷରୁ ଜଣେ ୧୭ ବର୍ଷୀୟା ନାବାଳିକାର ବିବାହ ହେବାକୁଥିବା ଖବର ପାଇଁ ତାଙ୍କ ଘରେ ପହଞ୍ଚି ବିବାହକୁ ବନ୍ଦ କରିଥିବା ଜଣାପିଛି। ପାଳଲହଡା ବ୍ଲକ ବାଲିପଶି ପଞ୍ଚାଯତ ହାତୀଗେଞ୍ଜ ଗ୍ରାମର ଏହି ନାବାଳିକା ଜଣକ ଆସନ୍ତା…

Continue Readingନାବାଳିକା ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

୭୩ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

ଅନୁଗୁଳ: ୭୩ ତମ ଅନୁଗୁଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା।…

Continue Reading୭୩ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

ଦେଶୀ ଓ ବିଦେଶୀମଦସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୁଲିସ ଶୁକ୍ରବାର ରାତିରେ ଦେଶୀ ଓ ବିଦେଶୀ ମଦସହ ଜଣେ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନଯାୟୀ, କୁରୁଡ଼ୋଲ ଗାଁର ବିଶ୍ବଜିତ ଦେହୁରୀ ଏକ ଜାରକେନ୍‌ରେ ୫ ଲିଟର ଦେଶୀମଦ ଓ ବିଭନ୍ନ…

Continue Readingଦେଶୀ ଓ ବିଦେଶୀମଦସହ ଜଣେ ଗିରଫ