ରାଇରଙ୍ଗପୁରରୁ ରାଇସିନ: କେମିତି ଥିଲା ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ଜୀବନ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ଘୋଷଣା କରିଛି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ। ଏଥରକ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନ୍‌ଡିଏ) ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସଂସଦୀୟ ଦଳ ବୈଠକ ପରେ ସର୍ବସମ୍ମତି କ୍ରମେ…

Continue Readingରାଇରଙ୍ଗପୁରରୁ ରାଇସିନ: କେମିତି ଥିଲା ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ଜୀବନ

ପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୁଳ: ପତଞ୍ଜଳି ଯୋଗ ସମିତି ତରଫରୁ ମଙ୍ଗଳବାର  ଇନଡୋର ଷ୍ଟାଡିୟମ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ…

Continue Readingପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ସମୀକ୍ଷା ବୈଠକ, ଜଙ୍ଗଲ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ- ୨ ସହାୟତାରେ ଆଠମଲ୍ଲିକ ବନଖଣ୍ତ ତରଫରୁ ୨୦୨୧-୨୨ ବର୍ଷର ବାର୍ଷିକ ସମୀକ୍ଷା ବୈଠକ ସ୍ଥାନୀୟ ନାଲକୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗ ଦେଇ…

Continue Readingଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ସମୀକ୍ଷା ବୈଠକ, ଜଙ୍ଗଲ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ

ମେଡିକାଲ୍ କଲେଜ୍ ଶୀଘ୍ର ପରିଚାଳନା ଦାବି: ଆସନ୍ତା ୪ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

ଅନୁଗୁଳ: ତାଳଚେର ମେଡିକାଲ୍ କଲେଜକୁ ସରକାର ଶୀଘ୍ର ପରିଚାଳନା କରିବା ଦାବିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଆସନ୍ତା ଜୁଲାଇ ୪ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିବାକୁ ଯାଉଛି। ଏହି ବିକ୍ଷୋଭକୁ ସଫଳ କରିବା ପାଇଁ ଆଜି…

Continue Readingମେଡିକାଲ୍ କଲେଜ୍ ଶୀଘ୍ର ପରିଚାଳନା ଦାବି: ଆସନ୍ତା ୪ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

କେନ୍ଦ୍ର ପୁଲିସର ବର୍ବରତାକୁ ତୀବ୍ର ବିରୋଧ, ନଗର ଓ ବ୍ଲକ କଂଗ୍ରେସର ଗଣ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ

ଅନୁଗୁଳ: ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର ଓ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରାଙ୍କ ନେତୃତ୍ୱରେ ଆଜି ଜିଲ୍ଲା ମୁଖ୍ୟ ଡାକ ଘର ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। କେନ୍ଦ୍ରୀୟ ପୁଲିସ ଯେଭଳି ଭାବେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ…

Continue Readingକେନ୍ଦ୍ର ପୁଲିସର ବର୍ବରତାକୁ ତୀବ୍ର ବିରୋଧ, ନଗର ଓ ବ୍ଲକ କଂଗ୍ରେସର ଗଣ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ

ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର, ୮୭ ବର୍ଷରେ ପରଲୋକ

ଅନୁଗୁଳ: ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର। ସୋମବାର ୮୭ ବର୍ଷରେ ତାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲାଣି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ଆଇନିଜୀବୀ…

Continue Readingଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର, ୮୭ ବର୍ଷରେ ପରଲୋକ

ମାଗଣା ଚକ୍ଷୁ ପରୀକ୍ଷଣ ଶିବିର, ଉପକୃତ ହେଲେ ୧୦୮ ଜଣ

ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ଡେରା ପଞ୍ଚାୟତର ସରପଞ୍ଚ ଗିତିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର ନେତ୍ରମ୍ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଯାଇଛି। ଏହି ଶିବିରରେ ୧୦୮ ଜଣଙ୍କ ଚକ୍ଷୁ ପରୀକ୍ଷଣ ହୋଇଥିବା ବେଳେ ୮୫…

Continue Readingମାଗଣା ଚକ୍ଷୁ ପରୀକ୍ଷଣ ଶିବିର, ଉପକୃତ ହେଲେ ୧୦୮ ଜଣ

‘ଅଗ୍ନିପଥ’ ଯୋଜନା ବାତିଲ ଦାବି, ଅନୁଗୁଳ ଯୁବ-ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ଆରମ୍ଭ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ସ୍କିମକୁ ବିରୋଧ କରି ଆଜି ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡିୱାଇଓ ଏବଂ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡି.ଏସ୍. ଓ ପକ୍ଷରୁ ସହରରେ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

Continue Reading‘ଅଗ୍ନିପଥ’ ଯୋଜନା ବାତିଲ ଦାବି, ଅନୁଗୁଳ ଯୁବ-ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ଆରମ୍ଭ

ଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ଅନୁଗୁଳ: ଆଜି ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ଫାଶରେ ପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ। ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ବାଘକୁ ମୁକୁଳା ଯାଇଛି। ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗାଁ…

Continue Readingଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଅନୁଗୁଳ: ଆଜି ଅପରାହ୍ନରେ ପାଳଲହଡା ବ୍ଲକ ଡିମିରିଆ ପଞ୍ଚାୟତ ଖଜୁରିଆ ଗାଁରେ ହୋଇଥିବା ପବନ ବର୍ଷାରେ ଏକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ି ଜଣଙ୍କ ଘର ଉପରେ ପଡ଼ିଛି। କିନ୍ତୁ ସୌଭାଗ୍ୟବଶତଃ କାହାର କିଛି ହୋଇନଥିବା ସୂଚନା ମିଳିଛି।…

Continue Readingବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ