ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ବୈଠକ

ଅନୁଗୁଳ: ଓଡ଼ିଶା ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ଏକ ବୈଠକ ଗୁରୁବାର ଅନୁଗୁଳଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂଘର ସଭାପତି ସୁପ୍ରିୟା ମିଶ୍ର, ଉପସଭାପତି କୃଷ୍ଣପ୍ରିୟା ତ୍ରିପାଠୀ, ଇଲାରାଣୀ ବୋଡ଼ା, ଇତିଶ୍ରୀ ମହାନ୍ତି, ସୋନି ମହାନ୍ତି, ତୃପ୍ତି ଦାଶ, ସି.ବି. ବୋଷ…

Continue Readingବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ବୈଠକ

କାୟାକଳ୍ପ ଟିମ୍‌ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ଟିମ୍ ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବ୍ୟାପକ ଅବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ଦେଇଛି। ପରିମଳ ବ୍ୟବସ୍ଥାକୁ ଦେଖି ଖପ୍ପା ହୋଇଥିବା ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକରୁ…

Continue Readingକାୟାକଳ୍ପ ଟିମ୍‌ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେନ୍ଦୁପଶି ଗାଁରୁ ପୁଲିସ ବୁଧବାର ବିଳମ୍ବିତ ରାତିରେ ଏକ ଫାଇନ ଆସ ବୋଝେଇ ଟ୍ରକ(ଜିଜେ୧୩- ଏଡବ୍ଲୁ-୦୯୮୪)କୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି।…

Continue Readingଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

ଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏପର୍ଯନ୍ତ ଶେଷ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର ବଅଁରପାଳ ନୂଆହତା ଗ୍ରାମ ଟେଲକୋ ଛକଠାରେ ରାସ୍ତା ଅବରୋଧ କରିଥିଲେ। ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ,…

Continue Readingଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ସୁସୁଡ଼ା କପ୍ କ୍ରିକେଟ୍ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସୁସୁଡ଼ା ମଶାଣି ପଡିଆରେ ବୁଧବାରଠାରୁ ସୁସୁଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି। ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିବେ। ସମାଜସେବୀ ପର୍ଶୁରାମ ଦାଶ ମୁଖ୍ୟ ଅତିଥ…

Continue Readingସୁସୁଡ଼ା କପ୍ କ୍ରିକେଟ୍ ଉଦ୍‌ଘାଟିତ

ଜମି ବିକିବା ନାମରେ ୪୬ ଲକ୍ଷ ଠକେଇ ଘଟଣାରେ ୩ ଭଉଣୀ ଗିରଫ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଶୁଶୁଡା ଗ୍ରାମରେ ଜମି ବିକିବା ନାମରେ ୪୬ ଲକ୍ଷ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ଥାନା ପୁଲିସ୍ ୩ ଭଉଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ ଭଉଣୀ ହେଲେ…

Continue Readingଜମି ବିକିବା ନାମରେ ୪୬ ଲକ୍ଷ ଠକେଇ ଘଟଣାରେ ୩ ଭଉଣୀ ଗିରଫ

ଅବକାରୀ ଚଢ଼ାଉ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ମଙ୍ଗଳବାର ଜରପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଏଥିରେ ୩୩ ଲିଟର ଦେଶୀମଦ ଜବତ କରାଯିବାସହ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଯେ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପରା ଗାଁ…

Continue Readingଅବକାରୀ ଚଢ଼ାଉ, ୨ ଗିରଫ

ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବିକାଶ ଫାଉଣ୍ଡେସନ ପକ୍ଷରୁ ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଳଚେରର ଝିଅ ପିଙ୍କିନା ୨୦୨୧ ଶିକ୍ଷା ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇ)ରେ ଟପ୍ପର ହୋଇଥିଲେ । ଦିନକୁ ୧୪ ଘଣ୍ଟା ପରିଶ୍ରମ କରି ପିଙ୍କିନାଙ୍କୁ…

Continue Readingଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧନା

ବିଧାନସଭା ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଅନୁଗୁଳ ଗସ୍ତ

ଅନୁଗୁଳ: ଓଡିଶା ବିଧାନସଭା ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଏକ ୬ଜଣିଆ ସଦସ୍ୟ ବିଧାୟିକା ଉଷାଦେବୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ମାନଙ୍କ ନିମନ୍ତେ କାର୍ଯ୍ୟକାରୀ…

Continue Readingବିଧାନସଭା ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଅନୁଗୁଳ ଗସ୍ତ

ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଳା, ଯୁବ ଓ ଛାତ୍ର ବିଜେଡି ତରଫରୁ କେନ୍ଦ୍ର ସରକାରଙ୍କ ଏଲପିଜି ଦରବୃଦ୍ଧିକୁ ବିରୋଧକରି ମଙ୍ଗଳବାର ଅନୁଗୁଳ ପୌର କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ଓ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଜେଡି ଯୁବ ନେତା…

Continue Readingଏଲପିଜି ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା