ଅନୁଗୁଳର ୯ ଜଣଙ୍କୁ ପୁଲିସ୍ ପଦକ
ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ୍ କର୍ମଚାରୀଙ୍କ ପାଇଁ ଶନିବାର ଡିଜିପି ପୁରସ୍କାର ଘୋଷିତ ହୋଇଛି। ରାଜ୍ୟର ମୋଟ୍ ୧୧୬ ଜଣଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ସମ୍ମାନଜନକ ପୁଲିସ୍ ପଦକ ମିଳିବ। ଏଥିରେ ଅନୁଗୁଳର ୯ ଜଣ…
ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ୍ କର୍ମଚାରୀଙ୍କ ପାଇଁ ଶନିବାର ଡିଜିପି ପୁରସ୍କାର ଘୋଷିତ ହୋଇଛି। ରାଜ୍ୟର ମୋଟ୍ ୧୧୬ ଜଣଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ସମ୍ମାନଜନକ ପୁଲିସ୍ ପଦକ ମିଳିବ। ଏଥିରେ ଅନୁଗୁଳର ୯ ଜଣ…
ଅନୁଗୁଳ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୬ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଶନିବାର ଅନୁଗୁଳ ଦଳ ଘୋଷଣା କରାଯାଇଛି । ପ୍ରଶିକ୍ଷଣ କ୍ୟାମ୍ପରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ…
ଅନୁଗୁଳ: ମାସେ ପାଇଁ କ୍ୟାମେରା ଭଡ଼ାରେ ନେଲେ। ମାସ ଶେଷକୁ ଭଡ଼ା ଟଙ୍କା ତ ଦେଲେ ନାହିଁ, ଲକ୍ଷାଧିକ ଟଙ୍କାର ୩ଟି କ୍ୟାମେରା ମଧ୍ୟ ଫେରାଉନାହାନ୍ତି। ମାସେ ଯାଇ ୩ ମାସ ପୂରିଲା, ଧରାଛୁଆଁ ଦେଉନାହାନ୍ତି। ନାଲକୋନଗର ଥାନା ଇଲାକା କୁଲାଡ…
ଅନୁଗୁଳ: ଜମି ଅଧିଗ୍ରହଣକୁ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିବା ସତ୍ତ୍ବେ ଚାକିରି ମିଳିଲାନି। ଛେଣ୍ଡିପଦା ବ୍ଲକରେ ଥିବା ଜେଏସ୍ପିଏଲ୍ କମ୍ପାନି ବିରୁଦ୍ଧରେ ସାନକେରଜାଙ୍ଗ ଗ୍ରାମର ନିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗ କରି ସପରିବାର ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।…
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି। ସୂଚନା ମୁତାବକ op, କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗାଁର ପ୍ରଜା ରଞ୍ଜନ ରାଉଳ(୨୬) ନାବାଳିକାଙ୍କୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗୁରୁବାର ଅବକାରୀ ବିଭାଗ ଦ୍ବାରା ଚଢ଼ାଉ କରାଯାଇଛି। ସୂଚନା ଯେ, ଅନୁଗୁଳ ଜିଲ୍ଲାର ଅବକାରୀ ବିଭାଗ ଦ୍ବାର ଟିମ୍ ଗଠନ କରାଯାଇ ବଅଁରପାଳ, ଜରପଡ଼ା, ଅନୁଗୁଳ ଓ ତାଳଚେର ଥାନା ଇଲାକାରେ ଚଢ଼ାଉ…
ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ଜଏରାଟ ଠାରେ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟିର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବର୍ଷା ଅଭାବରୁ କିଶୋରନଗର ଅଞ୍ଚଳରେ ସମ୍ଭାବ୍ୟ…
ଅନୁଗୁଳ: ବଅଁରପାଳ ବ୍ଳକ୍ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋ’ ସ୍କୁଲ ଅଭିଯାନରେ ୫୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ବିଦ୍ୟାଳୟରେ ସ୍ମାର୍ଟ୍ କ୍ଲାସ୍ରୁମ୍, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଖେଳପଡ଼ିଆର ଉନ୍ନତିକରଣ ହେବ । ଗୁରୁବାର ପୂର୍ବାହ୍ନରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ତରଫରୁ ଗୁରୁବାର ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଆଡିଶନାଲ ଏସପି ପିକେ ବିଶ୍ବାଳ, ସମ୍ମାନିତ ଅତିଥିଭାବେ ନାଲକୋ ଡିଜିଏମ୍ ଶୁଶିଲ ମହାପାତ୍ର, ଅନୁଗୁଳ ଏସ୍ଡିପିଓ ବିଏସ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ନେଇ ଅନୁଗୁଳ ଓକିଲସଂଘ ତରଫରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଗୁରୁବାର ସଂଘ କାର୍ଯ୍ୟାଳୟରେ ଏ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…