ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦ ସ୍ଥିତ ମା' ହିଙ୍ଗୁଳା ପୀଠ ପରିସରରେ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ଉପଜିଲାପାଳ ତଥା…

Continue Readingମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ଘଣ୍ଟପଡା ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ଭାଗବତ ପାରାୟଣ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମ ବୈଷ୍ଣବ ରଗୁଡି ନିକଟସ୍ଥ ଭାଗବତ ଟୁଙ୍ଗୀ ପରିସରରେ ୨୦ତମ ବାର୍ଷିକ ଭାଗବତ ପାରାୟଣ ସପ୍ତାହ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଦେଇ ଆଶ୍ରମର ସ୍ଵାମୀ ସଚ୍ଚିଦାନନ୍ଦ…

Continue Readingଘଣ୍ଟପଡା ଭାଗବତ ଟୁଙ୍ଗିର ୨୦ତମ ବାର୍ଷିକ ଭାଗବତ ପାରାୟଣ ଅନୁଷ୍ଠିତ

ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଏକ ହୋଟେଲ୍ ଠାରେ ରବିବାର ଅପରାହ୍ନରେ ଜିଲ୍ଲା ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ନଗରପାଳ ପ୍ରାର୍ଥୀ ଦିଲୀପ…

Continue Readingବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ଆଜି ପଖାଳ ଦିବସ: ଡହ ଡହ ଖରାରେ ଉଭୟ ପେଟ ଓ ମନକୁ ଥଣ୍ଡା କରିଦିଏ ଓଡ଼ିଆ ପାରମ୍ପରିକ ଖାଦ୍ୟ ‘ପଖାଳ’

ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଡହ ଡହ ଖରାରେ ଉଭୟ ପେଟ ଓ ମନକୁ ଥଣ୍ଡା କରିଦିଏ ପଖାଳ। ଆଉ ସାଙ୍ଗରେ ବଡ଼ି ଚୁରା କି ଶୁଖୁଆ ପୋଡ଼ା ଟିକେ ଥିଲେ ଆଃ ଖାଇବାର ମଜା ଦ୍ଵିଗୁଣ ହୋଇଯାଏ।…

Continue Readingଆଜି ପଖାଳ ଦିବସ: ଡହ ଡହ ଖରାରେ ଉଭୟ ପେଟ ଓ ମନକୁ ଥଣ୍ଡା କରିଦିଏ ଓଡ଼ିଆ ପାରମ୍ପରିକ ଖାଦ୍ୟ ‘ପଖାଳ’

ରାଜପଥରେ ଲୁଟ୍, ୨ ଗିରଫ

ଅନୁଗୁଳ: ଅନୁଗୁଳ ସହରକୁ ପରିବା ବିକ୍ରି କରିବାକୁ ଆସୁଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍ ଅଭିଯୋଗରେ ଟାଉନ୍ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଜରପଡ଼ା ଅଞ୍ଚଳରୁ ଲୋକମାନେ ଅନୁଗୁଳକୁ ପରିବା ନେଇ ଆସିଥାନ୍ତି। ବୁଧବାର…

Continue Readingରାଜପଥରେ ଲୁଟ୍, ୨ ଗିରଫ

ୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ

ଅନୁଗୁଳ: ଚଳିତ ପୌର ନିର୍ବାଚନ ପାଇଁ ହାତରେ ଏକ ସପ୍ତାହରୁ କମ୍‌ ସମୟ ଥିବାବେଳେ ପ୍ରାର୍ଥୀମାନେ ଜନସମର୍ଥନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବ୍ୟାନର, ପୋଷ୍ଟର, ପୁସି˚ କାର୍ଡ ସାଙ୍ଗକୁ ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର ଚଳାଉଛନ୍ତି। ଏ…

Continue Readingୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ

ମାଳତୀ ଦେବୀଙ୍କ ପୁଣ୍ୟ ତିଥିରେ ରକ୍ତଦାନ ଶିବିର

ଅନୁଗୁଳ: ଚିର ବିପ୍ଳବୀନି ମାଳତୀ ଚୌଧୁରୀଙ୍କ ୨୪ ତମ ପୁଣ୍ୟ ତିଥି ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଦାନ ଭବନରେ ଆୟୋଜିତ ଏହି ଶିବିରକୁ ଉଦ୍‌ଘାଟନ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ।ରକ୍ତ…

Continue Readingମାଳତୀ ଦେବୀଙ୍କ ପୁଣ୍ୟ ତିଥିରେ ରକ୍ତଦାନ ଶିବିର

ସରପଞ୍ଚଙ୍କୁ ଦାୟୀତ୍ବ ହସ୍ତାନ୍ତ ନହେବାରୁ ଜିଲ୍ଲାପାଳଙ୍କୁ ଫେରାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ଗିରୀଶ ଚନ୍ଦ୍ର ପ୍ରଧାନଙ୍କୁ ଏ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତର କାର୍ଯ୍ୟ ଭାର ହସ୍ତାନ୍ତର କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏ ନେଇ…

Continue Readingସରପଞ୍ଚଙ୍କୁ ଦାୟୀତ୍ବ ହସ୍ତାନ୍ତ ନହେବାରୁ ଜିଲ୍ଲାପାଳଙ୍କୁ ଫେରାଦ

ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’

ଅନୁଗୁଳ: ରାଜ୍ୟରେ ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା । ସବୁ…

Continue Readingମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’

ଟିପ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଭଣ୍ଡୁବର ଠାରେ ୬୩ ନଂ ରାଜ୍ୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ଟିପ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ରାଣୀଗୋଡା ଗ୍ରାମର ଦିଲ୍ଲୀପ ପଟ୍ଟନାୟକ(୪୨) ଅପରାହ୍ନରେ କୁମଣ୍ଡ ପଞ୍ଚାୟତର…

Continue Readingଟିପ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ