ଧଣ୍ଡାପୋତା ଛକ ମା’ ହିଙ୍ଗୁଳା ମନ୍ଦିରର ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଧଣ୍ଡାପୋତା ଛକ ଠାରେ ମା' ହିଙ୍ଗୁଳା ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ଓ ଯଜ୍ଞ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଶନିବାର ସକାଳୁ ଗୋପାଳପ୍ରସାଦ ସ୍ଥିତ ମା' ହିଙ୍ଗୁଳା ମନ୍ଦିରରୁ ପୂଜକ…

Continue Readingଧଣ୍ଡାପୋତା ଛକ ମା’ ହିଙ୍ଗୁଳା ମନ୍ଦିରର ବାର୍ଷିକ ଉତ୍ସବ

ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନୂତନ ଜିଲ୍ଲା କଳା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକଙ୍କୁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଶନିବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଶ୍ରୀ ନାଏକଙ୍କୁ କାର୍ଯ୍ୟାଳୟରେ…

Continue Readingଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଶାଳୀକୁ ନେଇ ଭିଣୋଇ ଚମ୍ପଟ

ଅନୁଗୁଳ: ଶାଳୀ ପ୍ରେମ ଏମିତି କିମିଆଁ କଲା ଯେ ନିଜ ସ୍ତ୍ରୀ ଓ କୁନି ଝିଅ କଥା ଭୁଲିଗଲେ ଯୁବକ। ଅବିବାହିତା ଶାଳୀଙ୍କ ସହ ସଂସାର କରିବାକୁ ତାଙ୍କୁ ଧରି ଚମ୍ପଟ ମାରିଲେ ଭିଣୋଇ। ଅନୁଗୁଳ ସହର ଉପକଣ୍ଠରେ ଘଟିଥିବା ଏହି…

Continue Readingଶାଳୀକୁ ନେଇ ଭିଣୋଇ ଚମ୍ପଟ

ପାଣିପମ୍ପ ଚୋରି ଅଭିଯୋଗରେ ୫ ଗିରଫ

ଅନୁଗୁଳ: ଅନୁଗୁଳ ସହର ସଞ୍ଜିବନୀ ମାର୍କେଟର ମଞ୍ଜରୀ ଏଣ୍ଟର ପ୍ରାଇଜରର୍ସ ଦୋକାନରୁ ପାଣିପମ୍ପ ଚୋରି ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତ ୨୪ ତାରିଖ ରାତିରେ ଦୋକାନର ସଟର ଭାଙ୍ଗି ବିଭିନ୍ନ…

Continue Readingପାଣିପମ୍ପ ଚୋରି ଅଭିଯୋଗରେ ୫ ଗିରଫ

ଅନନ୍ତ ଡିଏଭିରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତବିହାର ଡିଏଭି ସ୍କୁଲ୍‌ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଏମ୍‌ସିଏଲ୍ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ମୁଖ୍ୟଅତିଥି, ଡିଏଭି ସ୍କୁଲ ସମୂହ ଏଆରଓ ସୁରେନ୍ଦ୍ର ଭୋଇ ସମ୍ମାନିତ ଅତିଥି ରୂପେ…

Continue Readingଅନନ୍ତ ଡିଏଭିରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ଚଳିତ ବର୍ଷ କମ୍ ରହିବ ତାତିର ପ୍ରଭାବ

ଅନୁଗୁଳ:  ଗ୍ରୀଷ୍ମ ଋତୁରେ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସି ଅସ୍ତବ୍ୟସ୍ତ ହୋଇ ପଡନ୍ତି। କିନ୍ତୁ ଚଳିତ ବର୍ଷ ଏତେଟା ଗରମ ଅନୁଭୂତ ହେବନାହିଁ । ଉପକୁଳ ଓଡିଶା ସହିତ ମୟୁରଭଞ୍ଜ, ଅଗୁଗୁଳ, ଢେଙ୍କାନାଳ, ବୌଦ୍ଧ,…

Continue Readingଚଳିତ ବର୍ଷ କମ୍ ରହିବ ତାତିର ପ୍ରଭାବ

‘ହୋଣ୍ଡା ସିବି୩୦୦ଆର୍’ର ବଜାର ପ୍ରବେଶ

ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ଅଧ୍ୟକୃତ ବିକ୍ରେତା ବିଗ୍‌ୱିଙ୍ଗ ଅନୁଗୁଳ ଠାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ମୋଟରସାଇକେଲ ‘ହୋଣ୍ଡା ସିବି୩୦୦ଆର୍’ର ବଜାର ପ୍ରବେଶ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର…

Continue Reading‘ହୋଣ୍ଡା ସିବି୩୦୦ଆର୍’ର ବଜାର ପ୍ରବେଶ

ଡ୍ରାଇଭରକୁ ମାଡ଼ ମାରି ଟ୍ରକ୍ ଲୁଟ

ଅନୁଗୁଳ : ଡ୍ରାଇଭରକୁ ମାଡ଼ ମାରି ତିନି ଜଣ ଦୁର୍ବୃତ୍ତ ରାସ୍ତାରୁ ଏକ ଇଟା ବୋଝେଇ ଟ୍ରକ୍ ଲୁଟି ନେଇଛନ୍ତି। ମଙ୍ଗଳବାର ଦ୍ବିପ୍ରହର ବେଳେ ତାଳଚେର କଲିୟରୀ ଥାନା ଇଲାକାରେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଟ୍ରକ୍…

Continue Readingଡ୍ରାଇଭରକୁ ମାଡ଼ ମାରି ଟ୍ରକ୍ ଲୁଟ

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି। ସୂଚନା ଯେ, ସହରର ନାଖରା ସାହିର ମହେନ୍ଦ୍ର ପ୍ରଧାନ(୨୬)…

Continue Readingବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଜନ ସେବା କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତରେ ଥିବା ଏକ ଗ୍ରାହକ‌ ସେବା କେନ୍ଦ୍ରରେ ଦୁର୍ବୃତ୍ତମାନେ ସୋମବାର ରାତିରେ ନିଆଁ ଲଗାଇ‌ ଦେଇଛନ୍ତି। ଜନ ସେବା କେନ୍ଦ୍ରରେ ନିଆଁ ଲାଗିବା ଦ୍ବାରା କମ୍ପ୍ୟୁଟର ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ…

Continue Readingଜନ ସେବା କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୃତ୍ତ