ଓଭରଟେକ୍ କରିବାରୁ ଡ୍ରାଇଭରଙ୍କୁ କଟୁରୀରେ ଆକ୍ରମଣ କଲା ଅନ୍ୟ ବସ୍ ଡ୍ରାଇଭର

ଅନୁଗୁଳ: ସ୍ଥାନୀୟ ବସ ଷ୍ଟାଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବସ୍ ଓଭରଟେକ କରିବାକୁ ନେଇ ଦୁଇ ବସ ଡ୍ରାଇଭର ହାତାହାତି ହୋଇଛନ୍ତି। ଜଣେ ଅନ୍ୟଜଣଙ୍କୁ କଟୁରୀରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭରକୁ…

Continue Readingଓଭରଟେକ୍ କରିବାରୁ ଡ୍ରାଇଭରଙ୍କୁ କଟୁରୀରେ ଆକ୍ରମଣ କଲା ଅନ୍ୟ ବସ୍ ଡ୍ରାଇଭର

ହାତୀ ଆକ୍ରମଣରେ ଜଣେ ଆହତ

ଅନୁଗୁଳ: ଶନିବାର ସକାଳେ ବାଲିମି ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ଷୋଳନାଳି ଗାଁର ବଟ କୃଷ୍ଣ ସ୍ୱାଇଁ ନିଜ ବିଲ ଆଡକୁ ଯାଉଥିବାବେଳେ ହଠାତ ଗୋଟିଏ ହାତୀ ପାଖ ବୁଦା ଉହାଡରୁ ବାହାରି ବଟକୃଷ୍ଣ ଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା।…

Continue Readingହାତୀ ଆକ୍ରମଣରେ ଜଣେ ଆହତ

ଆନ୍ତର୍ଜାତୀକ ବାଘ ଦିବସ: ଭାରତରେ ଅଛନ୍ତି ୨୯୬୭ ମହାବଳ ବାଘ

ଅନୁଗୁଳ: ଆନ୍ତର୍ଜାତୀକ ବାଘ ଦିବସ ପାଳନ ଅବସରରେ ଅନୁଗୁଳ ବ୍ଲକ ଅନ୍ତର୍ଗତ ରନ୍ତଲେଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମର ଶୁକ୍ରବାର ଆୟୋଜନ କରାଯାଇଥିଲା। ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି(ନିୟୁଜ୍) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ…

Continue Readingଆନ୍ତର୍ଜାତୀକ ବାଘ ଦିବସ: ଭାରତରେ ଅଛନ୍ତି ୨୯୬୭ ମହାବଳ ବାଘ

ବିଦ୍ୟାଳୟରେ ୧୭ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୮ ଶିକ୍ଷକ, ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

ଅନୁଗୁଳ: ସ୍ଥାନୀୟ ଅନ୍ତୁଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ନେଇ ଆଜି ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅଭିଭାବକଙ୍କ ଅଭିଯୋଗ ମୁତାବକ, ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ୍ ୩୦୪ ଜଣ…

Continue Readingବିଦ୍ୟାଳୟରେ ୧୭ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୮ ଶିକ୍ଷକ, ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

ବେଆଇନ କାରବାର ଉପରେ ଚଢ଼ଉ

ପାଳଲହଡ଼ା: ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ବେଆଇନ କାରବାର ଉପରେ ଚଢ଼ଉ କରାଯାଇଥିଲା। ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ଅବକାରୀ ଏସ୍‌ଆଇ ବିପିନ ସାହୁ, ଯୋଗାଣ ନିରୀକ୍ଷକ ପିଂଟୁ ବେହେରା ପ୍ରମୁଖ ଏହି…

Continue Readingବେଆଇନ କାରବାର ଉପରେ ଚଢ଼ଉ

ଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

ଅନୁଗୁଳ: ଅନୁଗୁଳରେ ଏକ ଟ୍ରକ ଟର୍ମିନାଲ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଶେଷରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ଶାବଳଭଙ୍ଗା ମୌଜାରେ ୫ଏକର ଜାଗାରେ ଏହି ଟ୍ରକ ଟର୍ମିନାଲ ନିର୍ମାଣ ହେବା ଗତ ଏପ୍ରିଲ ମାସରେ ହୋଇଥିବା…

Continue Readingଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସରେ କର୍ମଶାଳା

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଅନ୍ତୁଳିଆ ଉଚ୍ଚ ବିଦ୍ୟାଳୟଠାରେ ଗୁରୁବାର ପ୍ରକୃତି ସଂରକ୍ଷଣ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ତଥା ଜଙ୍ଗଲପ୍ରେମୀ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ତୁଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ…

Continue Readingବିଶ୍ବ ପ୍ରକୃତି ସଂରକ୍ଷଣ ଦିବସରେ କର୍ମଶାଳା

ତାଳଚେର ଓକିଲ ସଂଘର ଜରୁରୀକାଳୀନ ବୈଠକ, ଏପିପି ରଞ୍ଜିତା ସ୍ୱାଇଁଙ୍କ ବଦଳି ନହେଲେ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି

ତାଳଚେର: ତାଳଚେର ଏସ୍.ଡି.ଜେ.ଏମ୍. କୋର୍ଟର କ୍ୟାଡର ଏପିପି ରଞ୍ଜିତା ସ୍ୱାଇଁ ନିଜ ୫ ବର୍ଷ ଚାକିରି କାଳ ମଧ୍ୟରେ ବରିଷ୍ଠ ଆଇନଜୀବୀ ଏବଂ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏଣୁ ତାଙ୍କୁ ବିରୋଧ କରି ଗତ ଜୁଲାଇ ୨୦ରୁ ଓକିଲମାନେ କୋର୍ଟ କାର୍ଯ୍ୟରୁ…

Continue Readingତାଳଚେର ଓକିଲ ସଂଘର ଜରୁରୀକାଳୀନ ବୈଠକ, ଏପିପି ରଞ୍ଜିତା ସ୍ୱାଇଁଙ୍କ ବଦଳି ନହେଲେ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି

ଫାଇବର୍ ଫ୍ୟାକ୍ଟ୍ରିଙ୍କୁ ତୀବ୍ର ବିରୋଧ, ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ଗାଁରେ ହୋଇଥିବା ଫାଇବର୍ ଫ୍ୟାକ୍ଟ୍ରିଙ୍କୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା। ମହିଳାଙ୍କ ଅଭିଯୋଗ ମୁତାବକ, ଫାଇବର୍ ଫ୍ୟାକ୍ଟ୍ରି ଯୋଗୁ ପଞ୍ଚାୟତବାସୀଙ୍କର ବହୁ ଅସୁବିଧା ହେଉଛି। ଫ୍ୟାକ୍ଟ୍ରିରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁ…

Continue Readingଫାଇବର୍ ଫ୍ୟାକ୍ଟ୍ରିଙ୍କୁ ତୀବ୍ର ବିରୋଧ, ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା

ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ କଂଗ୍ରେସ ନେତା ଅଧିର ଚୌଧୁରୀ, ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ କଂଗ୍ରେସ ନେତା ଅଧିର ଚୌଧୁରୀ। ରାଷ୍ଟ୍ରପତିଙ୍କୁ ଏଭଳି ସମ୍ବୋଧନ କରିବା ଓଡ଼ିଆ ସ୍ବାଭିମାନକୁ ଏବଂ ସାରା ଦେଶକୁ ଅପମାନ ବୋଲି କହି ବିଜେପି ପକ୍ଷରୁ ଏବେ ସାରା ଦେଶରେ ବିକ୍ଷୋଭ…

Continue Readingରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ କଂଗ୍ରେସ ନେତା ଅଧିର ଚୌଧୁରୀ, ବିଜେପିର ବିକ୍ଷୋଭ ପ୍ରଦର୍ଶନ