ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି, ରେଳ ମନ୍ତ୍ରୀ କଲେ ଘୋଷଣା
ଅନୁଗୁଳ: ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି। ଏ ନେଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ। ଏହି ଟ୍ରେନ ଚଳାଚଳ କଲେ ପୁରୀ, ଭୁବନେଶ୍ୱର ଓ କଟକର ଲୋକ ସହଜରେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିପାରିବେ। ଶନିବାର ସମ୍ବଲପୁର…



