ଅନୁଗୁଳବାସୀଙ୍କ ପାଇଁ ଖୁସି ଖବର ! ୧୦ ରୁ ଏହି ରୁଟ୍ ଦେଇ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍
ଅନୁଗୁଳ : ରାମ ନବମୀ ଅର୍ଥାତ୍ ଏପ୍ରିଲ ୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ। ଏହି ଏକ୍ସପ୍ରେସକୁ ପୁଣି ଥରେ ଚଳାଚଳ କରାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ ବିଭାଗ ପକ୍ଷରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (18303) ର…



