ପୁଣି ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିବ ଟାଟା ଲୁଣ ଦାମ୍
ଭୁବନେଶ୍ୱର: ମହଙ୍ଗା ହେବାକୁ ଯାଉଛି ଟାଟା ଲୁଣ। ବର୍ତ୍ତମାନ ଟାଟା ଲୁଣ ଦାମ୍ ୨୮ ଟଙ୍କା ଥିବା ବେଳେ ଆଗକୁ ଏହି ଦର ଆହୁରି ବଢ଼ିବ। ବର୍ଦ୍ଧିତ ଦରବୃଦ୍ଧି ଯୋଗୁ କମ୍ପାନୀର ଲାଭ ପ୍ରଭାବିତ ହୋଇଛି। ଏଣୁ ଟାଟା କଞ୍ଜ୍ୟୁମର ପ୍ରଡ଼କ୍ଟ୍ସ…
ଭୁବନେଶ୍ୱର: ମହଙ୍ଗା ହେବାକୁ ଯାଉଛି ଟାଟା ଲୁଣ। ବର୍ତ୍ତମାନ ଟାଟା ଲୁଣ ଦାମ୍ ୨୮ ଟଙ୍କା ଥିବା ବେଳେ ଆଗକୁ ଏହି ଦର ଆହୁରି ବଢ଼ିବ। ବର୍ଦ୍ଧିତ ଦରବୃଦ୍ଧି ଯୋଗୁ କମ୍ପାନୀର ଲାଭ ପ୍ରଭାବିତ ହୋଇଛି। ଏଣୁ ଟାଟା କଞ୍ଜ୍ୟୁମର ପ୍ରଡ଼କ୍ଟ୍ସ…
ଅନୁଗୁଳ: ଆଜି ସ୍ଥାନୀୟ ପ୍ରଶାନ୍ତି ହୋଟେଲରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ଗତ ମଙ୍ଗଳବାର କନ୍ଧମାଳରେ ବିଶ୍ଵ ଆଦିବାସୀ ଦିବସ ପାଳନ ବେଳେ ସନାତନ ହିନ୍ଦୁ ଧର୍ମଗୁରୁ ଗୋବର୍ଦ୍ଧନ ମଠାଧୀଶ ଜଗତ ଗୁରୁ…
ଅନୁଗୁଳ: ଅନୁଗୁଳ ସହରରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ବଇତୁରା ଦିପଙ୍କ ଅଧ୍ୟକ୍ଷତାରେ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗଣେଶଙ୍କ ପୂଜାକୁ ଶାନ୍ତି…
ଅନୁଗୁଳ : ଆଜି ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି। ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପୋଲିସ ଷ୍ଟେସନରେ ଉପସ୍ଥିତ ରହି ସମସ୍ତ ପୋଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା…
ଅନୁଗୁଳ: ଆଜି ୟୁନାଏଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ହେମସୁରପଡ଼ା ଯୁବକ ସଂଘ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁରେ ସାମାନ୍ୟ ଘଟଣାକୁ ନେଇ ଠେଙ୍ଗାରେ ବାପ ପୁଅଙ୍କୁ ଆକ୍ରମଣ ହୋଇଛି। ସୂଚନା ଯେ, ଗାଁ ୧୩ ଜଣ ଲୋକ ପାଖ ଗାଁ ନୂଆଖେତାକୁ କାମ ପାଇଁ ଯାଇଥିଲେ। ସେଠାରୁ ୮…
ଅନୁଗୁଳ : ରାଜ୍ୟରେ ଜାରି ଅନବରତ ବର୍ଷା ଯୋଗୁଁ ସ୍ଥାନୀୟ ବଅଁରପାଳ ବ୍ଲକ ଜରାସିଂହା ଗାଁରେ ଲୋକଙ୍କ ଘରେ ପାଣି ପଶି ସ୍ଥିତି ସଂଘାତିକ ହୋଇଛି। ଏଣୁ ଉତ୍ତ୍ୟକ୍ତ ଲୋକେ ଗାଁ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ…
ତାଳଚେର : ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ତାପମାତ୍ରା ତଥା ଜଙ୍ଗଲ କ୍ଷୟକୁ ଦୃଷ୍ଟିରେ ରଖି ମଙ୍ଗଳବାର ତାଳଚେର ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ଭେଟି ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ…
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ଯୋଗୁଁ ସ୍ଥାନାନ୍ତର ହୋଇଥିବା କଟରଙ୍ଗ ଗାଁ ଲୋକଙ୍କୁ ଠିକ କ୍ଷତିପୂରଣ ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ସ୍ଥାନାନ୍ତର ପ୍ରକ୍ରିୟାରେ ପାତର ଅନ୍ତର ଏବଂ ପ୍ରିୟାପ୍ରୀତି ପୋଷଣ କରାଯାଇଛି।…
ଅନୁଗୁଳ: ରାଜ୍ୟରେ ଚାଲିଥିବା ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଗାୟତ୍ରୀ ଠିକାସଂସ୍ଥା ରାସ୍ତାର ନିର୍ମାଣ କାର୍ଯ୍ୟକୁ ଅଧା ପନ୍ତରିଆ ଛାଡି ଯାଇଥିବା…