ଶିକ୍ଷୟିତ୍ରୀଙ୍କୁ ବଦଳିକୁ ଅଭିଭାବକଙ୍କ ବିରୋଧ, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

ଅନୁଗୁଳ: ଶିକ୍ଷୟିତ୍ରୀଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି ଅଭିଭାବକ। ଏଣୁ ଜିଲ୍ଲାପାଳଙ୍କୁ କରିଛନ୍ତି ଅଭିଯୋଗ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଧରିତ୍ରୀ ସାହୁଙ୍କ ବଦଳିକୁ ନେଇ ଏଭଳି ବିରୋଧ ଦେଖିବାକୁ ମିଳିଛି। ସ୍ଥାନୀୟ ଅଭିଭାବକ…

Continue Readingଶିକ୍ଷୟିତ୍ରୀଙ୍କୁ ବଦଳିକୁ ଅଭିଭାବକଙ୍କ ବିରୋଧ, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି, ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ଜଗମୋହନ ମୀନା। ଏ ଅବସରରେ ସେମାନେ ହସ୍ପିଟାଲ ବୁଲି ଦେଖିବା ସହ ରୋଗୀଙ୍କୁ ଠିକ୍‌ ଭାବେ ଚିକିତ୍ସା ସୁବିଧା ମିଳୁଛି କି…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି, ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଉପରେ ଗୁରୁତ୍ୱ

ଅଫେରା ରାଇଜରେ ଲକ୍ଷେ ରାଜାର ମଉଡ଼ମଣି ପଦ୍ମଶ୍ରୀ ପ୍ରଫୁଲ୍ଲ କର

ଆଉ ଶୁଭିବନି 'କମଳ ଦେଶର ରାଜକୁମାର... '। ସବୁଦିନ ପାଇଁ ନିରବି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ରବିବାର ରାତିରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ବାସଭବନରେ ସେ ଶେଷ…

Continue Readingଅଫେରା ରାଇଜରେ ଲକ୍ଷେ ରାଜାର ମଉଡ଼ମଣି ପଦ୍ମଶ୍ରୀ ପ୍ରଫୁଲ୍ଲ କର

ରାଜନୈତିକ ହିଂସାରେ ମୃତ ସାଗର ପ୍ରଧାନଙ୍କ ପରିବାରକୁ ଭେଟିଲେ ବିଜେପି ବିଧାୟକ ମଣ୍ଡଳୀ

ଅନୁଗୁଳ: ରାଜନୈତିକ ଆକ୍ରୋଶରୁ ହତ୍ୟାର ଶିକାର ହୋଇଥିବା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗାଁର ବିଜେପି କର୍ମୀ ସାଗର ପ୍ରଧାନଙ୍କ ପରିବାରକୁ ଆଜି ବିଜେପି ବିଧାୟକ ମଣ୍ଡଳୀ ଭେଟି ସମବେଦନା ଜଣାଇଛନ୍ତି। ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ତଳସରା…

Continue Readingରାଜନୈତିକ ହିଂସାରେ ମୃତ ସାଗର ପ୍ରଧାନଙ୍କ ପରିବାରକୁ ଭେଟିଲେ ବିଜେପି ବିଧାୟକ ମଣ୍ଡଳୀ

ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଡିଭିଜନ୍‌ରେ ମକ୍‌ଡ୍ରିଲ୍‌

ଅନୁଗୁଳ: ଅଗ୍ନିଶମ ସପ୍ତାହ ପାଳନ ଅବସରରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଡିଭିଜନ୍‌ ସେକ୍ସନ୍‌ ୨ ଆର୍‌ସିଏମ୍‌ଏସ୍‌ଠାରେ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଛି। ଅନୁଗୁଳ ଅଗ୍ନିଶମ ଅଫିସର କର୍ମଚାରୀ ସୁକାନ୍ତ ନାଥ, ପ୍ରଶାନ୍ତ ବେହେରା, କୀର୍ତ୍ତି ରଞ୍ଜନ ବେହେରା ଓ ସୁମନ୍ତ…

Continue Readingଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଡିଭିଜନ୍‌ରେ ମକ୍‌ଡ୍ରିଲ୍‌

ରକ୍ତଦାନ ଶିବିର: ୧୮୦ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୁଳ: ସ୍ଥାନୀୟ ନାଲକୋ ନଗର ଶ୍ରୀ ସତ୍ୟ ସାଇ ମନ୍ଦିର ପରିସରରେ ଆଜି ଗ୍ରୀଷ୍ମକାଳୀନ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଆୟୋଜିତ ଶିବିରରେ ଆବାହକ ଜି.ପ୍ରକାଶ, ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ସତ୍ୟସାଇ ଦାସ,…

Continue Readingରକ୍ତଦାନ ଶିବିର: ୧୮୦ ୟୁନିଟ୍ ରକ୍ତ ସଂଗ୍ରହ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ

ଅନୁଗୁଳ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ। ରାଜ୍ୟ ଯୁଗ୍ମ ଯୁବ ବିଜେଡି ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ନେତୃତ୍ୱ ତଥା ଗନପତ କ୍ଲବ ସହଯୋଗରେ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏ ଅବସରରେ ପ୍ରଥମେ…

Continue Readingପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ

ବଢ଼ୁଛି ତାପମାତ୍ରା, ଟ୍ୱିଟ୍ କରି ଅଂଶୁଘାତର ଲକ୍ଷଣ ବିଷୟରେ ସଚେତନ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର/ଅନୁଗୁଳ: ବଢୁଛି ତାପମାତ୍ରା। ରାଜ୍ୟ ଏବେ ତତଲା କଡ଼େଇ ପାଲଟିଛି। ବିଭିନ୍ନ ଜିଲ୍ଲାରେ ବଢ଼ିବାରେ ଲାଗିଛି ତାପମାତ୍ରା। ଅସହ୍ଯ ଗରମ ସହ ଏବେ ଗୁଳୁଗୁଳି ମଧ୍ଯ ଅନୁଭୂତ ହେଉଛି। ଫଳରେ ଲୋକେ ଅଂଶୁଘାତର ଶିକାର ହେବାର ଆଶଙ୍କା ରହିଛି। ଏଣୁ ରାଜ୍ୟ…

Continue Readingବଢ଼ୁଛି ତାପମାତ୍ରା, ଟ୍ୱିଟ୍ କରି ଅଂଶୁଘାତର ଲକ୍ଷଣ ବିଷୟରେ ସଚେତନ କଲା ସ୍ୱାସ୍ଥ୍ୟ ବିଭାଗ

ବେଆଇନ କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ: ଟ୍ରକ୍ ଜବତ, ଅଭିଯୁକ୍ତ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଜବତ କରିଛି ଛେଣ୍ଡିପଦା ଥାନା ପୁଲିସ। ଚଢ଼ଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଏହି ରାସ୍ତାରେ…

Continue Readingବେଆଇନ କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ: ଟ୍ରକ୍ ଜବତ, ଅଭିଯୁକ୍ତ ଫେରାର

ଘୋଷଣା ହେଲା ଖରା ଛୁଟି, ଏଥର ପିଲାଙ୍କୁ ମିଳିବ ମାତ୍ର ୧୦ ଦିନ ଗ୍ରୀଷ୍ମକାଳୀନ ଅବକାଶ

ଭୁବନେଶ୍ୱର/ଅନୁଗୁଳ: ଘୋଷଣା ହେଲା ଖରା ଛୁଟି। ଏଥରକ ଆଉ ଦେଢ଼ ମାସ ନୁହେଁ ବରଂ ମାତ୍ର ୧୦ ଦିନ ହିଁ ସ୍କୁଲ ପିଲାଙ୍କୁ ମିଳିବ ଖରା ଛୁଟି। ଚଳିତବର୍ଷ ଜୁନ୍ ୬ ରୁ ଜୁନ୍ ୧୬ ତାରିଖ ଯାଏଁ ଗ୍ରୀଷ୍ମକାଳୀନ ଛୁଟି…

Continue Readingଘୋଷଣା ହେଲା ଖରା ଛୁଟି, ଏଥର ପିଲାଙ୍କୁ ମିଳିବ ମାତ୍ର ୧୦ ଦିନ ଗ୍ରୀଷ୍ମକାଳୀନ ଅବକାଶ