ଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ‘ନାଲକୋ’

ଅନୁଗୁଳ: ଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ନାଲକୋ। କୋଇଲା ଯୋଗାଣ ଠିକ ଭାବେ ହୋଇପାରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି। ନାଲକୋ ଓ ଏମସିଏଲ ଚୁକ୍ତି ମୁତାବକ, ୨୦୧୮ ଏପ୍ରିଲରୁ ୨୦୨୩…

Continue Readingଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ‘ନାଲକୋ’

ମେସ୍ ପଛପଟ ଗଛରେ ଝୁଲିଛି ଛାତ୍ରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

ଅନୁଗୁଳ: ମେସ୍ ପଛ ମହୁଲ ଗଛରେ ଝୁଲିଛି ଛାତ୍ରଙ୍କ ମୃତ ଦେହ। ସ୍ଥାନୀୟ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ନିକଟସ୍ଥ ବେହେରା ମେସ ପଛରେ ଥିବା ମହୁଲ ଗଛରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ ଛାତ୍ର ହେଲେ ବରପଦା ଗାଁର…

Continue Readingମେସ୍ ପଛପଟ ଗଛରେ ଝୁଲିଛି ଛାତ୍ରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

ପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା, ପମ୍ପ ହାଉସରେ ପକାଇଲେ ତାଲା

ଅନୁଗୁଳ: ଖରା ଦିନ ଆରମ୍ଭରୁ ହିଁ ଆଶାତୀତ ଭାବେ ବଢ଼ିଛି ସୂର୍ଯ୍ୟଙ୍କ ପ୍ରଭାବ। ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରତିଦିନ ରାଜ୍ୟର ୫-୬ଟି ସହରର ତାପମାତ୍ରା ୪୦ ଉପରେ ରହୁଛି। ଏଭଳି ସ୍ଥିତିରେ ଗାଁ ଗହଳିରେ ପାନୀୟ ଜଳ ଏକ…

Continue Readingପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା, ପମ୍ପ ହାଉସରେ ପକାଇଲେ ତାଲା

ଉତ୍କର୍ଷତା ପାଇଁ ଅନୁଗୁଳ ଫାୟାର ଅଫିସରଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ଅନୁଗୁଳ: ଅଗ୍ନିଶମ ସପ୍ତାହ ପାଳନ ଅବସରରେ କଟକ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଅଗ୍ନିଶମ ସେବା ସଂସ୍ଥାର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଶାନ୍ତ କୁମାର ଧଳଙ୍କୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଡିଜି ପଦକ ମିଳିଛି।…

Continue Readingଉତ୍କର୍ଷତା ପାଇଁ ଅନୁଗୁଳ ଫାୟାର ଅଫିସରଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ସୁପରଭାଇଜର ପଦୋନ୍ନତି ଦେବାରେ ବିଳମ୍ବ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଅଙ୍ଗନଓ୍ଵାଡ଼ି କର୍ମୀ

ଅନୁଗୁଳ: ସୁପରଭାଇଜର ପଦୋନ୍ନତି ଦେବାରେ ଅହେତୁକ ବିଳମ୍ବ ହୋଇଥିବା ଅଭିଯୋଗ କରି ଆଜି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ଅନୁଗୁଳ ଜିଲ୍ଲାର ଅଙ୍ଗନଓ୍ଵାଡ଼ି କର୍ମୀ। ସେମାନଙ୍କ ଅଭିଯୋଗ ମୁତାବକ, ସରକାରୀ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ସେପ୍ଟେମ୍ବର ୨୦୨୧ରୁ ସୁପରଭାଇଜର ପଦୋନ୍ନତି…

Continue Readingସୁପରଭାଇଜର ପଦୋନ୍ନତି ଦେବାରେ ବିଳମ୍ବ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଅଙ୍ଗନଓ୍ଵାଡ଼ି କର୍ମୀ

ଆକାଶରୁ ବରଷୁଛି ନିଆଁ, କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ

ଅନୁଗୁଳ/ଭୁବନେଶ୍ୱର: ଏବେ ପୂରା ରାଜ୍ୟ ଖରାରେ ତାତୁଥିବା ବେଳେ କାଳବୈଶାଖୀ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିପାରେ ବୋଲି ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ।…

Continue Readingଆକାଶରୁ ବରଷୁଛି ନିଆଁ, କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ

ପୋଷଣ ଅଭିଯାନ କାର୍ଯ୍ୟକ୍ରମ: ଶିଶୁଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏଣୁ ଜନ୍ମ ହେବା ପୂର୍ବରୁ ଏବଂ ପରେ ଶିଶୁର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଯାହା ଏବେ ଅଙ୍ଗନବାଡ଼ି କର୍ମୀ କରୁଛନ୍ତି। ଏଣୁ ଆମେ ସେମାନଙ୍କୁ ସମ୍ମାନ ଦେବା ଉଚିତ୍। ମଙ୍ଗଳବାର ଅନୁଷ୍ଠିତ ସାମାଜିକ…

Continue Readingପୋଷଣ ଅଭିଯାନ କାର୍ଯ୍ୟକ୍ରମ: ଶିଶୁଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ

ବଢ଼ିଲା କ୍ଷୀର ଦର, ଏପ୍ରିଲ ୨୧ରୁ ହେବ ଲାଗୁ

ଅନୁଗୁଳ : ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ପରେ ଏବେ ବଢିବ ଓମଫେଡ୍ କ୍ଷୀର ଦର। ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ। ଏପ୍ରିଲ୍‌ ୨୧ ତାରିଖରୁ…

Continue Readingବଢ଼ିଲା କ୍ଷୀର ଦର, ଏପ୍ରିଲ ୨୧ରୁ ହେବ ଲାଗୁ

ସାତକୋଶିଆ ବିସ୍ଥାପିତଙ୍କୁ ଥଇଥାନ ବୈଠକରେ ଗଣ୍ଡଗୋଳ, ବାହାରିପାରିଲାନି ନିଷ୍କର୍ଷ

ଅନୁଗୁଳ : ମୁଖ୍ୟ ସ୍ରୋତକୁ ଫେରିବେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଦୀର୍ଘ ବର୍ଷ ହେବ ବସବାସ କରୁଥିବା କଟରଙ୍ଗ ଗାଁ ଲୋକ। ଦେଖିବେ ବିକାଶର ନୂଆ ସୂର୍ଯ୍ୟ। ଏନେଇ ନିଜ ଆଡୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ…

Continue Readingସାତକୋଶିଆ ବିସ୍ଥାପିତଙ୍କୁ ଥଇଥାନ ବୈଠକରେ ଗଣ୍ଡଗୋଳ, ବାହାରିପାରିଲାନି ନିଷ୍କର୍ଷ

ଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଅନୁଗୁଳ: ଖରାଦିନ ଆରମ୍ଭ ପୂର୍ବରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ଆଜି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି…

Continue Readingଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ