ଆଜି ଆକାଶରେ ନଜର ଆସିବ ‘ଗୋଲାପୀ ଜହ୍ନ’, ଜାଣନ୍ତୁ କେତେବେଳେ ଦେଖିପାରିବେ ଏହି ଦୁର୍ଲ୍ଲଭ ଦୃଶ୍ୟ

ଭୁବନେଶ୍ବର/ଅନୁଗୁଳ : ଆଜି ଆକାଶରେ ଦେଖାଯିବ ‘ଗୋଲାପୀ ଚନ୍ଦ୍ର’। ନାସା ସୂଚନା ମୁତାବକ, ଆଜି ପୂର୍ବାଞ୍ଚଳରେ ୨ଟା ୫୫ ମିନିଟରେ ମାତ୍ର କେଇ ସେକେଣ୍ଡ ପାଇଁ ଗୋଲାପୀ ଜହ୍ନ ଦୃଶ୍ୟମାନ ହେବ। ବସନ୍ତ ଋତୁରେ ଫୁଟୁଥିବା ଏକ ପ୍ରକାରର ଗୋଲାପୀ ରଙ୍ଗର…

Continue Readingଆଜି ଆକାଶରେ ନଜର ଆସିବ ‘ଗୋଲାପୀ ଜହ୍ନ’, ଜାଣନ୍ତୁ କେତେବେଳେ ଦେଖିପାରିବେ ଏହି ଦୁର୍ଲ୍ଲଭ ଦୃଶ୍ୟ

କଳାହାଣ୍ଡି କପ୍ କ୍ରିକେଟ୍: ଅନୁଗୁଳ ଦଳ ଘୋଷଣା

ଅନୁଗୁଳ: କଳାହାଣ୍ଡି କପ୍ ପାଇଁ ଅନୁଗୁଳ ଦଳ ଘୋଷଣା କରାଯାଇଛି। ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ କରାଯାଇଛି। ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିର୍ନିମେଶ ଜେନା, ସୋହମରାଜ ମହାପାତ୍ର, ମିଲନ ସାମଲ, ରାକେଶ ବିଶ୍ଵାଳ, ଚନ୍ଦନ…

Continue Readingକଳାହାଣ୍ଡି କପ୍ କ୍ରିକେଟ୍: ଅନୁଗୁଳ ଦଳ ଘୋଷଣା

ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୁଲି ଦେଖିଲେ ତାଳଚେରର ବିଭିନ୍ନ ପ୍ରକଳ୍ପ

ଅନୁଗୁଳ/ତାଳଚେର: ତିନିଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗସ୍ତର ଅନ୍ତିମ ଦିନରେ ଶୁକ୍ରବାର ସେ ତାଳଚେରରେ ପହଞ୍ଚିଛନ୍ତି। ତାଳଚେରର ଅଧିଷ୍ଠାତ୍ରୀ ଅଗ୍ନିସ୍ଵରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ…

Continue Readingମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୁଲି ଦେଖିଲେ ତାଳଚେରର ବିଭିନ୍ନ ପ୍ରକଳ୍ପ

ଝାମୁ ଯାତ୍ରା ଦେଖିବାକୁ ଯାଇଥିଲେ, ସକାଳୁ ଗାଁ ପିଣ୍ଡିରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ଅନୁଗୁଳ:  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଜଣଙ୍କୁ ହତ୍ୟା। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗାଁର ସାଗର ପ୍ରଧାନ(୪୫)। ତାଙ୍କୁ ସେହି ଗାଁର ଗୋବିନ୍ଦ ସାଗରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ…

Continue Readingଝାମୁ ଯାତ୍ରା ଦେଖିବାକୁ ଯାଇଥିଲେ, ସକାଳୁ ଗାଁ ପିଣ୍ଡିରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ତାଳଚେର: ସ୍ଥାନୀୟ ବିକ୍ରମପୁର ସ୍ଥିତ ମୀନାବଜାରରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଗୁରୁବାର ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ସୁଧୀର ଖଣ୍ଡା, ଏମ୍‌.ସି.ଏଲ୍‌. ସିଷ୍ଟାର ସଭାପତି ଅମରଚାନ୍ଦ ନାଏକ, ସାଧାରଣ…

Continue Readingତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଅଗ୍ନିଶମ ସୁରକ୍ଷା ସପ୍ତାହ: ରାସ୍ତାରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଆଗ୍ନିକ

ଅନୁଗୁଳ: ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ରାଲି ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲରେ ସଜ୍ଜିତ ଅଗ୍ନିଶମ…

Continue Readingଅଗ୍ନିଶମ ସୁରକ୍ଷା ସପ୍ତାହ: ରାସ୍ତାରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଆଗ୍ନିକ

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତର ତେନ୍ତୁଳିହତା ଗାଁରେ ନିଆଁ ଲାଗି ୨ ବଖରା ଘର ପୋଡ଼ି ଯାଇଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ଗାଁର ଗୌତମ ନାଏକ ଓ ତାଙ୍କ ପୂରା ପରିବାର ଶ୍ୱଶୁର ଘରକୁ ଯାଇଥିଲେ। ଘରେ କେହି…

Continue Readingଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅନୁଗୁଳ/ କଟକ: ଅନୁଗୁଳର ବହୁ ଚର୍ଚ୍ଚିତ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା ମାମଲାରେ ୪ ସପ୍ତାହ ମଧ୍ୟରେ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରିପୋର୍ଟ ମୁତାବକ, ଅଭିଜିତ ଭାଲେଣ୍ଟାଇନ ଡେ ଦିନ…

Continue Readingଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୨୩ରେ ଜନ ଆନ୍ଦୋଳନ

ଅନୁଗୁଳ: ତାଳଚେର ମେଡିକାଲ୍ କଲେଜକୁ ସରକାର ପରିଚାଳନା କରିବା ଦାବିରେ ଆଜି ଏକ ବୈଠକ ସ୍ଥାନୀୟ ଘଣ୍ଟପଡା ୱାସେରୀ ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ସି.ଏସ୍.ଆର. ବିନିଯୋଗରେ ଏମ୍.ସି.ଏଲ୍. ପକ୍ଷରୁ ତାଳଚେରରେ ନିର୍ମିତ ମେଡିକାଲ୍ କଲେଜକୁ ସରକାର…

Continue Readingତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୨୩ରେ ଜନ ଆନ୍ଦୋଳନ

ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ବିଧାୟକ

ଭୁବନେଶ୍ୱର : ତାଳଚେର ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ। ଏ ଅବସରରେ ତାଳଚେର ମେଡିକାଲ କଲେଜକୁ ତୁରନ୍ତ…

Continue Readingଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ବିଧାୟକ