ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ: ୩-୧ ଗୋଲରେ ଅଠମଲ୍ଲିକ ବିଜୟୀ
ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟଵଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ମ୍ୟାଚ୍ ଆଜି ଆଠମଲ୍ଲିକ ଫୁଟଵଲ କ୍ଲବ୍ ଏବଂ ଚାନ୍ଦ ଫୁଟବଲ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଆଠମଲ୍ଲିକ ଫୁଟଵଲ କ୍ଲବ୍ ପେନାଲ୍ଟି କିକ୍ ଦେଇ ୩-୧…





