ସରିଲା ମାଲ୍ଯଗିରି ମହୋତ୍ସବ: ମନଭରି ଝୁମିଲେ ପାଳଲହଡ଼ାବାସୀ

ଅନୁଗୁଳ: କୋଭିଡ କଟକଣା କୋହଳ ହେବା ପରେ ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ଅନୁଷ୍ଠିତ ହୋଇଛି ମାଲ୍ଯଗିରି ମହୋତ୍ସବ। ଉଦଘାଟନୀ ସନ୍ଧ୍ୟାରେ ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପାଳଲହଡାରେ ଥିବା ପର୍ଯ୍ଯଟନ ସ୍ଥଳର ବିକାଶ କରାଯାଇ ରାଜ୍ଯ…

Continue Readingସରିଲା ମାଲ୍ଯଗିରି ମହୋତ୍ସବ: ମନଭରି ଝୁମିଲେ ପାଳଲହଡ଼ାବାସୀ

କାଲିଠୁ ସବୁ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଲେ ସରକାର

ଭୁବନେଶ୍ୱର: ଆସନ୍ତା କାଲିଠୁ ଛୁଟି ହେଲା ସବୁ ସ୍କୁଲ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କାଲି ଠାରୁ ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆଜି…

Continue Readingକାଲିଠୁ ସବୁ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଲେ ସରକାର

ରାତିରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ଛଟପଟ ହୋଇ ଚାଲିଗଲା ପ୍ରାଣ

ତାଳଚେର: ପୁଣିଥରେ ଦନ୍ତା ଯୋଗୁ ଗଲା ଆଉ ଏକ ଜୀବନ। ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଉଛନ୍ତି ତାଳଚେର ବ୍ଲକ ହିଲୋଇ ଗାଁର ବଚନ ବେହେରା (୬୨)। ସୂଚନା ମୁତାବକ, ବଚନ…

Continue Readingରାତିରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ଛଟପଟ ହୋଇ ଚାଲିଗଲା ପ୍ରାଣ

ନାବାଳିକାଙ୍କୁ ଅସଦ ବ୍ୟବହାର ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍‌ ଥାନା ଅନ୍ତର୍ଗତ ଶିକ୍ଷକପଡ଼ାର ଜଣେ ନାବାଳିକାଙ୍କୁ ଅସଦ ବ୍ୟବହାର କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପାଲଲହଡା ଫପଣ୍ଡ ଗାଁର ଗଣେଶ ମୁଣ୍ଡା(୨୦) ଶିକ୍ଷକପଡ଼ାରେ ରହୁଥିଲେ। ସେ ନିକଟସ୍ଥ…

Continue Readingନାବାଳିକାଙ୍କୁ ଅସଦ ବ୍ୟବହାର ଅଭିଯୋଗରେ ଯୁବକ ଗିରଫ

ଅକ୍ଷୟ ତୃତୀୟା ପାଇଁ ତନିସ୍କର ଆକର୍ଷଣୀୟ ଅଫର, ଅଳଙ୍କାର ଉପରେ ମିଳୁଛି ୨୦% ରିହାତି

ଅନୁଗୁଳ: ଆସୁଛି ଅକ୍ଷୟ ତୃତୀୟା। ଏ ଅବସରରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସିଥାଏ ବୋଲି ଓଡ଼ିଆଙ୍କର ବିଶ୍ୱାସ ରହିଛି। ଲୋକଙ୍କର ଏହି ବିଶ୍ୱାସକୁ ଦୃଷ୍ଟିରେ ରଖି ସୁନା ଗହଣାର ନୂଆ ନୂଆ ଅଳଙ୍କାର ନେଇ ଆସିଛି ଭାରତର ସବୁଠୁ ଭରସାଯୋଗ୍ୟ…

Continue Readingଅକ୍ଷୟ ତୃତୀୟା ପାଇଁ ତନିସ୍କର ଆକର୍ଷଣୀୟ ଅଫର, ଅଳଙ୍କାର ଉପରେ ମିଳୁଛି ୨୦% ରିହାତି

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାରୁ ପ୍ରଥମ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲେ ଶାଶୁ ଘର ଲୋକ

ଅନୁଗୁଳ: ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ। ଖବର ପାଇ ପ୍ରଥମ ସ୍ତ୍ରୀ ଯାଇ ବିରୋଧ କରିବାରୁ ସ୍ୱାମୀ, ଶାଶୁ ସମେତ ସମସ୍ତ ଶ୍ୱଶୁର ଘର ଲୋକ କରିଛନ୍ତି ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ବଅଁରପାଳ ଥାନାରେ ଏଭଳି ଅଭିଯୋଗ କରିଛନ୍ତି…

Continue Readingସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାରୁ ପ୍ରଥମ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲେ ଶାଶୁ ଘର ଲୋକ

ସବୁଜ ମୁଣ୍ଡିଆକୁ ଧୂଳିସାତ୍‌ କରିବାକୁ ଚକ୍ରାନ୍ତ, ପଥର ଖାଦାନ ପାଇଁ ଅନୁମୋଦିତ ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ସବୁଜ ବନାନୀ ମୁଣ୍ଡିଆରେ ପଥର ଖାଦାନ ପାଇଁ ଦିଆଯାଇଥିବା ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଲୋକେଇପଶି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବାନୁସାରେ, ପଥର ଖାଦାନ ପାଇଁ ଅନୁମତି ଦିଆଯାଇଥିବା ମୁଣ୍ଡିଆକୁ ଗାଁ ଲୋକମାନେ ମିଶି…

Continue Readingସବୁଜ ମୁଣ୍ଡିଆକୁ ଧୂଳିସାତ୍‌ କରିବାକୁ ଚକ୍ରାନ୍ତ, ପଥର ଖାଦାନ ପାଇଁ ଅନୁମୋଦିତ ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବି

ଏମ୍‌ସିଏଲ୍‌ ଯୋଗୁ ଜମି ହରାଇଥିବା ଲୋକଙ୍କୁ ଭେଟିଲେ ଅନୁଗୁଳ ଉପଜିଲ୍ଲାପାଳ, ବୁଲି ଦେଖିଲେ ଅଧିଗ୍ରହଣ ଅଞ୍ଚଳ

ଅନୁଗୁଳ: ଏମ୍‌ସିଏଲ୍‌ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ଆମ୍ବପାଳ ଗ୍ରାମବାସୀଙ୍କୁ ଭେଟିଛନ୍ତି ଅନୁଗୁଳ ଉପଜିଲ୍ଲାପାଳ। ଆଜି ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ନତଡା ପଞ୍ଚାୟତର ଆମ୍ବପାଳ ଗାଁର ଏମ୍‌ସିଏଲ୍‌ ଯୋଗୁ ଜମି ହରାଇଥିବା ଲୋକଙ୍କୁ ସାକ୍ଷାତ କରିଛନ୍ତି।…

Continue Readingଏମ୍‌ସିଏଲ୍‌ ଯୋଗୁ ଜମି ହରାଇଥିବା ଲୋକଙ୍କୁ ଭେଟିଲେ ଅନୁଗୁଳ ଉପଜିଲ୍ଲାପାଳ, ବୁଲି ଦେଖିଲେ ଅଧିଗ୍ରହଣ ଅଞ୍ଚଳ

ଆସନ୍ତା ୨୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର/ଅନୁଗୁଳ : ଆସନ୍ତା ୨୯ ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିସହ ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏ ସମସ୍ତ ପରୀକ୍ଷା ପାଇଁ…

Continue Readingଆସନ୍ତା ୨୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର

ନାଲ୍‌କୋ କୋଇଲା ଖଣିର ରେଲୱେ ସାଇଡିଙ୍ଗ ବିସ୍ଥାପିତଙ୍କସହ ତ୍ରିପାକ୍ଷିକ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋର ଉତ୍କଳ 'ଇ' କୋଇଲା ଖଣିର ରେଲୱେ ସାଇଡିଙ୍ଗର ଜମି ଅଧିଗ୍ରହଣ ହୋଇଥିବା ଗ୍ରାମବାସୀଙ୍କସ ଗୁରୁବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସ୍ଥାପିତମାନେ ଥଇଥାନ ସମ୍ପର୍କରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ…

Continue Readingନାଲ୍‌କୋ କୋଇଲା ଖଣିର ରେଲୱେ ସାଇଡିଙ୍ଗ ବିସ୍ଥାପିତଙ୍କସହ ତ୍ରିପାକ୍ଷିକ ବୈଠକ