ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳର ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ବୈତୁରା ଦୀପଙ୍କୁ ଆଜି ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ଵରେ ସମସ୍ତ ୱେବ ସାମ୍ବାଦିକ…

Continue Readingଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସ୍ପଞ୍ଜ ଓ ଆଇରନ୍‌ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୪ଟି ଟିମ୍‌ର ଅକ୍ଳାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ

ଅନୁଗୁଳ: କଣିହାଁ ନିକଟସ୍ଥ ଏକଘରିଆର ଏକ ସ୍ପଞ୍ଜ ଓ ଆଇରନ୍‌ ପ୍ଲାଣ୍ଟରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କାରଖାନାର ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ…

Continue Readingସ୍ପଞ୍ଜ ଓ ଆଇରନ୍‌ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୪ଟି ଟିମ୍‌ର ଅକ୍ଳାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଅନୁଗୁଳ ବିଜେପି ଜିଲ୍ଲା ପ୍ରତିନିଧି ଦଳ: ରେଳ ଷ୍ଟେସନର ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲା ବିଜେପି ପ୍ରତିନିଧି ଦଳ। ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏହି ଦଳ ନୂଆଦିଲ୍ଲୀ ଗସ୍ତ କରି ମଙ୍ଗଳବାର ଦିନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ…

Continue Readingକେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଅନୁଗୁଳ ବିଜେପି ଜିଲ୍ଲା ପ୍ରତିନିଧି ଦଳ: ରେଳ ଷ୍ଟେସନର ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ

ଏମିତି ମରଣ କାହାକୁ ନ ଆସୁ ! ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ

ଅନୁଗୁଳ: ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ। ଏଠାକାର ସୁରଥ ବେହେରା ନାମକ ବ୍ୟକ୍ତିଙ୍କ ମୃତଦେହ ଟ୍ରେନ ଲାଇନ କଡ଼ରୁ ମିଳିଛି। ସୂଚନାନୁଯାୟୀ…

Continue Readingଏମିତି ମରଣ କାହାକୁ ନ ଆସୁ ! ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ

ଆଜି ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିବେ କୃଷକ, ଜାଣନ୍ତୁ ଏହି ଦିନ ପାଳନର ମହତ୍ୱ

ଅନୁଗୁଳ : ପ୍ରତିବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଚଳିତବର୍ଷ ଆଜି ଅର୍ଥାତ୍‌ ୩ ମେ ୨୦୨୨ରେ ପଡ଼ୁଛି ଅକ୍ଷି ତୃତୀୟା। ଆଜି କୃଷକମାନେ ଅକ୍ଷି ମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ…

Continue Readingଆଜି ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିବେ କୃଷକ, ଜାଣନ୍ତୁ ଏହି ଦିନ ପାଳନର ମହତ୍ୱ

ବେଆଇନ୍ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ : ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ବଅଁରପାଳ ବ୍ଲକ କେନ୍ଦୁପଲ୍ଲୀ ଗାଁର ମହିଳା। ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଁରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି। ଏ ନେଇ ପ୍ରଶାସନ ନିକଟରେ…

Continue Readingବେଆଇନ୍ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

ପାଣି ପିଇବାକୁ ଆସିଥିବା କୁଟୁରାକୁ ଜଙ୍ଗଲରେ ଛାଡ଼ିଲା ବନବିଭାଗ

ଅନୁଗୁଳ : ପାଣି ପିଇବାକୁ ଆସିଥିବା କୁଟୁରାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ବନ୍ତଳା ବନ ବିଭାଗର କର୍ମଚାରୀ। ମିଳିଥିବା ସୂଚନାନୁସାରେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ପୋକତୁଙ୍ଗା ଜଙ୍ଗଲରେ ଏକ କୁଟୁରା ପାଣି ପାଇଁ ବୁଲୁଥିବା ବେଳେ ଏକ କୁକୁର…

Continue Readingପାଣି ପିଇବାକୁ ଆସିଥିବା କୁଟୁରାକୁ ଜଙ୍ଗଲରେ ଛାଡ଼ିଲା ବନବିଭାଗ

ଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରକ ମଝିରେ ଚାପି ହୋଇରହିଛି କାର

ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ନିକଟସ୍ଥ ଗୁରୁଜାଙ୍ଗୁଲି ଛକରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେବାରୁ କାରଟି ପଛରୁ ଆସୁଥିବା ଏକ ଟ୍ରକ ମଝିରେ ଚାପି ହୋଇଯାଇଛି।…

Continue Readingଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରକ ମଝିରେ ଚାପି ହୋଇରହିଛି କାର

ଟ୍ରକ୍-କଣ୍ଟେନର ମୁହାଁମୁହିଁ ଧକ୍କା, ଚାପି ହୋଇଗଲେ ଡ୍ରାଇଭର ଓ ହେଲପର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗଡ଼ିଆ ଛକ ନିକଟସ୍ଥ ୫୫ ନମ୍ଵର ଜାତୀୟ ରାଜପଥରେ ଆଜି ସକାଳେ ଏକ ପାଉଁଶ ବୋଝେଇ କଣ୍ଟେନର ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି।…

Continue Readingଟ୍ରକ୍-କଣ୍ଟେନର ମୁହାଁମୁହିଁ ଧକ୍କା, ଚାପି ହୋଇଗଲେ ଡ୍ରାଇଭର ଓ ହେଲପର

ଶ୍ରମିକ ଦିବସ : ବିଜୁ ଯୁବ ଜନତା ଦଳ ପକ୍ଷରୁ ବଣ୍ଟାଗଲା ଦହି ସରବତ ଓ ଜଳ

ଅନୁଗୁଳ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ଅନୁଗୁଳ ହେମସୁରପଡା ଦୁର୍ଗା ମଣ୍ଡପଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଦହି ସରବତ ଓ ଜଳ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନବ ନିର୍ବାଚିତ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସହଯୋଗରେ…

Continue Readingଶ୍ରମିକ ଦିବସ : ବିଜୁ ଯୁବ ଜନତା ଦଳ ପକ୍ଷରୁ ବଣ୍ଟାଗଲା ଦହି ସରବତ ଓ ଜଳ