ଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

ଅନୁଗୁଳ: ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)ରେ ନାମଲେଖାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଏବେ ଯାଏଁ ସରିନି। ୨୦୨୩ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ…

Continue Readingଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

ମହାଆଡ଼ମ୍ବରରେ ପାଳିତ ହେଲା ହରି ସଭାର ୧୦୧ତମ ବାର୍ଷିକ ଉତ୍ସବ

ଅନୁଗୁଳ : ସ୍ଥାନୀୟ ଅମଲାପଡାରେ ହରି ସଭାର ୧୦୧ ତମ ବାର୍ଷିକ ଉତ୍ସବ ସହ ରାଧାଷ୍ଟମୀ ଧୁମଧାମରେ ପାଳିତ ହୋଇଛି। ଭାଦ୍ରବ ଶୁକ୍ଳାଷ୍ଟମୀ ତଥା ରାଧାଷ୍ଟମୀ ଅବସରରେ ହରିସଭା ମଣ୍ଡପ ପରିସରରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆଜି ଜାରି ରହିଛି।…

Continue Readingମହାଆଡ଼ମ୍ବରରେ ପାଳିତ ହେଲା ହରି ସଭାର ୧୦୧ତମ ବାର୍ଷିକ ଉତ୍ସବ

ସବୁ କାରଖାନା କରିବେ ରାସ୍ତା ମରାମତି: ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆସନ୍ତା ୫ ରେ ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ

ତାଳଚେର : ଉପଜିଲ୍ଲାପାଳଙ୍କ ଅନୁରୋଧ ପରେ ବିଜେପି ପକ୍ଷରୁ ଆସନ୍ତା ୫ ତାରିଖରେ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ ରହିଛି। ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।ବୈଠକରେ ଗୋଡ଼ିବନ୍ଧ-କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ…

Continue Readingସବୁ କାରଖାନା କରିବେ ରାସ୍ତା ମରାମତି: ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆସନ୍ତା ୫ ରେ ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ

ବେଙ୍ଗାଲୁରୁରେ ଗଣପତିଙ୍କ ପୂଜା କଲା ଓଡ଼ିଆ ୟୁଥ୍ କମିଟି, ମନୋରଞ୍ଜନ କଲେ ଓଡ଼ିଆ କଳାକାର

ଅନୁଗୁଳ: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବେଙ୍ଗାଲୁରୁ ସ୍ଥିତ ଓଡ଼ିଆ ୟୁଥ୍ କମିଟି ତରଫରୁ କୁନ୍ଦନାହାଲି ଠାରେ ଗଣେଶ ପୂଜା ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା କୋହଳ ହୋଇଥିବାରୁ କାର୍ଯ୍ୟକ୍ରମରେ ୧୦…

Continue Readingବେଙ୍ଗାଲୁରୁରେ ଗଣପତିଙ୍କ ପୂଜା କଲା ଓଡ଼ିଆ ୟୁଥ୍ କମିଟି, ମନୋରଞ୍ଜନ କଲେ ଓଡ଼ିଆ କଳାକାର

ବିଲରେ ପାଣିମଡ଼ାଇବାକୁ ନେଇ ମରଣାନ୍ତକ ଆକ୍ରମଣ, ୨ ଭାଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁରେ ବିଲରେ ପାଣି ମଡ଼ାଇବାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ଯେ, ଗୁରୁବାର ଅପରାହ୍ନରେ ଗାଁର ତ୍ରିଲୋଚନ ସାହୁଙ୍କ ବିଲ ମଝିରେ ପଶି ପଡ଼ୋଶୀ ରବିନ୍ଦ୍ର ବିଶ୍ବାଳ ଓ ସୁମନ୍ତ…

Continue Readingବିଲରେ ପାଣିମଡ଼ାଇବାକୁ ନେଇ ମରଣାନ୍ତକ ଆକ୍ରମଣ, ୨ ଭାଇ ଗିରଫ

ଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ, ଆଉ ମାର୍କର ବ୍ୟବହାର କରିବେନି କର୍ତ୍ତୃପକ୍ଷ

ଅନୁଗୁଳ: ଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ। ଶୁକ୍ରବାର ମୁଖ୍ୟାଳୟରେ ଔଷଧରେ ଷ୍ଟିକରିଂ ଉନ୍ମୋଚିତ ହୋଇଛି। କିଛି ଦିନ ତଳେ ସମାଜସେବୀ ଚିନ୍ମୟୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦିଆ ଯାଉଥିବା ଔଷଧ ଷ୍ଟିକରିଂ ବ୍ୟବସ୍ଥାକୁ…

Continue Readingଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ, ଆଉ ମାର୍କର ବ୍ୟବହାର କରିବେନି କର୍ତ୍ତୃପକ୍ଷ

ଗଣପତ୍ ମଣ୍ଡପରେ ଧୁମଧାମରେ ପାଳିତ ହେଲା ଗଣେଶଙ୍କ ଦ୍ଵିତୀୟ ଦିନ ପୂଜା, ଯୋଗ ଦେଲେ ବିଶିଷ୍ଟ ନେତୃବୃନ୍ଦ

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ାର କ୍ଲବ ଗଣପତ୍ ମଣ୍ଡପରେ ଗଜାନନଙ୍କ ଦ୍ଵିତୀୟ ଦିନ ପୂଜା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ,…

Continue Readingଗଣପତ୍ ମଣ୍ଡପରେ ଧୁମଧାମରେ ପାଳିତ ହେଲା ଗଣେଶଙ୍କ ଦ୍ଵିତୀୟ ଦିନ ପୂଜା, ଯୋଗ ଦେଲେ ବିଶିଷ୍ଟ ନେତୃବୃନ୍ଦ

ନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତରେ ନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ ଓ ପଞ୍ଚାୟତ କାର୍ଯ୍ୟାଳୟର ଫେସିଲିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଉପସ୍ଥିତିରେ ଏହି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ…

Continue Readingନୂତନ ମହିଳା ସମ୍ମିଳନୀ କକ୍ଷର ଉଦଘାଟନ କଲେ ଉପବାଚସ୍ପତି

ସାତ ମାସ ହେଲା ମିଳିନି ଦରମା, ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଆଶାକର୍ମୀ

ଅନୁଗୁଳ: ସାତ ମାସ ହେଲା ଦରମା ପାଇନଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଖମାର ସେକ୍ଟରର ସମସ୍ତ ଆଶା କର୍ମୀ। ଆଶା କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ସାତ ମାସ ହେଲା ସେମାନେ ଦରମା ପାଇ ନାହାଁନ୍ତି। ଫଳରେ…

Continue Readingସାତ ମାସ ହେଲା ମିଳିନି ଦରମା, ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଆଶାକର୍ମୀ

ଓଡ଼ିଶା କୈବର୍ତ୍ତ ମହାସଭାର ରାଜ୍ୟ ସମ୍ପାଦକ ହେଲେ ତାଳଚେରର ସୁଧୀର ଖଣ୍ଡା

ତାଳଚେର: ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ତାଳଚେର ଡେରା ଅଞ୍ଚଳର ସୁଧୀର ଖଣ୍ଡା। ବରଗଡ଼ଠାରେ ଆୟୋଜିତ ୫ମ ସାଧାରଣ ଅଧିବେଶନରେ ଶ୍ରୀ ଖଣ୍ଡାଙ୍କୁ ସର୍ବସମ୍ମତିକ୍ରମେ ସମ୍ପାଦକ ମନୋନୀତ କରାଯାଇଛି। ଆଗାମୀ ୫ ବର୍ଷ…

Continue Readingଓଡ଼ିଶା କୈବର୍ତ୍ତ ମହାସଭାର ରାଜ୍ୟ ସମ୍ପାଦକ ହେଲେ ତାଳଚେରର ସୁଧୀର ଖଣ୍ଡା