ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟ୍ ଡୋର କ୍ୟାମ୍ପ ବନ୍ଦ ରଖିଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ, ରୋଗୀ ହନ୍ତସନ୍ତ

ଅନୁଗୁଳ: ସ୍ଥାନୀୟ ରକ୍ତ ଭଣ୍ଡାରର କର୍ମଚାରୀମାବେ ସ୍ଥାୟୀ ନିଯୁକ୍ତି ନେଇ ଦାବି କରିଛନ୍ତି। ଏଥିପାଇଁ ସେମାନେ ଗତ ୧୨ ତାରିଖରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ୨୬ରୁ ଆଉଟ ଡୋର କ୍ୟାମ୍ପକୁ ବନ୍ଦ କରିଛନ୍ତି। ତଥାପି ତାଙ୍କ କଥା…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଆଉଟ୍ ଡୋର କ୍ୟାମ୍ପ ବନ୍ଦ ରଖିଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ, ରୋଗୀ ହନ୍ତସନ୍ତ

ହୋଣ୍ଡାର ନୂତନ ଶୋରୁମ୍ ଉଦ୍‌ଘାଟିତ

ଅନୁଗୁଳ: ଆଠମଲ୍ଲିକଠାରେ ସୋମବାର ହୋଣ୍ଡା ମଟରସାଇକେଲ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ‘ମମତା ମୋଟର୍ସ’ ଉଦ୍‌ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର ମଟର ସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ। ନୂତନ ଗାଡ଼ି ବିକ୍ରି ସହ ଉତ୍ତମ…

Continue Readingହୋଣ୍ଡାର ନୂତନ ଶୋରୁମ୍ ଉଦ୍‌ଘାଟିତ

ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ଅଟୋ, ୫ ଶିଶୁ ଆହତ

ଅନୁଗୁଳ: ଆଜି ସ୍ଥାନୀୟ ପୋକତୁଙ୍ଗା ଗାଁ ନିକଟରେ ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୫ ଜଣ ଶିଶୁ ଆହତ ହୋଇଛନ୍ତି। ସମସ୍ତଙ୍କୁ ବନ୍ତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ…

Continue Readingଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ଅଟୋ, ୫ ଶିଶୁ ଆହତ

ଗୋଡ଼ିବନ୍ଧ- କଣିହାଁ ରାସ୍ତା ମରାମତି ଦାବିରେ ୫ରେ ଧାରଣା ଦେବ ବିଜେପି

କଣିହାଁ: କଣିହାଁ ଠାରୁ ଗୋଡ଼ି ବନ୍ଧ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛି ବିଜେପି। ବିଜେପିର ଅଭିଯୋଗ ମୁତାବକ, କଣିହାଁ ବ୍ଲକର ୨୬ଟି ପଞ୍ଚାୟତ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହା କଣିହାଁ…

Continue Readingଗୋଡ଼ିବନ୍ଧ- କଣିହାଁ ରାସ୍ତା ମରାମତି ଦାବିରେ ୫ରେ ଧାରଣା ଦେବ ବିଜେପି

ଡ୍ରେନ ସଫେଇ ବେଳେ ଭୁଶୁଡ଼ିଲା କାନ୍ଥ, ୫ ଆହତ

ଅନୁଗୁଳ: ସ୍ଥାନୀୟ ସିମିଳିପଡା ଭାରତ ନଗରରେ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ମୁତାବକ, ଅନୁଗୁଳ ପୌରପାଳିକା ପକ୍ଷରୁ ଡ୍ରେନ ସଫେଇ କରାଯାଉଥିବା ବେଳେ…

Continue Readingଡ୍ରେନ ସଫେଇ ବେଳେ ଭୁଶୁଡ଼ିଲା କାନ୍ଥ, ୫ ଆହତ

ଭୁଜାଲିରେ ଆକ୍ରମଣ କରି ମଦ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

ଅନୁଗୁଳ: ଗୁଳିମାଡ଼ ଓ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆଜି ସକାଳେ ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ନିକଟରେ ଜଣେ ମଦ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟ୍ ହୋଇଛି। ଲୁଟର ଶିକାର ହୋଇଥିବା…

Continue Readingଭୁଜାଲିରେ ଆକ୍ରମଣ କରି ମଦ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି

ବାଡ଼ିରେ ପଶି ଗାଈ ଖାଇବାରୁ ମହିଳାକୁ ଆକ୍ରମଣ, ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗାଁରେ ବାଡ଼ିରେ ଗାଈ ପଶିବାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ହେଲେ ସରୋଜିନୀ ଭୁକ୍ତା। ସରୋଜିନୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଈ ଓ…

Continue Readingବାଡ଼ିରେ ପଶି ଗାଈ ଖାଇବାରୁ ମହିଳାକୁ ଆକ୍ରମଣ, ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ବିଜେଡିର ୨୫ ବର୍ଷ ପୂର୍ତ୍ତି: ବୃକ୍ଷରୋପଣ କଲା ବିଜୁ ମହିଳା ଜନତା ଦଳ

ଅନୁଗୁଳ: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ରବିବାର ୪ ଟି ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ୱାର୍ଡ ନଂ ୧ ପିଟିସି ଉଚ୍ଚ ବିଦ୍ୟାଳୟ, ୱାର୍ଡ ନଂ…

Continue Readingବିଜେଡିର ୨୫ ବର୍ଷ ପୂର୍ତ୍ତି: ବୃକ୍ଷରୋପଣ କଲା ବିଜୁ ମହିଳା ଜନତା ଦଳ

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏଏସଓ ପରୀକ୍ଷାରେ ଖରାପ କରିଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡ଼ା ଘରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ବଇଣ୍ଡା ଗରୁଡୁ ଗାଁର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ। ସୂଚନା ମୁତାବକ, ଅସିତ ଅନୁଗୁଳ…

Continue Readingଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏଏସଓ ପରୀକ୍ଷାରେ ଖରାପ କରିଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

ମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୫ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମା' କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ତଳଗଡ଼ର ବିନାୟକ କ୍ଲବ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ…

Continue Readingମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୫ ୟୁନିଟ୍ ରକ୍ତ ସଂଗୃହୀତ