ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ସୁଶୁଡ଼ା ଗାଁ ପ୍ରଶାନ୍ତ ନାଏକ ନାମକ ଜଣେ ଯୁବକ ଯୁବତୀଙ୍କସହ ପ୍ରେମ…

Continue Readingଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ ଅଭିଯୋଗରେ ଯୁବକ ଗିରଫ

ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ: ୨ ଦିନ ଟ୍ରେନିଂ ନେବେ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀ

ତାଳଚେର: ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ମଙ୍ଗଳମ୍ କ୍ଲବର ସମ୍ମିଳନୀ କକ୍ଷରେ ଆଜି ଏକ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ…

Continue Readingରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ: ୨ ଦିନ ଟ୍ରେନିଂ ନେବେ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀ

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ସିପିପି ଛକରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସୂଚନା ମୁତାବକ, ସିପିପି କାରଖାନାରୁ କୋଇଲା ଅପସାରଣ କରିଆସୁଥିବା ଟ୍ରକ ଓ ବଅଁରପାଳରୁ ସିପିପି ଆସୁଥିବା…

Continue Readingଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ସ୍ୱାମୀଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ କିନ୍ନର

ଅନୁଗୁଳ: ଦଣ୍ଡନୃତ୍ୟରେ ଦେଖା, ତା’ ପରେ ବନ୍ଧୁତା, ପ୍ରେମ ଓ କୋର୍ଟରେ ବିବାହ ପରେ ଏବେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅନୁଗୁଳର ଜଣେ କିନ୍ନର। ନ୍ୟାୟ ପାଇବା ଆଶାରେ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି କିନ୍ନର ସଂଘ। ଏହି କିନ୍ନର ହେଉଛନ୍ତି…

Continue Readingସ୍ୱାମୀଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ କିନ୍ନର

ଚଳିତ ଶିକ୍ଷାବର୍ଷରୁ ଏମ୍‌ସିଏଲ୍ ସେଣ୍ଟ୍ରାଲ୍ ସ୍କୁଲ

ଅନୁଗୁଳ: ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ ତାଳଚେର ଏମ୍ ସିଏଲ୍ ସୁଭଦ୍ରା ଏରିଆରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନୁମୋଦନ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାନ ଅନୁଯାୟୀ ସ୍ଥାୟୀ କୋଠା, ସମସ୍ତ ଶିକ୍ଷକ କର୍ମଚାରୀଙ୍କ ନିମନ୍ତେ…

Continue Readingଚଳିତ ଶିକ୍ଷାବର୍ଷରୁ ଏମ୍‌ସିଏଲ୍ ସେଣ୍ଟ୍ରାଲ୍ ସ୍କୁଲ

ଏଟିଏମ୍‌ରୁ ‌ଚୋରି ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର ଏସ୍‌ବିଆଇ ବ୍ୟାଙ୍କ୍‌ର ଏଟିଏମ୍ କ୍ୟାସ୍ ଡିପୋଜିଟ୍ ମେସିନ୍ ଭାଙ୍ଗି ଚୋରି ଉଦ୍ୟମ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।…

Continue Readingଏଟିଏମ୍‌ରୁ ‌ଚୋରି ଉଦ୍ୟମ

ଡ଼କାୟତି ଯୋଜନା ପଣ୍ଡ, ୫ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରିବାରେ ପୁଲିସ ସଫଳ ହୋଇଛି। ପୁଲିସ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା…

Continue Readingଡ଼କାୟତି ଯୋଜନା ପଣ୍ଡ, ୫ ଗିରଫ

ଏମସିଏଲ ଅଧିଗ୍ରହଣ ସ୍ଥାନ ପରିଦର୍ଶନ କଲେ ଉପଜିଲ୍ଲାପାଳ, ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନତଡ଼ା ଗାଁରେ ଏମସିଏଲ ଦ୍ୱାରା ଭୂ-ଅଧିଗ୍ରହଣ ଓ ରେଲୱେ ରାସ୍ତା ନିର୍ମାଣ ପାଇଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଆଜି ସେ ପରିଦର୍ଶନ କରିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ, ଆଜି…

Continue Readingଏମସିଏଲ ଅଧିଗ୍ରହଣ ସ୍ଥାନ ପରିଦର୍ଶନ କଲେ ଉପଜିଲ୍ଲାପାଳ, ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ

ବସ୍ତିର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୌରପାଳିକାଙ୍କୁ ଦାବି

ଅନୁଗୁଳ: ସ୍ଥାନୀୟ ୧୯ ନମ୍ବର ୱାର୍ଡ ନିକଟସ୍ଥ ବସ୍ତିର ବିଭିନ୍ନ ସମ୍ପର୍କରେ ଆଜି ପୌରପାଳିକାର ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ବସ୍ତି ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଜାଗା ମିଶନରେ…

Continue Readingବସ୍ତିର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୌରପାଳିକାଙ୍କୁ ଦାବି

ଅଗ୍ନିଶମ ବିଭାଗର ଯାଞ୍ଚ: ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଆପାର୍ଟମେଣ୍ଟ ଓ ନର୍ସିଂ ହୋମ୍‌କୁ ନୋଟିସ୍‌

ଅନୁଗୁଳ: ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷର ସହରର ବିଭିନ୍ନ ସ୍ଥାନରେ ଫାୟାର ଅଡିଟ୍‌ କରାଯାଇଛି। ଆଜି ପୂର୍ବାହ୍ନରେ ପ୍ରଥମେ ସ୍ଥାନୀୟ ୮ ତାଲା ବିଶିଷ୍ଟ ପ୍ରଫୁଲ୍ଲ ମିଶ୍ର ଆପାର୍ଟମେଣ୍ଟରେ ଯାଞ୍ଚ କରାଯାଇଥିଲା। ଏ ଅବସରରେ ଆପାର୍ଟମେଣ୍ଟରେ ଅଗ୍ନି ସୁରକ୍ଷା ପାଇଁ କି…

Continue Readingଅଗ୍ନିଶମ ବିଭାଗର ଯାଞ୍ଚ: ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଆପାର୍ଟମେଣ୍ଟ ଓ ନର୍ସିଂ ହୋମ୍‌କୁ ନୋଟିସ୍‌