ଠିକା ଶ୍ରମିକଙ୍କୁ ବୋନସ୍ ଦାବି, ଦଶହରା ପୂର୍ବରୁ ନ ଦେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ

ତାଳଚେର: ତାଳଚେରରେ କାର୍ଯ୍ୟରତ ଏମ୍‌.ସି.ଏଲ୍‌.ର ସମସ୍ତ କୋଇଲା ଖଣିର ଠିକା ଶ୍ରମିକଙ୍କୁ ବୋନସ୍ ପ୍ରଦାନ ଦାବିରେ ଶୁକ୍ରବାର ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଶ୍ରମିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ…

Continue Readingଠିକା ଶ୍ରମିକଙ୍କୁ ବୋନସ୍ ଦାବି, ଦଶହରା ପୂର୍ବରୁ ନ ଦେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ

ମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ମହାଲକ୍ଷ୍ମୀ ସେଣ୍ଟାଲ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ସରପଞ୍ଚ। ସରପଞ୍ଚଙ୍କ କହିବା ଅନୁସାରେ ଆସନ୍ତା ଅକ୍ଟୋବର ୯…

Continue Readingମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

ବୁଥ୍ ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର, ମତଦାନ ସୁପରିଚାଳନା ପାଇଁ ବୈଠକ ଡାକିଲେ ଉପଜିଲ୍ଲାପାଳ

ଅନୁଗୁଳ: ଛେଣ୍ଡିପଦା (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ ନିମନ୍ତେ ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଶୋଧନ ବୈଠକ ଆଜି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ବୈତୁରା ଦିପ୍ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଠାରେ ବିଭିନ୍ନ ରାଜନୈତିକ…

Continue Readingବୁଥ୍ ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର, ମତଦାନ ସୁପରିଚାଳନା ପାଇଁ ବୈଠକ ଡାକିଲେ ଉପଜିଲ୍ଲାପାଳ

ଡକାୟତି ଯୋଜନା ପଣ୍ଡ, ରାତି ଅଧିଆ ୫ ଜଣଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ: ସ୍ଥାନୀୟ ସଦର ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ପ୍ରକାଶ ଯେ, ସଦର ଥାନାର ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଅଚାନକ ଚଢ଼ଉ…

Continue Readingଡକାୟତି ଯୋଜନା ପଣ୍ଡ, ରାତି ଅଧିଆ ୫ ଜଣଙ୍କୁ ଗିରଫ କଲା ପୋଲିସ

ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ବାପାଙ୍କୁ ମରଣାନ୍ତକ ଅକ୍ରମଣ କରିବା ଅଭିଯୋଗରେ ପୁଲିସ ଗୁରୁବାର ପୁଅକୁ ଗିରଫ କରିଛି। ସୂଚନା ଯେ, ଗିରାଙ୍ଗ ଗାଁର ଦିବାକ ଦେହୁରୀ(୭୫)ଙ୍କୁ ବୁଧବାର ରାତିରେ ପୁଅ ସୁରେନ୍ ଦେହୁରୀ(୩୭) ଗାଳିଗୁଲଜ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ମାହେଶ୍ବରୀଙ୍କ ଷୋଳ ପୂଜା ପ୍ରସ୍ତୁତି

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ସବଡ଼ିଭିଜନର ମା’ ମାହେଶ୍ଵରୀଙ୍କ ଷୋଳ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ତରଣୀ କୁମାର ସୁନା ଅଧ୍ୟକ୍ଷତା…

Continue Readingମାହେଶ୍ବରୀଙ୍କ ଷୋଳ ପୂଜା ପ୍ରସ୍ତୁତି

ଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

ଅନୁଗୁଳ: ଜିଲ୍ଲାରେ ଦରକାର ଥିବା ଜଳର ସରଂକ୍ଷଣ କିପରି କରାଯାଇପାରିବ ସେ ନେଇ ଭାରତ ସରକାରଙ୍କ ଦୁଇ ଜଣିଆ ପ୍ରତିନିଧି ଦଳ  ଅନୁଗୁଳ ଗସ୍ତ କରିଛନ୍ତି। ଏ ଅବସରରେ ଜଳ ଶକ୍ତି ମିଶନ ନିର୍ଦ୍ଦେଶକ ସଂଜୟ କୁମାର ଜୈନ ଓ ବୈଜ୍ଞାନିକ…

Continue Readingଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

ଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବନ୍ଦା ଛକରେ ଏକ କଣ୍ଟେନର ସାଇକେଲକୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବଅଁରପାଳ ଥାନାଧିକାରୀ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତକ ବଅଁରପାଳ ବ୍ଲକ…

Continue Readingଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

ଏକତା ରକ୍ଷା ପାଇଁ ଜାମୁଣ୍ଡା ଜଙ୍ଗଲ ଗାଁ ରାହାସବାଡି ଉଦଘାଟନ କଲେ ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ

ଅନୁଗୁଳ: ସ୍ଥାନୀୟ ଜାମୁଣ୍ଡା ଜଙ୍ଗଲ ଗାଁର ରାହାସ ବାଡି କେନ୍ଦ୍ର ଉଦଘାଟନ କରିଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା। ଏ ଅବସରରେ ଜାମୁଣ୍ଡା ଜଙ୍ଗଲ ଗ୍ରାମ୍ୟ କମିଟି ସଭାପତି ନରୋତ୍ତମ ଜେନା, ସଂପାଦକ ଗଗନ ବିହାରୀ…

Continue Readingଏକତା ରକ୍ଷା ପାଇଁ ଜାମୁଣ୍ଡା ଜଙ୍ଗଲ ଗାଁ ରାହାସବାଡି ଉଦଘାଟନ କଲେ ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ

ରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ

ଅନୁଗୁଳ: ରାସ୍ତା କଡ଼ରେ ନବଜାତକ। ଅନୁଗୁଳ ମ୍ୟୁନିସିପାଲଟି ୪ନମ୍ବର ୱାର୍ଡର ବ୍ରାହ୍ମଣୀଦେଇପଡ଼ା ସାହୁ ଆପାର୍ଟମେଣ୍ଟର ପଛ ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ନବଜାତକ ଶିଶୁ ଉଦ୍ଧାର ହୋଇଛି। ଛୁଆଟି ବଞ୍ଚିଥିବା ବେଳେ ରାହା ଧରି କାନ୍ଦୁଥିଲା। କାନ୍ଦ ଶୁଣି ସ୍ଥାନୀୟ ଲୋକ…

Continue Readingରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ