ମନ୍ଦିର ପରିସରରୁ ରାତି ଅଧରେ କାଟି ନେଇଗଲେ ୨ ଚନ୍ଦନ ଗଛ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗାଁର ଶ୍ରୀ ଶ୍ରୀ ଡମ୍ବରୁଧର ମନ୍ଦିର ପ୍ରାଙ୍ଗଣରୁ ଦୁଇଟି ଚନ୍ଦନ ଗଛକୁ କେହି କାଟି ନେଇଯାଇଛି। ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି। ମନ୍ଦିର ପୂଜାରୀ ଗିରିଶ ଚନ୍ଦ୍ର ମହାପାତ୍ରଙ୍କ…

Continue Readingମନ୍ଦିର ପରିସରରୁ ରାତି ଅଧରେ କାଟି ନେଇଗଲେ ୨ ଚନ୍ଦନ ଗଛ

ସାଇକଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ବଜାରର ଏକ ସାଇକଲ ଦୋକାନରୁ ରବିବାର ସକାଳେ ସାଇକେଲ ଚୋରି କରିନେଇ ପଳାଉଥିବା ଏକ ଚୋରକୁ ସ୍ଥାନୀୟ ଲୋକ ଧରି ଅନୁଗୁଳ ପୁଲିସକୁ ଜିମା ଦେଇଥିଲେ। ସୂଚନା ଅନୁଯାୟୀ, ପ୍ରଧାନ ସାଇକଲ ଷ୍ଟୋର ନାମକ ଏକ ଦୋକାନରୁ ଅଭିଯୁକ୍ତ…

Continue Readingସାଇକଲ ଚୋର ଗିରଫ

ତାଳଚେର ମେଡିକାଲ କଲେଜ ପାଇଁ ଆଲୋଚନା ନ କରି ସରକାରୀ ବିଜ୍ଞପ୍ତି ଦାବି

ତାଳଚେର: ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା ଦାବିରେ ପ୍ରଶାସନିକ ସ୍ତରରେ ଆଲୋଚନା ନ କରି ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ଆଜି କଲେଜ୍ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ସ୍ଥାନୀୟ ବଡଯୋରଡା ସ୍ଥିତ ହନୁମାନ ବାଟିକା ପରିସରରେ ଏ ନେଇ…

Continue Readingତାଳଚେର ମେଡିକାଲ କଲେଜ ପାଇଁ ଆଲୋଚନା ନ କରି ସରକାରୀ ବିଜ୍ଞପ୍ତି ଦାବି

ବାଇକ ସହ ଟାଟା ଏସିଇ ଧକ୍କା, ଜଣେ ମୃତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା କମାର ଶାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ତଳମୂଳ ଅଞ୍ଚଳର ରଞ୍ଜିତ କୁମାର ଦାସ (୪୦) ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ରଞ୍ଜିତ ଅନୁଗୁଳ ବଜାର…

Continue Readingବାଇକ ସହ ଟାଟା ଏସିଇ ଧକ୍କା, ଜଣେ ମୃତ

ମାଟିରେ ମିଶିଲା ୧୬ କୋଠା

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ୧ ନମ୍ବର ୱାର୍ଡ ବୀରବରପଲ୍ଲୀ ଅଞ୍ଚଳରେ ସରକାରୀ ଜମି ଉପରେ ଗଢ଼ି ଉଠିଥିବା ବେଆଇନ୍ ଅଟାଳିକା ଗୁଡ଼ିକୁ ପ୍ରଶାସନ ପକ୍ଷରୁ ଶନିବାର ଉଚ୍ଛେଦ କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୁନ୍ ୩ ତାରିଖ ସୁଦ୍ଧା…

Continue Readingମାଟିରେ ମିଶିଲା ୧୬ କୋଠା

ମୋଦିଙ୍କ ଶାସନକୁ ୮ ବର୍ଷ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟ ତାଲିକା ପୁସ୍ତିକା ଉନ୍ମୋଚିତ

ଅନୁଗୁଳ: କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ବୈଠକ ଆୟୋଜିତ ହୋଇଛି। ଏ ଅବସରରେ ୮ ବର୍ଷ ଶାସନରେ ବିକାଶ କାର୍ଯ୍ୟକ୍ରମ ଉପରେ ଏକ ପୁସ୍ତିକା…

Continue Readingମୋଦିଙ୍କ ଶାସନକୁ ୮ ବର୍ଷ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟ ତାଲିକା ପୁସ୍ତିକା ଉନ୍ମୋଚିତ

ମନ୍ତ୍ରିମଣ୍ଡଳରୁ ଏକକାଳୀନ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଇତିହାସରେ ପ୍ରଥମ। ରାଜ୍ୟ ମନ୍ତ୍ରିମଣ୍ଡଳ ରୁ ଏକକାଳୀନ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ଥିବା ୨୦ ଜଣ ମନ୍ତ୍ରୀ ନିଜ ପଦବୀ ରୁ ଏକା ସାଙ୍ଗେ ଇସ୍ତଫା ଦେଇଛନ୍ତି। ତେବେ ନୂଆ ମନ୍ତ୍ରୀ ମାନେ ଆସନ୍ତାକାଲି ସକାଳ…

Continue Readingମନ୍ତ୍ରିମଣ୍ଡଳରୁ ଏକକାଳୀନ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ

ଗର୍ଭବତୀଙ୍କୁ ହତ୍ୟା କଲେ ଶାଶୁ ଘର ଲୋକ, ଆତ୍ମହତ୍ୟାର ରୂପ ଦେବାକୁ ରଶିରେ ଝୁଲାଇ ଦେଇଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ  ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗାଁରେ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ସେ ୨ ବର୍ଷ ତଳେ ବିବାହ କରିଥିଲେ। ଝିଅକୁ ହତ୍ୟା କରି ବେକରେ ରଶି…

Continue Readingଗର୍ଭବତୀଙ୍କୁ ହତ୍ୟା କଲେ ଶାଶୁ ଘର ଲୋକ, ଆତ୍ମହତ୍ୟାର ରୂପ ଦେବାକୁ ରଶିରେ ଝୁଲାଇ ଦେଇଥିବା ଅଭିଯୋଗ

‘ହମ୍’ ଗ୍ରୁପ୍, ଦେଲା ୩୧ ହଜାର ଟଙ୍କା

ଅନୁଗୁଳ: ଦୃଷ୍ଟିହୀନ ତାଲିମ କେନ୍ଦ୍ରକୁ ସହାୟତାର ହାତ ବଢ଼ାଇଲା 'ହମ୍' ଗ୍ରୁପ୍। ବୁଧବାର ଅପରାହ୍ନରେ ହୋଇଥିବା କାଳ ବୈଶାଖୀରେ ସ୍ଥାନୀୟ ଗୋପୀନାଥପୁରରେ ଥିବା କେଦାର ଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏହି ତାଲିମ କେନ୍ଦ୍ରରେ ପ୍ରାୟ ୩୫ଜଣ…

Continue Reading‘ହମ୍’ ଗ୍ରୁପ୍, ଦେଲା ୩୧ ହଜାର ଟଙ୍କା

ରେଳ ଫାଟକ ନିକଟରେ ଲାଇନଚ୍ୟୁତ ହେଲା କୋଇଲା ବୋଝେଇ ଟ୍ରେନ୍, ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍

ଅନୁଗୁଳ: ତାଳବେଡ଼ା-ଫାଷ୍ଟଗେଟ୍ ରାସ୍ତା ବାଙ୍କଧରା ଛକରେ ଆଜି ଏନଟିପିସିର ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି। ଲିିଙ୍ଗରାଜ ଖଣିରୁ କୋଇଲା ବୋଝେଇ କରି ଏନଟିପିସିକୁ ଯାଉଥିବା ବେଳେ ବାଙ୍କଧରା ଛକ ରେଳ ଫାଟକଠାରେ ଟ୍ରେନ ଡବା ଲାଇନଚ୍ୟୁତ୍ ହୋଇଯାଇଥିଲା। ଫଳରେ ଦୀର୍ଘ ସମୟ…

Continue Readingରେଳ ଫାଟକ ନିକଟରେ ଲାଇନଚ୍ୟୁତ ହେଲା କୋଇଲା ବୋଝେଇ ଟ୍ରେନ୍, ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍