ମହାନଦୀ ବାଲି ସଇରାତ ଉତ୍ସ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଖଡରାପଡ଼ା ଓ ଟାଇଁସର ଗାଁରେ ମଙ୍ଗଳବାର ନୂଆ ମହାନଦୀ ବାଲି ସଇରାତ ଉତ୍ସ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତରଣୀ ସୁନା, ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅନୁପ…

Continue Readingମହାନଦୀ ବାଲି ସଇରାତ ଉତ୍ସ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

ମୋହାଲି ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସରେ ଅଶ୍ଳୀଳ ଭିଡ଼ିଓ ଲିକ୍ ଘଟଣାକୁ ଏଆଇଏମ୍ଏସ୍ଏସର ତୀବ୍ର ନିନ୍ଦା

ଅନୁଗୁଳ: ଚଣ୍ଡୀଗଡ଼ ନିକଟସ୍ଥ ମୋହାଲିସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ୬୦ ଛାତ୍ରୀଙ୍କର ଅଶ୍ଳୀଳ ଭିଡିଓ ଲିକ୍ ହେବା ମାମଲାରେ ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି, ଓଡ଼ିଶା ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ ଓ ସମ୍ପାଦିକା ସ୍ଵୟଂ…

Continue Readingମୋହାଲି ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସରେ ଅଶ୍ଳୀଳ ଭିଡ଼ିଓ ଲିକ୍ ଘଟଣାକୁ ଏଆଇଏମ୍ଏସ୍ଏସର ତୀବ୍ର ନିନ୍ଦା

ଗାଧୋଇବା ବେଳେ ନାଳରେ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଜରଡ଼ା ପଞ୍ଚାୟତ ପାରିପରା ନିକଟରେ ଥିବା ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପାରିପରା ନିକଟରେ ଯାଇଥିବା ନାଳକୁ ସେହି ଗାଁର ଦୁର୍ଯ୍ୟୋଧନ ବେହେରା(୪୫) ଆଜି ପୂର୍ବାହ୍ନରେ ଗାଧୋଇବାକୁ…

Continue Readingଗାଧୋଇବା ବେଳେ ନାଳରେ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

ତାଳଚେର : ଆଜି ତାଳଚେର ଜନବିକାଶ କଲ୍ୟାଣ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଗସ୍ତରେ ଥିବା ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ସାରଦା କୁମାର ଶ୍ରୀବାସ୍ତବ ଏବଂ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟଙ୍କୁ ଭେଟି ସହରର ବିଭିନ୍ନ ସମସ୍ୟାକୁ ନେଇ…

Continue Readingତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ସମାଧାନ ହେଲା ୬୨ଟି ଅଭିଯୋଗ

ଅନୁଗୁଳ: ଆଜି ବଅଁରପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ ପ୍ରଧାନ ଯୋଗ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ସମାଧାନ ହେଲା ୬୨ଟି ଅଭିଯୋଗ

ସହରର ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ, ସିଲ୍ କରିବା ସହ ମୋଟାଅଙ୍କର ଜରିମାନା ଆଦାୟ କଲା ଟିମ୍

ଅନୁଗୁଳ: ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍‌ ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଦେଉଥିବା କାରଣରୁ ୩ଟି ଦୋକାନ ସିଲ୍‌ ହୋଇଥିଲା ବେଳେ ୫ଟି ଦୋକାନରୁ ୩୩ ହଜାର…

Continue Readingସହରର ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ, ସିଲ୍ କରିବା ସହ ମୋଟାଅଙ୍କର ଜରିମାନା ଆଦାୟ କଲା ଟିମ୍

ଷ୍ଟାଟ୍ ଅପ୍ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ, ଅଭିନବ ଚିନ୍ତାଧାରା ପରିପ୍ରକାଶ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାର ୩ଟି ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଛି ଷ୍ଟାଟ ଅପ୍ ଓଡ଼ିଶା ଯାତ୍ରା ୨.୦। ଏ ଅବସରରେ ଏକ ରଥ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳ ସରକାରୀ ପଲିଟେକ୍‌ନିକ୍ ଓ ତାଳଚେର ମହାବିଦ୍ୟାଳୟରେ ପହଞ୍ଚିଥିଲା। ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ…

Continue Readingଷ୍ଟାଟ୍ ଅପ୍ ଓଡ଼ିଶା ଯାତ୍ରା ୨.୦ ଆରମ୍ଭ, ଅଭିନବ ଚିନ୍ତାଧାରା ପରିପ୍ରକାଶ କଲେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ଅନୁଗୁଳ : ସ୍ଥାନୀୟ ଅନୁଗୁଳ ବ୍ଲକ ହୁଲୁରିସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ…

Continue Readingଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ବସଲାରେ ବସୁଧା ଯୋଜନା ଆରମ୍ଭ, ଏଣିକି ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତରେ ଆରମ୍ଭ ହେଲା ବସୁଧା ଯୋଜନା। ଏଣିକି ଲୋକମାନେ ଆଉ ପିଇବା ପାଣି ପାଇଁ ଭୋଗିବେନି ଅସୁବିଧା। ସିଧାସଳଖ ଘରେ ଟ୍ୟାପରୁ ପିଇ ପାରିବେ ଶୁଦ୍ଧ ପାଣି। ଆଜି ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ…

Continue Readingବସଲାରେ ବସୁଧା ଯୋଜନା ଆରମ୍ଭ, ଏଣିକି ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

ଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ

ଅନୁଗୁଳ: ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଜିଲ୍ଲା ଖଣିଜ ପାଣ୍ଠି ଦ୍ବାରା କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟିର ବୈଠକ ଶନିବାର ଅପରାହ୍ନରେ ଆୟୋଜିତ ହୋଇଛି। ବୈଠକରେ ଢେଙ୍କାନାଳ ସାଂସଦ…

Continue Readingଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ