୪ ପାଣି ପମ୍ପ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଶିବମନ୍ଦିର ପରିସର ଗୋଦାମ ଗୃହରୁ ୪ଟି (୧୫ ଏଚ୍‌ପି) ପାଣି ପମ୍ପ ଚୋରି ହୋଇଥିବା ଗ୍ରାମ୍ୟ କମିଟି ପକ୍ଷରୁ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି। ରେଙ୍ଗାଳି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଡା. ନିରଞ୍ଜନ ସାମଲଙ୍କ…

Continue Reading୪ ପାଣି ପମ୍ପ ଚୋରି

ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆରୋହୀ ଗୁରୁତର

ଅନୁଗୁଳ: ବୁଧବାର ସକାଳେ ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ବାଇକ୍ ସହ ଟ୍ରକ୍ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବାଇକ…

Continue Readingବାଇକକୁ ଧକ୍କା ଦେଲା ଟ୍ରକ, ୨ ଆରୋହୀ ଗୁରୁତର

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ଅନୁଗୁଳରୁ ନଳିନୀଙ୍କୁ ମିଳିପାରେ ଟିକେଟ୍ !

ଅନୁଗୁଳ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଏବେ କିଏ ରାଜ୍ୟସଭାକୁ ଯିବେ ତା ଉପରେ ସମସ୍ତଙ୍କ ନଜର। ରାଜ୍ୟ ସଭା ପାଇଁ ଅନୁଗୁଳ ଜିଲ୍ଲା କେବେ ବି ଗୁରୁତ୍ବ ପାଇନି। ଅନୁଗୁଳ ଓ ଢେଙ୍କାନାଳର ନେତାଙ୍କୁ ରାଜ୍ୟସଭାକୁ ପଠାଇବା…

Continue Readingବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ଅନୁଗୁଳରୁ ନଳିନୀଙ୍କୁ ମିଳିପାରେ ଟିକେଟ୍ !

ଜିଲ୍ଲାପାଳଙ୍କୁ ଭେଟିଲେ କଙ୍ଗାରୁ କୋର୍ଟରେ ବାସନ୍ଦ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ପୁରୁଣା ମାଣତ୍ରୀ ପଞ୍ଚାୟତ ପେଣ୍ଡ୍ରାବସା ସାହିର ପ୍ରକାଶ ବିଶ୍ଵାଳ ଙ୍କ ସ୍ତ୍ରୀ ବିଳାସ ବିଶ୍ଵାଳ ପ୍ରଜା କୋର୍ଟରେ ବାସନ୍ଦ ହୋଇଥିବା ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସୂଚନା ଅନୁଯୟୀ, ସରଂକ୍ଷିତ ଗ୍ରାମ୍ୟ…

Continue Readingଜିଲ୍ଲାପାଳଙ୍କୁ ଭେଟିଲେ କଙ୍ଗାରୁ କୋର୍ଟରେ ବାସନ୍ଦ ମହିଳା

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଗାଁ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଆଜି ଏକ ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ…

Continue Readingଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଚନ୍ଦନ ଯାତ୍ରା ବେଳେ କାଳ ବୈଶାଖୀ: ବିଦ୍ୟୁତ ଗେଟ୍ ତଳେ ଚାପି ହୋଇ ୫ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ପବନ ହେବାରୁ ରାସ୍ତା ପାର୍ଶ୍ୱରେ ଥିବା ମୁଖ୍ୟ ବିଦ୍ୟୁତ୍ ଚାଳିତ ଗେଟ ଉପୁଡ଼ିପଡିଥିଲା। ଫଳରେ…

Continue Readingଚନ୍ଦନ ଯାତ୍ରା ବେଳେ କାଳ ବୈଶାଖୀ: ବିଦ୍ୟୁତ ଗେଟ୍ ତଳେ ଚାପି ହୋଇ ୫ ଗୁରୁତର

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର, ୧୨୫ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ଅନୁଗୁଳ: ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଛି। ଏ ଅବସରରେ ଦାଖଲ ହୋଇଥିବା ମୋଟ୍ ୧୨୫ଟି ଅଭିଯୋଗରୁ ୧୦୧ଟି ବ୍ୟକ୍ତିଗତ ଓ ୨୪ଟି ଗ୍ରାମ୍ୟ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର, ୧୨୫ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ଓଡ଼ିଶା କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସକୁ ମିଳିଲା ନୂଆ ସଭାପତି। ନୂଆ ପିସିସି ସଭାପତି ଭାବେ ନିଯୁକ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ। ଓଡ଼ିଶା କଂଗ୍ରେସର ମଙ୍ଗ ଏବେ ତାଙ୍କ ହାତରେ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ…

Continue Readingଓଡ଼ିଶା କଂଗ୍ରେସର ନୂଆ ସଭାପତି ହେଲେ ଶରତ ପଟ୍ଟନାୟକ

ସିଗାରେଟ୍ ପଇସା ନ ଦେବାରୁ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ

ଅନୁଗୁଳ: ସ୍ଥାନୀୟ କଙ୍ଗୁଳା-ବେନ୍ତପୁର ପଞ୍ଚାୟତର ନୂଆସାହି ଗାଁରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଲିଟୁ ସାହୁ (୩୪)। ମିଳିଥିବା ସୂଚନା ଅନୁସାରେ, ଗାଁର ଭିନ୍ନକ୍ଷମ ଦୁଷ୍ମନ୍ତ ସାହୁ (୨୨) ମାସେ ହେବ ଗାଁରେ ଏକ ପାନ ଦୋକାନ…

Continue Readingସିଗାରେଟ୍ ପଇସା ନ ଦେବାରୁ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ

କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ

ତାଳଚେର: ତାଳଚେର ବହ୍ଲର ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ଜର ଗୋଟାଳୀ ବୋଲି ଜଣାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଆଜି…

Continue Readingକୋଇଲା ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ମୃତ