ନାଲକୋ ସୁରକ୍ଷାକର୍ମୀଙ୍କ ସଫଳତା, ଲୁହା କଟ ପିସ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଅନୁଗୁଳ: ନାଲକୋ ଟ୍ରାଞ୍ଜିଟ ଅଞ୍ଚଳରୁ ବାରମ୍ବାର ଲୁହା କଟ ପିସ ଚୋରି ନେଇ ଅଭିଯୋଗ ହେବା ପରେ ଧରାପଡ଼ିଛନ୍ତି ଅଭିଯୁକ୍ତ। ଚୋରି ହେଉଥିବା ଯୋଗୁ ସୁରକ୍ଷା ଦାୟିତ୍ୱରେ ଥିବା କରନ ସିଂ ସୁରକ୍ଷା ସଂସ୍ଥା ଚେକିଂ କଡ଼ାକଡ଼ି କରିଥିଲା। ଶନିବାର ଚେକିଂ…

Continue Readingନାଲକୋ ସୁରକ୍ଷାକର୍ମୀଙ୍କ ସଫଳତା, ଲୁହା କଟ ପିସ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଅନୁଗୁଳ ଜିଲ୍ଲାର ନୂଆ ୪ ବିଜେପି ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ୪ ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ। କୃଷକ ମୋର୍ଚ୍ଚାର ବିଭୂତି ସାହୁ, ମହିଳା ମୋର୍ଚ୍ଚାର ଦିଲ୍ଲୀପ ପ୍ରଧାନ, ଏସଟି ମୋର୍ଚ୍ଚାର ପ୍ରଭାତ ପ୍ରଧାନ ଓ ସଂଖ୍ୟାଲଘୁ…

Continue Readingଅନୁଗୁଳ ଜିଲ୍ଲାର ନୂଆ ୪ ବିଜେପି ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା

ଗଣେଶ ଭସାଣିକୁ ଡାକି ଡିଜେବାଲାଙ୍କୁ ଲୁଟ୍, ତିନି ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଧୀନସ୍ଥ ସୁରାଭ ଗାଁ ତଳ ସାହିରେ ଜଣେ ଡିଜେବାଲାଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟ୍ କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ସଦର ଥାନା ପକ୍ଷରୁ ଏକ ଡକାୟତି ମାମଲା ରୁଜୁ…

Continue Readingଗଣେଶ ଭସାଣିକୁ ଡାକି ଡିଜେବାଲାଙ୍କୁ ଲୁଟ୍, ତିନି ଗିରଫ

ଭାଗବତ ଜନ୍ମ ଉତ୍ସବ: କଳସ ଯାତ୍ରା କଲେ ଅଏଡ଼ାବାସୀ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତରେ ଭାଗବତ ଜନ୍ମ ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଓଲଥ ମହାନଦୀ ଘାଟରୁ ଅଏଡ଼ା ପର୍ଯ୍ୟନ୍ତ କଳସ ଯାତ୍ରା କରାଯାଇଥିଲା। ପରେ ସନ୍ଧ୍ୟା ପର୍ଯ୍ୟନ୍ତ ନାମ ସଂକୀର୍ତ୍ତନ କରାଯାଇଥିଲା। ସେଠାରେ ଏକ…

Continue Readingଭାଗବତ ଜନ୍ମ ଉତ୍ସବ: କଳସ ଯାତ୍ରା କଲେ ଅଏଡ଼ାବାସୀ

କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

ଆଠମଲ୍ଲିକ : ସ୍ଥାନୀୟ କନ୍ଧପଡା ପୋଲ ନିକଟରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନକୁ ଗତ ଗୁରୁବାର ରାତିରେ ୩ ଜଣ ଅଟକାଇ ଡକାୟତି ଉଦ୍ୟମ କରିଥିବା ନେଇ ଆଠମଲ୍ଲିକ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳର…

Continue Readingକୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

ପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ନୂଆ ଲଗାଇବାକୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଗାଁ ଲୋକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କରଡ଼ା ଗାଡ଼ିଆ ପଞ୍ଚାୟତ କୁଶାସିଂହା ଗାଁରେ ବଜ୍ରପାତ ଯୋଗୁ ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ସଜାଡ଼ିବାକୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଗତ ଗୁରୁବାର ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମର…

Continue Readingପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ନୂଆ ଲଗାଇବାକୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଗାଁ ଲୋକ

ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

ଅନୁଗୁଳ: ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି। ଏଭଳି ଆକର୍ଷଣୀୟ ଅଫର ଦେଉଛି ଲକ୍ଷ୍ମୀ ହୋଣ୍ଡା। ପବିତ୍ର ପୂଜା ଅବସରରେ ହୋଣ୍ଡା ମୋଟର ସାଇକେଲ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଗାଡ଼ି…

Continue Readingମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

ଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

ଅନୁଗୁଳ: ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ନେଇ ଗଠିତ ପାଞ୍ଚଟି ଠିକା ମଜଦୁର ସଂଘ ମିଳିତ ଭାବରେ ଏକ ବୈଠକ କରିଛନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି ଅତିରିକ୍ତ ମଜୁରୀ ଓ କ୍ୟାଣ୍ଟିନ ସବସିଡି ବୃଦ୍ଧି, ଅବସର କାଳୀନ ପ୍ରୋତ୍ସାହନ ରାଶି ବୃଦ୍ଧି,…

Continue Readingଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

କଳାହୀରାର ସହରରେ ମେଲାଣି ନେଲେ ବିଘ୍ନ ବିନାଶକ, ଯୋଗ ଦେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ତାଳଚେର: ଶନିବାର କଳାହୀରାର ସହର ତାଳଚେରର ଗଣପର୍ବ ଗଣେଶ ପୂଜାର ଭସାଣଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଘଣ୍ଟ, ଘଣ୍ଟା, ଭେରୀ, ତୁରୀ, ଲୋକ ନୃତ୍ୟଗୀତରେ ସାରା ବଡ଼ ଦାଣ୍ଡ ଦୁଲୁକି ଥିଲା। ବାଦ୍ୟର ତାଳେ ତାଳେ ଗଜାନନଙ୍କୁ ଅଶ୍ରୁଳ ବିଦାୟ…

Continue Readingକଳାହୀରାର ସହରରେ ମେଲାଣି ନେଲେ ବିଘ୍ନ ବିନାଶକ, ଯୋଗ ଦେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

ଅନୁଗୁଳ: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଅନୁଗୁଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ତିନି ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଧୀରମୋହନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଯୋଗ ପ୍ରଶିକ୍ଷକ ରୂପାଲି ମହାନ୍ତି…

Continue Readingକାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର