କନେଷ୍ଟବଳଙ୍କୁ ୨୪ ହଜାର ଚୂନ ଲଗାଇଲେ ସାଇବର ଠକ

ଅନୁଗୁଳ: ବୁଧବାର ଏନ୍‌ଟିପିସିରେ କାର୍ଯ୍ୟରତ ଜଣେ ସିଆଇଏସ୍ଏଫ୍ କନେଷ୍ଟବଳ ପି.କେ. ସିହ୍ନାଙ୍କଠାରୁ ସାଇବର ଠକ ୨୪ ହଜାର ୯୯୮ ଟଙ୍କା ନେଇଯାଇଛନ୍ତି। ଏ ନେଇ ଶ୍ରୀ ସିହ୍ନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ କରି ଅନୁସନ୍ଧାନ…

Continue Readingକନେଷ୍ଟବଳଙ୍କୁ ୨୪ ହଜାର ଚୂନ ଲଗାଇଲେ ସାଇବର ଠକ

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତା, ଦେବଦତ୍ତ ପ୍ରଥମ

ଅନୁଗୁଳ: ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆସନ୍ତା ଜୁଲାଇ ୨୫ ତାରିଖରେ ପାଳନ କରିବାକୁ ଯାଉଛି ଏହାର ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ମଙ୍ଗଳବାର ଭୁବନେଶ୍ଵର ସ୍ଥିତ ସାହିତ୍ୟ ଏକାଡ଼େମୀ ପରିସରରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ…

Continue Readingରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତା, ଦେବଦତ୍ତ ପ୍ରଥମ

ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଅଧ୍ୟକ୍ଷତା ତଥା ରାଜ୍ୟ ସରକାରଙ୍କ ବିକାଶ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ, ଅର୍ଥ ବିଭାଗର ପ୍ରମୁଖ…

Continue Readingନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଗ୍ୟାସ୍ ଦୁର୍ଘଟଣା ନେଇ ସଚେତନତା

ଅନୁଗୁଳ: ବିଭିନ୍ନ ଜରୁରୀକାଳୀନ ବିପଦ ସମୟ ମୁଖ୍ୟତଃ ଶିଳ୍ପାଞ୍ଚଳରେ ଘଟୁଥିବା ଦୁର୍ଘଟଣାରୁ କିପରି ସୁରକ୍ଷିତ ରହିବେ ସେ ନେଇ ରାଜ୍ୟରେ ଜରୁରୀକାଳୀନ ମକ୍‌ଡ୍ରିଲ୍‌ ହେବା ସହ ସୋମବାର ବଅଁରପାଳ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭରବ୍ରିଜ୍ ପାର୍ଶ୍ବରେ ଅନୁଷ୍ଠିତ ହୋଇଥିଲା…

Continue Readingଗ୍ୟାସ୍ ଦୁର୍ଘଟଣା ନେଇ ସଚେତନତା

ଅନୁଗୁଳରେ କ୍ରିକେଟ୍ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ : ଓଡିଶା କ୍ରିକେଟ ଆସୋସିଏସନର ସହଯୋଗରେ ସ୍ଥାନୀୟକଦମ ପଡିଆଠାରେ ଏକ କ୍ରିକେଟ୍ ଏକାଡେମୀର ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି।ଏଥିରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମୁଖ୍ୟ ଅତିଥି ଓ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ…

Continue Readingଅନୁଗୁଳରେ କ୍ରିକେଟ୍ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ

ଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଏମ୍‌ସିଏଲ୍ (ମହାନଦୀ କୋଲ୍ ଫିଲଡ୍‌ ଲିମିଟେଡ୍)ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ରବିବାର ତାଳଚେର କୋଲ୍ ଫିଲ୍ମସ୍‌ ଗସ୍ତରେ ଆସି ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହିତ ୨୬୮.୦୫ କୋଟି ଟଙ୍କା ବ୍ୟୟରେ କଣିହାଁ ଖଣିରେ ନିର୍ମାଣ ହେବାକୁ…

Continue Readingଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

ମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଅନୁଗୁଳ: ଆଷାଢ଼ ବିତିବାକୁ ବସିଲାଣି। ଏବେ ଅସରାକୁ ଅସରା ବର୍ଷା ହେବା କଥା। କିନ୍ତୁ ଟାଇଁ ଟାଇଁ ଖରାରେ ଧାନଗଛ ଝାଉଁଳିଲାଣି। ପାଳଲହଡ଼ା ବ୍ଲକ୍‌ରେ ମରୁଡ଼ି ହେବା ନେଇ ଚାଷୀମାନେ ଆଶଙ୍କା କଲେଣି। ବ୍ଲକ୍‌ରେ ଚାଷ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର…

Continue Readingମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

ଅନୁଗୁଳ: ସାଇବର ଠକେଇ ନେଇ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି । ସହରର ବିକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଳ୍ପ ଦରରେ ଟାଇଲ କିଣିବାକୁ ଯାଇ ୪୯ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ,…

Continue Readingଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

ବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ଅନୁଗୁଳ : ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ,…

Continue Readingବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ରେ ବିକ୍ରୀ କରି ଲୋକଙ୍କୁ ପୁରୁଣା ଦିନ (କଂଗ୍ରେସ ସରକାର) ସମୟର କଥା ମନେ ପକାଇଛି। ପେଟ୍ରୋଲ , ଡିଜେଲ…

Continue Readingତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ