ଆସନ୍ତା କାଲିଠାରୁ ପୋଲିଂ ପାର୍ଟିକୁ ଟିକା
ଅନୁଗୁଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ବରୂପ କରୋନା ବୁଷ୍ଟର ଟିକା ଦିଆଯିବ। ସରକାରୀସ୍ତରରେ ଏ ନିଷ୍ପତ୍ତି ପରେ କେଉଁମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ପ୍ରମାଣପତ୍ର ଜାରି କରିବାକୁ ସିଡିଏମ୍ଓ ଜିଲ୍ଲା…



