ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଅନୁଗୁଳ:ନିକଟରେ ପୁରୀଠାରେ ଏକ ଦୈନିକ ଖବରକାଗଜର ଜିଲ୍ଲା ପ୍ରତିନିଧିଙ୍କୁ ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାର ତୀବ୍ର ପ୍ରତିବାଦ ଜଣାଇଛନ୍ତି ଅନୁଗୁଳ ସାମ୍ୱାଦିକ ସମୂହ। ଏହି ମର୍ମରେ ଅନୁଗୁଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଶନିବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ପ୍ରତିବାଦ…
