ଅପମିଶ୍ରିତ ପେଟ୍ରୋଲ ଅଭିଯୋଗ, ମାପ ଓଜନ ଓ ଯୋଗାଣ ବିଭାଗର ଯାଞ୍ଚ
ଅନୁଗୁଳ: ଅନୁଗୁଳ ସହରର ଏକ ପେଟ୍ରୋଲ୍ ପମ୍ପ୍ ରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି କରାଯିବା ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗୁରୁବାର ମାପ ଓ ଓଜନ ବିଭାଗ, ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜୋର୍ଦାର ଯାଞ୍ଚ…
