ଅନୁଗୁଳ ପାଇଁ ନୂଆ
ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ…
ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ…
ଅନୁଗୁଳ: ଅନ୍ତେବାସୀ ବା କଏଦୀଙ୍କ ଅଭାବ ହେତୁ ଓଡ଼ିଶାର ୧୮ଟି ଜେଲ୍ ବନ୍ଦ ହେବ। ବ୍ରିଟିଶ୍ ଅମଳର ଏହି ସବୁ ଜେଲ୍ରେ ଏବେ ଯଥେଷ୍ଟ ସ˚ଖ୍ୟକ ଅନ୍ତେବାସୀ ବା କଏଦୀ ନଥିବାରୁ ସେଗୁଡ଼ିକୁ ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି ଡିଜି…
ଅନୁଗୁଳ: ଧନତେରାସ୍ ପାଇଁ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ଦେଖାଯାଇଛି। ଦୀପାବଳିର ଦିନକ ପୂର୍ବରୁ ପଡିଥାଏ ଧନତେରାସ। ପୌରାଣିକ କଥାବସ୍ତୁ ଆଧାରରେ, ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଧନତେରାସରେ…
ଅନୁଗୁଳ: ଗତ ବର୍ଷର ସଫଳତା ପରେ ଚଳିତ ବର୍ଷ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ ଡିସେମ୍ବର ୮ ତାରିଖରୁ ଆରମ୍ଭ ହେଉଛି। ଫେବ୍ରୁଆରି ୨୮, ୨୦୨୧ ପର୍ଯ୍ୟନ୍ତ ଏହା ଚାଲିବ। କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଏବ˚ ସାତକୋଶିଆରେ ମଧ୍ଯ ଏହି…
ଅନୁଗୁଳ: ଦୀପାବଳି ବଜାରରେ ଭଳିକିଭଳି ଲକ୍ଷ୍ମୀ ଗଣେଶ ମୂର୍ତ୍ତି, ରଙ୍ଗିନ୍ କ୍ୟାଣ୍ତେଲ୍, ଶୁଭଲାଭ ଓ ହାପି ଦିଵାଲି ପୋଷ୍ଟର, ୱାଲ୍ ହ୍ୟାଙ୍ଗିଙ୍ଗ ଇତ୍ୟାଦି ଉପଲବ୍ଧ ହେଉଛି। ତେବେ ଚଳିତ ବର୍ଷ ଅନୁଗୁଳ ବଜାରକୁ ଆସିଛି ନୂଆ ଇଲେକ୍ଟ୍ରିକାଲ୍ ଝୁମର। ରଙ୍ଗବେରଙ୍ଗ ଏଲ୍ଇଡି…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ରକ୍ତହୀନତାର ଶିକାର। ୨୦୧୫-୧୬ର ରିପୋର୍ଟ ଅନୁଯାୟୀ ୬ ମାସରୁ ୫୯ ମାସ ମଧ୍ୟରେ ଥିବା ଶିଶୁ ଯେଉଁମାନଙ୍କ ହିମୋଗ୍ଲୋବିନ୍ ମାତ୍ରା ୧୧ ଗ୍ରାମ୍ରୁ କମ୍ ସେମାନଙ୍କ ସ˚ଖ୍ୟା ୩୬ ପ୍ରତିଶତ। ୧୫ରୁ…
ଅନୁଗୁଳ: ପ୍ରଧାନମନ୍ତ୍ରୀ ମୋଦି ସବୁଜ ଏବ˚ ନିରାପଦ ଦୀପାବଳି ପାଳନ ନେଇ ଆହ୍ବାନ ଦେବା ପରେ ଦେଶବାସୀ ଏହାକୁ ମାନିବାକୁ ଆଗ୍ରହ ଦେଖାଇଛନ୍ତି। ଅନୁଗୁଳ ସହରରେ ବାଣ ଗୋଦାମଗୁଡ଼ିକୁ ସିଲ୍ କରାଯାଇଥିବାବେଳେ ଖୁଚୁରା ବାଣ ପାଇଁ ଚଳିତ ବର୍ଷ ଲାଇସେନ୍ସ ବାତିଲ୍…
ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଔଷଧ ଦୋକାନ ଏବ˚ ଭେରାଇଟି ଷ୍ଟୋର ଗୁଡ଼ିକରେ ବହୁଳ ଭାବରେ ବିକ୍ରି ହେଉଛି ଜାପାନ ତିଆରି କରୋନା ଲକେଟ। ଏହାକୁ ବେକରେ ଧାରଣ କଲେ କୁଆଡେ କରୋନା ହେବ ନାହିଁ ବୋଲି ଦାବି କରାଯାଉଛି। ଏହି…
ଅନୁଗୁଳ: ବୁଲା ଗୋରୁଗାଈଙ୍କ ପାଇଁ କାଞ୍ଜିଆହୁଦା ନାହିଁ। କି ସହର କି ବଜାର, ଗଳିକନ୍ଦି ସବୁଠି ବୁଲୁଛନ୍ତି ଗାଈଗୋରୁ। ଅନୁଗୁଳର ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହ ଗୋବର ଏଣେତେଣେ ପଡୁଛି। ବସ୍, ଟ୍ରକ୍ ଧକ୍କାରେ ଗତ ୩ ମାସ ମଧ୍ୟରେ…
ଅନୁଗୁଳ: ଜେଲ୍ରେ ଥାଇ ବି କଏଦୀ କରୁଛନ୍ତି ଅପରାଧ। ଦାଦାବଟି ମାଗିବାଠୁଁ ସୁପାରି କିଲି˚, ଲୁଟ୍ ସବୁ କିଛି ଜେଲ୍ ଭିତରୁ ନିୟନ୍ତ୍ରଣ ହେଉଛି। ଏଣେ ବେଳେବେଳେ ଜେଲ୍ ଷ୍ଟାଫ୍ କଏଦୀମାନଙ୍କୁ ବାଡ଼ିଆପିଟା କରୁଥିବା ନେଇ ମଧ୍ଯ ଅଭିଯୋଗ ହେଉଛି। ହାଜତ…