ଅନୁଗୁଳ: ଜେଲ୍ରେ ଥାଇ ବି କଏଦୀ କରୁଛନ୍ତି ଅପରାଧ। ଦାଦାବଟି ମାଗିବାଠୁଁ ସୁପାରି କିଲି˚, ଲୁଟ୍ ସବୁ କିଛି ଜେଲ୍ ଭିତରୁ ନିୟନ୍ତ୍ରଣ ହେଉଛି। ଏଣେ ବେଳେବେଳେ ଜେଲ୍ ଷ୍ଟାଫ୍ କଏଦୀମାନଙ୍କୁ ବାଡ଼ିଆପିଟା କରୁଥିବା ନେଇ ମଧ୍ଯ ଅଭିଯୋଗ ହେଉଛି। ହାଜତ ମୃତ୍ୟୁ ଅଭିଯୋଗ ମଧୢ ଓଡ଼ିଶାରେ ବଢ଼ିଛି। ଏହାକୁ ଦୂର କରିବା ପାଇଁ ସରକାର ଏବେ ଜେଲ୍ ଷ୍ଟାଫ୍ଙ୍କୁ କ୍ୟାମେରା ଯୁକ୍ତ ପୋଷାକ ଦେବାପାଇଁ ବିଚାର କରୁଛନ୍ତି। ଗୃହ ବିଭାଗର ସବୁଜ ସ˚କେତ ମିଳିଲେ ରାଜ୍ୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଏହି ବ୍ୟବସ୍ଥା ଦ୍ବାରା ଜେଲ୍ ଷ୍ଟାଫ୍ଙ୍କ ଗତିବିଧି ସହ ବିଚାରାଧୀନ କଏଦୀଙ୍କ ଉପରେ କଡ଼ା ନଜର ରଖାଯାଇପାରିବ।
ଏଣିକି ଜେଲ୍ ଷ୍ଟାଫ୍ଙ୍କୁ ମିଳିବ ଲେନ୍ସ ଯୁକ୍ତ ବର୍ଦ୍ଦି
- Post published:November 11, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଲକ୍ଷ୍ମୀ ହୋଣ୍ଡାରେ ୟୁନିକର୍ଣ୍ଣ ଗ୍ରାହକଙ୍କ ସମାବେଶ, କମ୍ ଡାଉନ ପେମେଣ୍ଟ ଏବଂ ସୁଧରେ ଗାଡ଼ି କିଣୁଛନ୍ତି ଗ୍ରାହକ
ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର: ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ଚକାଚକ ନୂଆ ବାଇକ, ସାଙ୍ଗରେ ମିଳିବ ହେଲମେଟ୍ ସହ ଥାଇଲାଣ୍ଡ ବୁଲିବା ମଉକାଉପହାର





