ମହିଳା ଓ ଶିଶୁ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ: ପ୍ରତି ପଞ୍ଚାୟତରେ ପାରା ଲିଗାଲ୍ ଭଲ୍ୟୁଣ୍ଟର
ଭୁବନେଶ୍ୱର : ମହିଳା ଓ ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପ୍ରତି ପଞ୍ଚାୟତରେ ପାରା ଲିଗାଲ୍ ଭଲ୍ୟୁଣ୍ଟର ନିଯୁକ୍ତ ହେବେ। ଏହି ସେବକମାନେ ମହିଳା ବିରୋଧୀ ଅପରାଧ ଘଟିଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ…
