ଇଲେକ୍ଟ୍ରିକ ଅଫିସରୁ ଚୋରି, ଲକ୍ଷାଧିକ ଟଙ୍କାର ତାର ନେଇଯାଇଛନ୍ତି ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା ବିଦ୍ୟୁତ କାର୍ଯ୍ୟାଳୟରୁ ସୋମବାର ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗ କର୍ମଚାରୀ ଅଫିସରେ ନ ଥିବା ବେଳେ କିଛି ଯୁବକ ପଶି ଆଲୁମିନିୟମ ତାର ଚୋରି କରି…

Continue Readingଇଲେକ୍ଟ୍ରିକ ଅଫିସରୁ ଚୋରି, ଲକ୍ଷାଧିକ ଟଙ୍କାର ତାର ନେଇଯାଇଛନ୍ତି ଦୁର୍ବୃତ୍ତ

ଜବାହର ନବୋଦୟ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତ୍ତିମୁଣ୍ଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜିତ…

Continue Readingଜବାହର ନବୋଦୟ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ

ନାଲକୋ ଡିପିଏସରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ, ଭାଗ ନେଲେ ୧୪୦ ଜଣ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ନାଲକୋ ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଛି। ସ୍କୁଲ ଅଧ୍ୟକ୍ଷ ପ୍ରବୀଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାର ଉଦ୍ଘାଟନୀ ଉତ୍ସବରେ ମାନବ ସମ୍ବଳ ମହା ପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ ଓ ସିଜିଏମ…

Continue Readingନାଲକୋ ଡିପିଏସରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ, ଭାଗ ନେଲେ ୧୪୦ ଜଣ ଛାତ୍ରଛାତ୍ରୀ

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ, ଜାନୁୟାରୀ ପ୍ରଥମ ସପ୍ତାହରେ ଧାନ କିଣିବାକୁ ନିଷ୍ପତ୍ତି

ଅନୁଗୁଳ: ୧୧ମ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଗୁଳ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ରପ୍ରଧାନ, ପାଳଲହଡ଼ା ବିଧାୟକ…

Continue Readingଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ, ଜାନୁୟାରୀ ପ୍ରଥମ ସପ୍ତାହରେ ଧାନ କିଣିବାକୁ ନିଷ୍ପତ୍ତି

ଭୁବନେଶ୍ୱରୀ ମାଇନ୍ସରେ ଓଲଟିଲା ଡିଜେଲ ଟ୍ୟାଙ୍କର, ଗରା-ବାଲ୍ଟିରେ ତେଲ ବୋହିନେଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଓଲଟିଲା ଡିଜେଲ ବୋଝେଇ ଟ୍ୟାଙ୍କର। ସୌଭାଗ୍ୟବଶତଃ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ, ଆଜି ଏକ ଟ୍ୟାଙ୍କରରେ ଡିଜେଲ ଭର୍ତ୍ତି ହୋଇ ଭୁବନେଶ୍ୱରୀ କୋଲକରିଡ଼ର ରାସ୍ତାରେ ଯାଉଥିବା ବେଳେ ହଠାତ୍ କୌଣସି…

Continue Readingଭୁବନେଶ୍ୱରୀ ମାଇନ୍ସରେ ଓଲଟିଲା ଡିଜେଲ ଟ୍ୟାଙ୍କର, ଗରା-ବାଲ୍ଟିରେ ତେଲ ବୋହିନେଲେ ଅଞ୍ଚଳବାସୀ

ନାବାଳିକାକୁ ଘରେ ପଶି ଅସଦାଚରଣ ମାମଲା: ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅନୁଗୁଳ କୋର୍ଟ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ଗତ ୧୫. ୧୦. ୨୦୨୩ଦିନ ଅପରାହ୍ନ ରେ ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅଞ୍ଚଳର ଜଣେ ନାବାଳିକା ଏକୁଟିଆ ଘରେ ଶୋଇଥିଲେ।…

Continue Readingନାବାଳିକାକୁ ଘରେ ପଶି ଅସଦାଚରଣ ମାମଲା: ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ ଓ ଜରିମାନା

ବକେୟା ବିଲ ପୈଠ ହୋଇ ନଥିବାରୁ ପାନୀୟ ଜଳ ଯୋଗାଣ ବନ୍ଦ, ୨୦୦ ପରିବାର ହନ୍ତସନ୍ତ

ଅନୁଗୁଳ: ବକେୟା ବିଲ ପୈଠ ହୋଇ ନଥିବାରୁ ପାନୀୟ ଜଳ ଯୋଗାଣ ବନ୍ଦ। ଗତ ମାର୍ଚ୍ଚ ମାସଠାରୁ ପୈଠ ହୋଇନି ବିଦ୍ୟୁତ ବିଲ। ଫଳରେ ସ୍ଥାନୀୟ ବଡ଼କେରା ଗାଁର ୨୦୦ ପରିବାର ଓ ବଜାରର ୨୫୦ ଦୋକାନୀଙ୍କ ପାଣି ସଂଯୋଗ କାଟି…

Continue Readingବକେୟା ବିଲ ପୈଠ ହୋଇ ନଥିବାରୁ ପାନୀୟ ଜଳ ଯୋଗାଣ ବନ୍ଦ, ୨୦୦ ପରିବାର ହନ୍ତସନ୍ତ

ଚମକିବ ଅନୁଗୁଳ ଡେଲି ମାର୍କେଟ୍‌, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ପୌରପାଳିକାର ସର୍ବପୁରାତନ ଡେଲିମାର୍କେଟର ଉନ୍ନତୀକରଣ ପାଇଁ ବଜାର ପରିଦର୍ଶନ କରିଛନ୍ତି। ପରିବା ମାର୍କେଟର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟୀକରଣ, ପୁରାତନ ଦୋକାନ ଘରର ଉନ୍ନତୀକରଣ, ମୁଖ୍ୟ ରାସ୍ତାର ଡ୍ରେନ୍‌ ନିର୍ମାଣ, ମାର୍କେଟର ଦୁଇ ପାର୍ଶ୍ବରେ ମୁଖ୍ୟ ରାସ୍ତା…

Continue Readingଚମକିବ ଅନୁଗୁଳ ଡେଲି ମାର୍କେଟ୍‌, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଧରମପୁର କୁଶଳେଶ୍ୱର ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମରେ ପ୍ରତ୍ୟକ୍ଷ ଠାକୁର ଭାବେ ପୂଜା ପାଉଥିବା କୁଶଳେଶ୍ୱର ଶିବ ମନ୍ଦିରର ସୋମବାର ରତ୍ନଗର୍ଭ ମୁଦ ଉତ୍ସବ ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ବିଭିନ୍ନ କାରୁକାର୍ଯ୍ୟରେ ସଜାଇବା…

Continue Readingଧରମପୁର କୁଶଳେଶ୍ୱର ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

ବୋଲେରୋ ଓଲଟି ୪ ଜଣ ତୀର୍ଥଯାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି; ମିଳିନି ପରିଚୟ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା ଜେରେଙ୍ଗ୍ ଦେହୁରୀ ସାହି ଠାରେ ତୀର୍ଥଯାତ୍ରୀ ନେଇ ଯାଉଥିବା ବୋଲେରୋ ଓଲଟି ପଡ଼ିଛି। ଫଳରେ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ମୁତାବକ, ଛତିଶଗଡ଼ରୁ ଏକ ବୋଲେରୋରେ…

Continue Readingବୋଲେରୋ ଓଲଟି ୪ ଜଣ ତୀର୍ଥଯାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି; ମିଳିନି ପରିଚୟ