ନକଲି ପୋଲିସ ଉପରେ ମାଡି ବସିଲା ଅସଲି ପୋଲିସ,ଚାକିରୀ କରାଇଦେବେ କହି ଟଙ୍କା ଲୁଟିଥିଲା ଶଠ
ଅନୁଗୁଳ: ପୋଲିସର ପରିଚୟ ଦେଇ ଟଙ୍କା ଠକିନେବା ଅଭିଯୋଗରେ ଜଣେ ଶଠଙ୍କୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୋଲିସ। ଗିରଫ ଯୁବକ ଜଣଙ୍କ ହେଲେ ଖମାର ଥାନା କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ନାଏକ। ସୂଚନା ଅନୁସାରେ କଙ୍କରେଇ ଗାଁର…
