ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣା, ଜଣଙ୍କୁ ଆଜୀବନ ଜେଲ୍-ଜରିମାନା

ଅନୁଗୁଳ: ଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣାରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଅଭିଯୁକ୍ତ ହେଲେ ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁର ସଦାନନ୍ଦ ଗଡ଼ନାୟକ। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା…

Continue Readingଜମି ବିବାଦ ପାଇଁ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ହାଣିବା ଘଟଣା, ଜଣଙ୍କୁ ଆଜୀବନ ଜେଲ୍-ଜରିମାନା

ସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ, ୨୦୧୨ରେ ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦେଇଥିଲେ ପ୍ରାଣବଳି

ଅନୁଗୁଳ: ସ୍ୱାଧୀନତା ଦିବସ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରାସିଂହା ଠାରେ ସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୨୦୧୨ ମସିହା ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୁମୁଦ ସହିଦ ହୋଇଥିଲେ। ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ସ୍ଥାପନ…

Continue Readingସହିଦ କୁମୁନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ, ୨୦୧୨ରେ ଦନ୍ତେଓ୍ବାଡା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦେଇଥିଲେ ପ୍ରାଣବଳି

ରାଉରକେଲା ଇଣ୍ଟରସିଟିରେ ନିଶାଶକ୍ତ ଯୁବକଙ୍କ ଉନ୍ମତ କାଣ୍ଡ: ୪ଥର ଚେନ ପୁଲିଂ ପରେ ଯୁବକଙ୍କୁ କାବୁ କଲା ରେଳବାଇ ପୋଲିସ

ଅନୁଗୁଳ: ରାଉରକେଲାରୁ ଇଣ୍ଟରସିଟି ଏକ୍ସପ୍ରେସ ବାହାରି ଅନୁଗୁଳ ଦେଇ ଭୁବନେଶ୍ୱର ଯାତାୟାତ କରୁଥିବା ବେଳେ ଆଜି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ସମ୍ବଲପୁର ଠାରେ ରେଳ ପହଞ୍ଚିଥିବା ବେଳେ ଜଣେ ଯୁବକ ନିଶାରେ ଚୁର ହୋଇ ରେଳ ଗାଡ଼ିରେ ଚଢିଥିଲେ।…

Continue Readingରାଉରକେଲା ଇଣ୍ଟରସିଟିରେ ନିଶାଶକ୍ତ ଯୁବକଙ୍କ ଉନ୍ମତ କାଣ୍ଡ: ୪ଥର ଚେନ ପୁଲିଂ ପରେ ଯୁବକଙ୍କୁ କାବୁ କଲା ରେଳବାଇ ପୋଲିସ

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ରଙ୍କ ସହ ତିନି ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଦେଇ ଯାଇଥିବା ରାଜପଥରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗୁରୁବାର ମାଲ୍ୟାଗିରି ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ସିଦ୍ଧାର୍ଥ ନାୟକ ବାଇକରେ ନିଜ…

Continue Readingଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ରଙ୍କ ସହ ତିନି ଜଣ ଗୁରୁତର

ଆସନ୍ତା କାଲି ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ: ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ଅନୁଗୁଳ ସହର

ଅନୁଗୁଳ: ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗ ନୁହଁ କି ନୁଆଁଦିଲ୍ଲୀର ରାଜପଥ ନୁହଁ। କିନ୍ତୁ ଯେ କେହି ମଧ୍ୟ ଦେଖିଲେ ସେଠାକାର ପରିବେଶକୁ ବର୍ତ୍ତମାନ ଅନୁଗୁଳରେ ଅନୁଭବ କରିପାରିବେ। କିଛି ଏଭଳି ଢଙ୍ଗରେ ଅନୁଗୁଳ ପୌରପାଳିକା ଏବଂ ଜିଲା ପ୍ରଶାସନ ସହରର ମୁଖ୍ୟ…

Continue Readingଆସନ୍ତା କାଲି ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ: ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ଅନୁଗୁଳ ସହର

କର୍ପୋରେଟ ଲୁଣ୍ଠନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ଭାରତ ଉପରେ ଟ୍ରମ୍ପର ଟାରିଫ ଧମକ, ଭାରତ-ବ୍ରିଟେନ ସିଇଟିଏ ଓ କର୍ପୋରେଟ ଲୁଣ୍ଠନ ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚର ଆହ୍ବାନରେ ଦେଶ ବ୍ଯାପୀ ପ୍ରତିବାଦ/ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ…

Continue Readingକର୍ପୋରେଟ ଲୁଣ୍ଠନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବିଜେପି ସଂଗଠନ ଚାଖଣ୍ଡେ ସିଇଁଲେ ହାତେ ଫାଟୁଛି

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୨୪ ବର୍ଷ ଧରି ବିଜେଡି ଶାସନରେ ଲୋକେ ବିତୃଷ୍ନା ହୋଇ ନୂତନ ଶାସନକୁ ଚୟନ କରି ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀଙ୍କୁ ଗାଦିରେ…

Continue Readingବିଜେପି ସଂଗଠନ ଚାଖଣ୍ଡେ ସିଇଁଲେ ହାତେ ଫାଟୁଛି

ବିଜେପି ସଦସ୍ୟଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଅନୁଗୁଳ: ଅନୁଗୁଳ ନଗର ବିଜେପି ସଦସ୍ୟଙ୍କ ଦ୍ଵାରା ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ହୋଇଯାଉଛି। ଏ ଅବସର ରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପାର୍କକୁ ଆସୁଥିବା ସମସ୍ତଙ୍କ ସହ ବାର୍ତ୍ତାଳାପ କରିବା ସହ ଆଗାମୀ ଦିନରେ…

Continue Readingବିଜେପି ସଦସ୍ୟଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ବଡ଼କେରା ଅଞ୍ଚଳର ସବୁ ଅଙ୍ଗନବାଡ଼ିରେ ଅବ୍ୟବସ୍ଥା: ଯେଉଁଠି ରୋଷେଇ, ସେଇଠି ପାଠପଢ଼ା

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ଅଞ୍ଚଳରେ ଅସୁସ୍ଥ ହୋଇପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର। କେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ହେଉନାହିଁ। ବଡକେରା ଅଞ୍ଚଳର ବିଭିନ୍ନ ଗାଁରେ ଶିଶୁଙ୍କ ପାଇଁ ୯ ଟି ଅଙ୍ଗନବାଡ଼ି ଖୋଲାଯାଇଛି। କେତେକ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଏବେ ଅବହେଳିତ ଅବସ୍ଥାରେ…

Continue Readingବଡ଼କେରା ଅଞ୍ଚଳର ସବୁ ଅଙ୍ଗନବାଡ଼ିରେ ଅବ୍ୟବସ୍ଥା: ଯେଉଁଠି ରୋଷେଇ, ସେଇଠି ପାଠପଢ଼ା

ଗାଧୋଇ ଯିବା ହେଲା କାଳ: କେନାଲରେ ବୁଡ଼ି ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ସମଲ ବ୍ୟାରେଜ ଲେଫ୍ଟ କେନାଲର କୁଲେଇ ଗ୍ରାମରେ ଠାରେ ବୁଧବାର ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣକର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଉଛନ୍ତି ଗ୍ରାମର ହରିଆ ଦେହୁରୀ (୬୦)। ହରିଆ…

Continue Readingଗାଧୋଇ ଯିବା ହେଲା କାଳ: କେନାଲରେ ବୁଡ଼ି ଜଣେ ମୃତ