ବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଅନୁଗୁଳ: କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଛେଣ୍ଡିପଦା ବ୍ଲକ୍‌ରେ କେତେକ ସରପଞ୍ଚ ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବ୍ଲକ୍‌ର ବ୍ରାହ୍ମଣବିଲ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ସୁଧାକର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି।…

Continue Readingବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଟ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ରେଳ ଷ୍ଟେସନରୁ ବୁଧବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁବାସ ବେହେରା(୪୧)। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସୁରତ୍-ପୁରୀ ଟ୍ରେନ୍‌ରେ ସେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନୁଗୁଳ ଷ୍ଟେସନ୍‌ରେ…

Continue Readingଟ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ରାଗି ଯାଇ ପତ୍ନୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଲେ ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ସ୍ଵାମୀ ମଧ୍ୟ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି ।…

Continue Readingପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ

ଅନୁଗୁଳ: ଛେଣ୍ଡିପଦା ଥାନା ପାଟକମୁଣ୍ଡା ଗାଁରେ ଜମିବାଡ଼ି ଯୋଗୁଁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘରେ ପଶି ଆକ୍ରମଣ କରିବାରୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ସୂତ୍ରରୁ ପ୍ରକାଶ,…

Continue Readingଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ

ନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ଅନୁଗୁଳ: ବିବାହ ପ୍ରସ୍ତୁତି ଶେଷ ହୋଇଥିଲା। ଆଉ କେଇ ଘଣ୍ଟା ପରେ ବିବାହ ବନ୍ଧନରେ ଛନ୍ଦି ହୋଇଥାନ୍ତେ ନାବାଳିକା। ହେଲେ ଠିକଣା ସମୟରେ ଏଣ୍ଟ୍ରି ମାରି ନାବାଳିକା ବିବାହକୁ ରୋକିଲା ଚାଇଲ୍ଡଲାଇନ୍। ପାଳଲହଡ଼ା ବ୍ଲକ ମହୁଲିଆପଶି ଗ୍ରାମରେ ଘଟିଥିବା ଏହି ଘଟଣା…

Continue Readingନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ଅନୁଗୁଳ: ପାଲଲହଡ଼ା ବ୍ଲକ୍‌ରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନକୁ ୩ ଦିନ ସଟ୍‌ଡାଉନ୍ କରିବା ନିମନ୍ତେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନର ସହମତି ପରେ ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ…

Continue Readingପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ଅନୁଗୁଳ: ତାଳଚେର ପୌରାଞ୍ଚଳରେ କଲୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ତାଳଚେର ପୌରପାଳିକା ପକ୍ଷରୁ ଚଢ଼ାଉକୁ ଜୋରଦାର କରିଛି । ବୁଧବାର ମାରାଥନ୍ ଚଢ଼ାଉ କରାଯାଇ ୫ଟି ଦୋକାନ ସିଲ୍‌ କରାଯାଇଛି। ଏଥିସହ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ…

Continue Readingପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ଜରାସିଂହା ପଞ୍ଚାୟତ ୪ ଦିନ ସଟ୍‌ଡାଉନ୍

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ବଅଁରପାଳ ବ୍ଲକ୍‌ ଜରାସିଂହା ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତ ଇଲାକାରେ କରୋନା ସଂକ୍ରମିତଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ବୁଧବାର ସକାଳ ୫ଟା ଠାରୁ ଶନିବାର…

Continue Readingଜରାସିଂହା ପଞ୍ଚାୟତ ୪ ଦିନ ସଟ୍‌ଡାଉନ୍

ସ୍କୁଲରୁ ପାଣି ପମ୍ପ୍ ଚୋରି

ଅନୁଗୁଳ: ନିଶା ଥାନା ଇଲାକା ବାଲିଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏକ ପାଣି ପମ୍ପ୍ ଚୋରି ହୋଇଯାଇଛି। ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ପମ୍ପରେ ସ୍କୁଲ ପରିସରରେ ଥିବା ବଗିଚାରେ ପାଣି ଦିଆଯାଉଥିଲା। ମାତ୍ର…

Continue Readingସ୍କୁଲରୁ ପାଣି ପମ୍ପ୍ ଚୋରି

ଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ସୋମବାର ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ପଦାକୁ ଆସିଛି । କିଶୋରନଗର, ହଣ୍ଡପା, ଅଙ୍ଗପଡ଼ା ଠାରେ ଆଜି ଟିକା ଦିଆଯାଇଥିଲେ ହେଁ ସକାଳ ୫ଟାରୁ ଧାଡ଼ିରେ ଥିବା ଶତାଧିକ ବରିଷ୍ଠ ନାଗରିକ ଶେଷରେ ନିରାଶ ହୋଇ ଫେରିଛନ୍ତି। ଟିକାଦାନ…

Continue Readingଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ