ହାତୀ ଆକ୍ରମଣରେ ଦୁଇ ମୃତ
ଅନୁଗୁଳ: ବୁଧବାର ସକାଳେ ଛେଣ୍ଡିପଦା ବ୍ଲକ୍ ପାଟକୁମୁଣ୍ଡା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ପୁଲିସ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ହାତୀ ଉପଦ୍ରବ ନେଇ…
ଅନୁଗୁଳ: ବୁଧବାର ସକାଳେ ଛେଣ୍ଡିପଦା ବ୍ଲକ୍ ପାଟକୁମୁଣ୍ଡା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ପୁଲିସ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ହାତୀ ଉପଦ୍ରବ ନେଇ…
ଅନୁଗୁଳ: ଛେଣ୍ଡିପଦା ବ୍ଲକ ମାମୁରିଆ ଗ୍ରାମର ରୁଗୁଡ଼ିସାହିରେ ପାନୀୟ ଜଳ ସମସ୍ୟା ଯୋଗୁଁ ଆଜି ମହିଳାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପ୍ରକାଶ ଯେ, ଗ୍ରାମର ରୁଗୁଡ଼ିସାହିରେ ପାନୀୟ ଜଳ ସମସ୍ୟା ପ୍ରତିବର୍ଷ ଲାଗିରହିଛି । ଚଳିତ ବର୍ଷ ମାସେ…
ଅନୁଗୁଳ: ପାଳଲହଡା ବ୍ଲକ୍ ତଥା ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତ ଇଲାକାରୁ ୪ ତାରିଖ ରାତିରେ ଏଲ୍ଏଣ୍ଟଟିରେ ପାଣି ପାଇପ୍ ଚୋରି କରିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗୋଟିଏ ୧୨ ଚକିଆ ଟ୍ରକ୍ ସମେତ ୱାଗନର…
ଅନୁଗୁଳ: କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଏହି ଥାନା ଅନ୍ତର୍ଗତ ଚିତ୍ତଲପୁର ଗାଁର ହେମନ୍ତ ଗୋଚ୍ଛାୟତ(୨୨)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅଞ୍ଚଳର ଜଣେ ୨୧…
ବଇଣ୍ଡା: ହଣ୍ଡପା ରେଞ୍ଜ କୃଷ୍ଣପୁର ଗାଁର ରବି ପୋଢ଼ (୪୬)ଙ୍କଠାରୁ ଶୁକ୍ରବାର ସକାଳେ ଝିଙ୍କ ମାଂସ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କ ସୂଚନା ଅନୁଯାୟୀ, ରବି ଗୁରୁବାର ରାତିରେ ନିଜ ବାଡ଼ିକୁ ପଶିଆସିଥିବା…
ଅନୁଗୁଳ: ନାଲକୋନଗର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏକ ସିସିଟିଭି କ୍ୟାମେରା ଚୋରି ହୋଇଯାଇଛି । ପୁଲିସ୍ ସୂଚନା ମୁତାବକ, ଗୁରୁବାର ଦିନ ପୂର୍ବାହ୍ନ ସାଢ଼େ ୯ଟା ବେଳେ ଶାଖା ପ୍ରବନ୍ଧକ ରବୀନ୍ଦ୍ରନାଥ ଦାଶ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କର ସିସିଟିଭି…
ଅନୁଗୁଳ: କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ତଥା ବାଲିପଟ୍ଟା ପଞ୍ଚାୟତର ସମିତିସଭ୍ୟ ଅଜିତ୍ କୁମାର ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ୍ର ବାଲିପଟ୍ଟାଠାରେ ୧୭ ନମ୍ବର ଜିଲ୍ଲାପରିଷଦ ଜୋନ୍ସ୍ତରୀୟ ଏକ…
ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ ମଦନମୋହନପୁର ଓ ଲାଙ୍ଗିଯୋଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଗତ କାଲି ପ୍ରଦାନ କରାଯାଇଛି । ଏମସିଏଲର…
ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲିଛି। ବାମୁର ନିକଟ ସୁସବଠାରେ କଂକ୍ରିଟ୍ ରାସ୍ତା ନିର୍ମାଣ ହେଉଥିବାବେଳେ ଏହା ଉପରେ ଅଖାବସ୍ତା ବିଛାଯାଇଛି। ବୁଧବାର ଅପରାହ୍ନ ୨ଟାବେଳେ ଏହି ଅଖାରେ ନିଆଁଲାଗି ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ଜଳିଥିଲା…
ଅନୁଗୁଳ: କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଅନିରୁଦ୍ଧ ସାହୁ ନାମକ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଅନିରୁଦ୍ଧର ଘର କଣିହାଁ ଥାନା କିଆଝାର ଗ୍ରାମରେ…