ତାଳଚେର ପୁସ୍ତକମେଳା ବାତିଲ

ତାଳଚେର: ମହାମାରୀ କରୋନାକୁ ଦୃଷ୍ଟିରେ ରଖୁ ଚଳିତ ବର୍ଷ ଜାନୁୟାରୀ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ତାଳଚେର ପୁସ୍ତକ ମେଳା ବାତିଲ କରିଦିଆଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ପୁସ୍ତକ ମେଳା କମିଟିର ଏକ…

Continue Readingତାଳଚେର ପୁସ୍ତକମେଳା ବାତିଲ

ମଦ ଦୋକାନ ସୁପରଭାଇଜରଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଠାରେ ଶୁକ୍ରବାର ଏକ ଲୁଟପାଟ୍ ହୋଇଛି । ୩ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଜଣେ ମଦ ଦୋକାନ କର୍ମଚାରୀଙ୍କଠାରୁ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ…

Continue Readingମଦ ଦୋକାନ ସୁପରଭାଇଜରଙ୍କୁ ପ୍ରାଣାନ୍ତକ ଆକ୍ରମଣ

ପୁଟଗାଡ଼ିଆ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ

ଛେଣ୍ତିପଦା: ମଙ୍ଗଳବାର ଛେଣ୍ତିପଦା ବ୍ଲକ୍‌ କୋରଡ଼ା ପଞ୍ଚାୟତ ଅନ୍ତର୍ଗତ ପୁଟଗାଡ଼ିଆ ଗ୍ରାମକୁ ଡାକ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରାଯାଇଛି। ଗ୍ରାମର ୧ରୁ ୧୦ ବର୍ଷ ବୟସର ସମସ୍ତ କନ୍ୟା ସନ୍ତାନଙ୍କୁ ଏହି ଯୋଜନାରେ ସାମିଲ୍‌ କରାଯାଇଛି।…

Continue Readingପୁଟଗାଡ଼ିଆ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ

ଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ

ଅନୁଗୁଳ: ରବିବାର ଅନୁଗୁଳ ସହରାଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍‌ ସୂଚନା ମୁତାବକ, ସୁକାନ୍ତି ବେହେରା (ଛନ୍ମନାମ,…

Continue Readingଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ

ଆସନ୍ତା କାଲି ୮ ଘଣ୍ଟା ବିଦ୍ୟୁତ୍ କାଟ

ଅନୁଗୁଳ: ଅନୁଗୁଳ ବିଦ୍ୟୁତ୍ ସବ୍ ଡିଭିଜନ ୧୩୨/୩୩ କେ.ଭି. ଗ୍ରୀଡର ବାର୍ଷିକ ରକ୍ଷଣାବେକ୍ଷଣ ନିମନ୍ତେ ଆସନ୍ତା ରବିବାର ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଅନୁଗୁଳ ସବ୍ ଡିଭିଜନ ଅଧିନସ୍ତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ…

Continue Readingଆସନ୍ତା କାଲି ୮ ଘଣ୍ଟା ବିଦ୍ୟୁତ୍ କାଟ

ଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ

ଖାମର: ପାଳଲହଡ଼ା ବ୍ଲକ୍‌ ଅନ୍ତର୍ଗତ ଖମାର ସେବା ସମବାୟ ଧାନ ମଣ୍ତିରେ ବଡ଼ଧରଣର ଘୋଟାଲା ହୋଇଥିବା ନେଇ ଚାଷୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅଭିଯୋଗ କରିଛନ୍ତି। ଖମାର ଡାକବଙ୍ଗଳାଠାରେ ଜିଲ୍ଲାପାଳ, ଏଡିଏମ୍‌ଙ୍କୁ ଗିରିଶ ପ୍ରଧାନ, ଅଲେଖ ପ୍ରଧାନ, ସଞ୍ଜୟ ପ୍ରଧାନ,…

Continue Readingଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ

ଟିଭି ମେକାନିକ୍‌ଙ୍କୁ ଲୁଟ୍‌ପାଟ

ଅନୁଗୁଳ: ଅନୁଗୁଳ ସଦର ଥାନା ଇଲାକା ଶରଧାପୁରଠାରେ ମଙ୍ଗଳବାର ଅପରାହ୍ଣରେ ଏକ ଲୁଟ୍‌ପାଟ ହୋଇଛି। ଜଣେ ଟିଭି ମେକାନିକ୍‌ଙ୍କୁ ମାଡ଼ ମାରି ତାଙ୍କଠାରୁ ୯ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ଘରେ ଚଢ଼ାଉ କରି ଚୋରି…

Continue Readingଟିଭି ମେକାନିକ୍‌ଙ୍କୁ ଲୁଟ୍‌ପାଟ

କଳାକନା ବୁଲାଇଲା ରାତ୍ର ଜଗୁଆଳ

ଅନୁଗୁଳ: ମାଲିକ ବିଶ୍ବାସରେ ବିଷ। ମାଲିକ ଘରକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ରାତ୍ର ଜଗୁଆଳି ନିଜେ ଚୋରି କରି କଳାକନା ବୁଲାଇଲା। ଅନୁଗୁଳ ସହରରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମାଲିକଙ୍କ ଘରୁ ମୂଲ୍ୟବାନ୍‌ ବେଡ୍‌, ଚେୟାର‌୍‌,…

Continue Readingକଳାକନା ବୁଲାଇଲା ରାତ୍ର ଜଗୁଆଳ

ତାଳଚେରରୁ ଉଦ୍ଧାର ହେଲେ ଵିରଜୁ

ତାଳଚେର: ଶନିବାର ବିଳମ୍ବିତ ରାତିରୁ ନିଖୋଜ ଥିବା ପାକିସ୍ତାନ ଫେରନ୍ତା, ସୁନ୍ଦରଗଡ଼ କୁତ୍ରା ଥାନା ଇଲାକାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ହେଇଛନ୍ତି। ସୋମବାର ରାତିରେ ବିର୍ଜୁ ରାଉରକେଲାରୁ ବସରେ ଆସି ତାଳଚେର ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ…

Continue Readingତାଳଚେରରୁ ଉଦ୍ଧାର ହେଲେ ଵିରଜୁ

ଧରାପଡିଲେ ଗୋ-ଚାଲାଣକାରୀ

ତାଳଚେର: ତାଳଚେର ଥାନା ବହଲର ଛକ ନିକଟରେ ଏକ ଗୋ ଚାଲାଣକାରୀ ଦଳକୁ କାବୁ କରିଛି ପୁଲିସ୍‌। ତାଳଚେର ଥାନା ପୁଲିସ୍‌ ସୋମବାର ଭୋର‌୍‌ ସାଢେ଼ ୫ଟା ବେଳେ ପାଟ୍ରୋଲି˚ କରୁଥିବା ବେଳେ ଦୁଇଟି ଏସିଇ ଗାଡ଼ିରେ ଗୋଚାଲାଣ ହେଉଥିବା ଜାଣିବାକୁ…

Continue Readingଧରାପଡିଲେ ଗୋ-ଚାଲାଣକାରୀ