ଭାରତର ଏହି ରାଜ୍ୟରେ ପାଳିତ ହୁଏନି ସ୍ୱାଧୀନତା ଦିବସ, ଉଡ଼େନି ତ୍ରିରଙ୍ଗା; ଜାଣନ୍ତୁ କାହିଁକି ?
ଅଗଷ୍ଟ ୧୫ ତାରିଖ ଦିନ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିଥାଏ। କିନ୍ତୁ ଏପରି ଏକ ରାଜ୍ୟ ରହିଛି, ଯିଏ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିନଥାଏ। ସେ ରାଜ୍ୟରେ ନାମ ହେଉଛି ଗୋଆ। ୧୫ ଅଗଷ୍ଟ ୧୯୪୭ରେ…