ଅଗ୍ନି ବିପନ୍ନଙ୍କୁ ସହାୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଖାମଣା ଗାଁର ଅଗ୍ନି ବିପନ୍ନଙ୍କୁ ସେମବାର ସହାୟତା ପ୍ରଦାନ କରାଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବିଜେଡି ଯୁବ ନେତା ଅରୁଣାଭ ସିଂହ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ…

Continue Readingଅଗ୍ନି ବିପନ୍ନଙ୍କୁ ସହାୟତା

ଅଦ୍ୱୈତ ପ୍ରସାଦ ସିଂହ କ୍ରିକେଟ କପ୍ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରା ଗାଁ ଖେଳ ପଡ଼ିଆ ଠାରେ ୧୦ତମ ଅଦ୍ୱୈତ ପ୍ରସାଦ ସିଂହ ଓ ୩୦ତମ ମା’ ବ୍ରହ୍ମାୟଣୀ କ୍ରିକେଟ କପ୍ ରବିବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବଅଁରପାଳ ବ୍ଲକ୍ ଅଧ୍ୟକ୍ଷ ବିଜୟ କୁମାର…

Continue Readingଅଦ୍ୱୈତ ପ୍ରସାଦ ସିଂହ କ୍ରିକେଟ କପ୍ ଉଦଘାଟିତ

ନୂଆ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଶନିବାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକଅଦାଲତରେ ୭୭୯୩ଟି ପ୍ରାକ ମୋକଦ୍ଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୨୩ଲକ୍ଷ…

Continue Readingନୂଆ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ସନ୍ଧ୍ୟାରେ ଟ୍ରାଏ କରନ୍ତୁ କିଛି ଚଟପଟା, ବନାନ୍ତୁ ମୂଳା କବାବ୍‌

ସନ୍ଧ୍ୟାରେ ଯଦି କିଛି ନୂଆ ଟ୍ରାଏ କରିବାକୁ ଚାହୁଁଛନ୍ତି ତେବେ ମୂଳା କବାବ ସବୁଠୁ ଭଲ ବିକଳ୍ପ। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମୂଳା କବାବର ପ୍ରସ୍ତୁତି…

Continue Readingସନ୍ଧ୍ୟାରେ ଟ୍ରାଏ କରନ୍ତୁ କିଛି ଚଟପଟା, ବନାନ୍ତୁ ମୂଳା କବାବ୍‌

ନାଲକୋରେ ବାର୍ଷିକ ଫୁଲ ଓ ଫଳ ପ୍ରଦର୍ଶନୀ ଉଦଯାପିତ

ଅନୁଗୁଳ: ଅନୁଗୁଳ ନାଲକୋ ନଗରଠାରେ ଚାଲିଥିବା ବାର୍ଷିକ ଫୁଲ ଓ ଫଳ ପଦର୍ଶନୀ ଶୁକ୍ରବାର ଉଦଯାପିତ ହୋଇଯାଇଛି। ନାଲକୋ ଉଦ୍ୟାନ ବିଭାଗ ଦ୍ବାରା ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ୧୫୬ ଜଣ ଅଂଶ ଗ୍ରହଣ କରିଥିଲେ। ଏଥିରେ ୫ଶହରୁ ଅଧିକ…

Continue Readingନାଲକୋରେ ବାର୍ଷିକ ଫୁଲ ଓ ଫଳ ପ୍ରଦର୍ଶନୀ ଉଦଯାପିତ

ଜାତୀୟ କୃମି ନାଶକ ଦିବସ: ୪ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ କୃମିନାଶକ ଦିବସ ପାଳନ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ, କୃମି ଯୋଗୁ ଶିଶୁ…

Continue Readingଜାତୀୟ କୃମି ନାଶକ ଦିବସ: ୪ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ

ବ୍ରାଉନ୍‌ସୁଗାର ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅକାରୀ ବିଭାଗ ମୋବାଇଲ ସ୍କ୍ବାର୍ଡ ଗୁରୁବାର ନାଲକୋ ଥାନା ଅଞ୍ଚଳରୁ ଜଣେ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସୂଚନା ମୁତାବକ, ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁର ନିଲୁ ଓରଫ ସନ୍ତୋଷ କୁମାର ସାହୁ(୪୦)ଙ୍କ ଉପରେ ଅବକାରୀ…

Continue Readingବ୍ରାଉନ୍‌ସୁଗାର ବେପାରୀ ଗିରଫ

ଭଲିବଲର ଜନ୍ମଦିନ ପାଳିଲା ବାସନ୍ତୀ ଭଲିବଲ ଟ୍ରଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାସନ୍ତୀ ଭଲିବଲ ଟ୍ରଷ୍ଟ ତରଫରୁ ଗୁରୁବାର ସ୍ଥାନୀୟ ବାସନ୍ତୀ ଦୁର୍ଗା ଭଲିବଲ ପଡ଼ିଆଠାରେ ଭଲିବଲର ଜନ୍ମଦିନ ପାଳନ କରାଯାଇଛି। ସୂଚନା ମୁତାବକ, ୧୮୯୫ ମସିହା ଫେବୃଆରୀ ୯ ତାରିଖରେ ଭଲିବଲ ଖେଳର ଜନ୍ମ ହୋଇଥିଲା। ଏଥିପାଇଁ ସାରା…

Continue Readingଭଲିବଲର ଜନ୍ମଦିନ ପାଳିଲା ବାସନ୍ତୀ ଭଲିବଲ ଟ୍ରଷ୍ଟ

ବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ନାଲ୍‌କୋ ନଗର ଥାନା ଅଞ୍ଚଳରେ ବୁଧବାର ଚଢ଼ଉ କରାଯାଇ ବ୍ରାଉନ୍‌ସୁଗର୍ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ,ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ କାଣ୍ଡସର ଗାଁ…

Continue Readingବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ପ୍ରକଳ୍ପ ବିଲ ପାଇଁ ପୂର୍ବତନ ସରପଞ୍ଚଙ୍କ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୋମବାର ପ୍ରକଳ୍ପ ବିଲ ଅର୍ଥ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଯେ, କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ତାଙ୍କ କାର୍ଯ୍ୟକାଳ…

Continue Readingପ୍ରକଳ୍ପ ବିଲ ପାଇଁ ପୂର୍ବତନ ସରପଞ୍ଚଙ୍କ ଧାରଣା