ମୋବାଇଲ ଚୋରି ଘଟଣାରେ ୩ ଗିରଫ
ଅନୁଗୁଳ: ଅନୁଗୁଳ ସହର ହେମୁସୁରପଡ଼ାର ସର୍ବେଶ୍ବର ସହୁଙ୍କ ଘରୁ ଗତ ଏପ୍ରିଲ ୨୯ ତାରିଖରେ ୨ଟି ମୋବାଇଲ ଚୋରୀ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୨୯ ତାରିଖ ଭୋର ସମୟରେ ହେମୁସୁରପଡ଼ାର ସର୍ବେଶ୍ବର…
ଅନୁଗୁଳ: ଅନୁଗୁଳ ସହର ହେମୁସୁରପଡ଼ାର ସର୍ବେଶ୍ବର ସହୁଙ୍କ ଘରୁ ଗତ ଏପ୍ରିଲ ୨୯ ତାରିଖରେ ୨ଟି ମୋବାଇଲ ଚୋରୀ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୨୯ ତାରିଖ ଭୋର ସମୟରେ ହେମୁସୁରପଡ଼ାର ସର୍ବେଶ୍ବର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସପ୍ତଦଶ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଶଶାଙ୍କ ଶେଖର ପାଣି ସଭାପତିତ୍ବ କରିଥିଲେ। କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ମିଶ୍ର ସମସ୍ତଙ୍କୁ ସ୍ବାଗତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପିପଳବାହାଳ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଶୁକ୍ରବାର ରାତିରେ ଗାଁ ଯାତ୍ରାପଡ଼ିଆ ମହିଳା ସମିତି ଘରେ କିଛି ଯୁବକ ଶୋଇଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦଠାରେ ଏକ ସଡ଼କ ଦୁର୍ଘଟଣାରେ ନାଲକୋ କଲୋନୀର ସୁରକ୍ଷା ଦାୟିତ୍ୱ ରେ ଥିବା ଆଇଏସଏସ ସୁରକ୍ଷା କର୍ମଚାରୀ ଅନନ୍ତ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଅନନ୍ତ "ବି" ସିଫ୍ଟ କୁ ଆସୁଥିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶନିବାର ଲୁଟ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଛେଣ୍ଡିପଦା କୋର୍ଟର ରାତ୍ର ଜଗୁଆଳି ସାପୋଇସାହି ଗାଁର ସୌମ୍ୟ ରଞ୍ଜନ ନାୟକ(୨୦) ଶୁକ୍ରବାର ରାତି ୮ଟାରେ ଗାଁରୁ କୋର୍ଟକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ସକାଳେ ୫୫ ନଂ ଜାତୀୟ ରାଜପଥର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି। ସୂଚନା ଯେ, ଏକ ଚୋରା କୋଇଲା ବୋଝେଇ ୧୪ ଚକିଆ ଟ୍ରକ(ଓଡି-୦୪ଏନ୍-୬୨୫୯) ତାଳଚେରରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଅଶାଳିନ ମନ୍ତ୍ୟ ଦେବା ନେଇ ୨ଟି ମାମଲାରେ ୨ଜଣଙ୍କୁ ଗିରଫକରିଛି। ସୂଚନା ଯେ, ମାର୍ଚ୍ଚ ୮ ତାରିଖରେ ଛେଣ୍ଡିପାଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଟିଉସନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ବୁଧବାର ପୃଥକ ଭାବେ ୨ଟି ସ୍ଥାନରୁ ବିପୁଳ ପରିମାଣର ବିଦେଶୀମଦ ଜବତ କରିଛି। ସୂଚନା ଅନଯାୟୀ, ବୁଧବାର ସକାଳେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୫୫ ନଂ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନକେରଜାଙ୍ଗ ଷ୍ଟେସନ୍ ରେ ଏକ କୋଇଲା ବୋଝେଇ ଟ୍ରେନ୍ ରେ ବୁଧବାର ସକାଳେ ନିଆଁ ଲାଗିଥିଲା। ସୂଚନା ଯେ ଟ୍ରେନ୍ ଟି ତାଳଚେରରୁ କୋଇଲା ବୋଝେଇକରି ସମ୍ବଲପୁର ଆଡ଼କୁ ଯାଉଥିଲା। ସାନକେରଜାଙ୍ଗ ଷ୍ଟେସନ୍ ରେ ହଠାତ୍ ୨ଟି…
ଅନୁଗୁଳ: ତାଳଚେର ଥର୍ମାଲ୍ ବନ୍ଦ ହେବା ପରେ ଏଠାରେ ଚାଲୁଥିବା ତିନୋଟି ଡିଏଭି ସ୍କୁଲ ବନ୍ଦ ହେବା ନେଇ ନୋଟିସ୍ ପ୍ରକାଶ ପାଇଛି। ଅଭିଭାବକ ସଂଘ ଏହି ମର୍ମରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଭେଟିଛନ୍ତି। ସ୍କୁଲ ଅଭିଭାବକ ସଂଘ…