ଗୁଣାତ୍ମକ କୋଇଲା ପ୍ରେରଣ ଓ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏମସିଏଲ ପୁରସ୍କୃତ

ଅନୁଗୁଳ: ଉପଭୋକ୍ତାମାନଙ୍କୁ ଗୁଣାତ୍ମକ କୋଇଲା ପ୍ରେରଣ କରିବା ତଥା କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସଆର)କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ମହାନଦୀ କୋଲଫିଲଡ୍ସ ଲିଃ (ଏମସିଏଲ) କୁ ସର୍ବଶ୍ରେଷ୍ଠ ସହାୟକ କମ୍ପାନୀର ପୁରସ୍କାର ସମେତ ମୋଟ ୬ଟି ପୁରସ୍କାର ପ୍ରଦାନ କରାଯାଇଛି । କୋଲକତାରେ…

Continue Readingଗୁଣାତ୍ମକ କୋଇଲା ପ୍ରେରଣ ଓ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏମସିଏଲ ପୁରସ୍କୃତ

ସାଂସଦଙ୍କ ଦ୍ବାରା ଆମ୍ବୁଲାନ୍‌ ଲୋକାର୍ପିତ

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସାଂସଦ ପାଣ୍ଠିରୁ ଉପଲବ୍ଧ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସୋମବାର ଉଦ୍‌ଘାଟିତ ହୋଇଛି। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବୁଲାନ୍ସକୁ ଜନତାଙ୍କ ସେବାରେ ଲୋକାର୍ପଣ କରିଥିଲେ । ଭାରପ୍ରାପ୍ତ ଏସଡିଏମ୍ଓ…

Continue Readingସାଂସଦଙ୍କ ଦ୍ବାରା ଆମ୍ବୁଲାନ୍‌ ଲୋକାର୍ପିତ

ବିବାହର ୫ ସପ୍ତାହ ଯାଇନି, ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ପାର

ଅନୁଗୁଳ: ବିବାହକୁ ୫ ସପ୍ତାହ ବି ପୂରିନି । ହେଲେ ସ୍ଵାମୀର ହାତ ଛାଡ଼ି ପ୍ରେମିକ ସହ ପାର୍ ହୋଇଗଲେ ମହିଳା। ବିକ୍ରମପୁର ଥାନା ଇଲାକା ବଡ଼ଯୋରଡା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ୍ ସୂଚନା…

Continue Readingବିବାହର ୫ ସପ୍ତାହ ଯାଇନି, ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ପାର

ବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

ଅନୁଗୁଳ: ଥର୍ମାଲ ନିକଟସ୍ଥ ଏସ୍ଏସ୍ ହସ୍ପିଟାଲ ପକ୍ଷରୁ ବିଶ୍ଵ ମାତୃ ଦିବସ ପାଳନ ଅବସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରଖାନାରେ ମାତୃତ୍ଵ ଲାଭ କରିଥିବା ମହିଳାମାନଙ୍କୁ…

Continue Readingବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

ଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଉ ତିନିଟି ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାଲଲହଡ଼ା ବ୍ଳକ୍‌ର ଖମାର, ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଳକ୍ର ବଇଣ୍ଡା ଓ ଅନୁଗୁଳ ବ୍ଳକ୍‌ର ଅନ୍ତୁଳିଆଠାରେ ଏହି ଦମକଳ କେନ୍ଦ୍ର…

Continue Readingଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା ସମିତି ଗଠନ ହୋଇଛି। ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ଯୁଗ୍ମସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ, ମଧ୍ୟ ସମ୍ଭାଗ ସଭାପତି ପରେଶଚନ୍ଦ୍ର ପଟ୍ଟନାୟକ, ସମ୍ଭାଗ ସଂଯୋଜକ କିଶୋର କୁମାର ପଣ୍ଡା, ଅନୁଗୁଳ ବିଭାଗ ନିରୀକ୍ଷକ…

Continue Readingସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି

ଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା,୩ଗୁରୁତର

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ବାଇକ ଆରୋହୀ ଗୁରୁତର ହୋଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଜରପଡା ଥାନା ଜରଡ଼ା ଗ୍ରାମର ତିନି ଜଣ ଯୁବକ କୌଣସି…

Continue Readingଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା,୩ଗୁରୁତର

ରାଜ୍ୟ ବାହାରକୁ ଗଡ଼ିବନି ବସ୍, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡ଼ାକଡ଼ି ହେଲାଣି । ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ସେବା । ଓଡ଼ିଶାରୁ ବାହାର ରାଜ୍ୟକୁ କୌଣସି ବସ୍ ଯିବ ନାହିଁ କି ସେଠାରୁ ବସ୍ ଓଡ଼ିଶା ଆସିବ ନାହିଁ ।…

Continue Readingରାଜ୍ୟ ବାହାରକୁ ଗଡ଼ିବନି ବସ୍, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ

ତାଳଚେରର ବିଭିନ୍ନ ସମସ୍ୟା ନେଇ, ଜିଲାପାଳଙ୍କୁ ଭେଟିଲେ ବିଧାୟକ

ଅନୁଗୁଳ: ତାଳଚେରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସୂଚନା ଅନୁଯାୟୀ, ଆରପିଡ଼ିଏସି ବୈଠକ ନିୟମିତ ନ ବସିବା, କୋଇଲା ଖଣି ଗର୍ଭ ମଧ୍ୟରେ ତାଳଚେର ଥର୍ମାଲ ପକ୍ଷରୁ ପଡୁଥିବା ପାଉଁଶ…

Continue Readingତାଳଚେରର ବିଭିନ୍ନ ସମସ୍ୟା ନେଇ, ଜିଲାପାଳଙ୍କୁ ଭେଟିଲେ ବିଧାୟକ

ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ଅନୁଗୁଳ: ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସବ୍‌ଇନ୍ସପେକ୍ଟର ଅକ୍ଷୟ କୁମାର ଗଡ଼ନାୟକଙ୍କୁ ସମ୍ବଲପୁରଠାରେ ଜିଆରଏମ୍ ପ୍ରଦୀପ କୁମାର ଉତ୍କର୍ସ ସେବା ସମ୍ମାନ ପ୍ରଦାନ କରିଛନ୍ତି । ୬୫ତମ ରେଳ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଇଣ୍ଡା…

Continue Readingବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ