ଘର ପୋଡ଼ିଦେଲା ମଦ୍ୟପ ପୁଅ

ତାଳଚେର: ତାଳଚେର କୋଲିୟରୀ ଥାନା ଇଲାକା ଭରତପୁର ସିଏଚ୍‌ପି ହାଟି˚ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅ ଘରେ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ସୂଚନା ମୁତାବକ, ଭରତପୁର…

Continue Readingଘର ପୋଡ଼ିଦେଲା ମଦ୍ୟପ ପୁଅ

ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ

ତାଳଚେର: ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗରେ ତାଳଚେର କୋଇଲା ଖଣି ଅଞ୍ଚଳରେ ଜଣେ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ତାଳଚେର କୋଇଲା କ୍ଷେତ୍ରରେ ଇପି ଫିଟର ଭାବେର କାର୍ଯ୍ୟ କରୁଥିବା ସୁନିଲ୍‌ ପ୍ରଧାନ ନାମକ…

Continue Readingବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ

ଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ତାଳଚେର: ଦିଲ୍ଲୀର ଗ୍ରେଟର ନୋଏଡାରେ କ୍ରାଉନ୍‌ ପ୍ଲାଜାଠାରେ ଏମ୍‌ଆଇକ୍ୟୁଏଚ୍‌ ଦ୍ବାରା ଆୟୋଜିତ ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ତାଳଚେର ଝିଅ ଶୁଭାଲିନ୍‌ ସାହୁ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ୨୧ରୁ ଡିସେମ୍ବର…

Continue Readingଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ଓଡିଶାର ୧୦ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଅନୁଗୁଳ: ଅନୁଗୁଳ ସମେତ ଓଡିଶାର ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ରବିବାର ଦିନ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ ନୟାଗଡ଼, ଜଗତସିଂହପୁର,…

Continue Readingଓଡିଶାର ୧୦ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

ଭୁବନେଶ୍ବର: ପୁଣିଥରେ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଟିକସଦାତାଙ୍କ କ୍ଷେତ୍ରରେ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଆହୁରି ୧୦ ଦିନ ବୃଦ୍ଧି କରି ଏହାର ଶେଷ ତାରିଖ ଜାନୁଆରି ୧୦…

Continue Readingଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

ନୂଆବର୍ଷରେ ଜାଡ଼ରେ ଥରିବ ଓଡ଼ିଶା

ଅନୁଗୁଳ: ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ। ଅସହ୍ୟ ଜାଡ଼ରେ ଥରିବ ଓଡ଼ିଶା। ୩୦ରୁ ଜାନୁଆରୀ ୨ ଯାଏ ପ୍ରବଳ ଶୀତ ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ଶୀତ ଲହରି ନେଇ ସତର୍କ ସୂଚନା…

Continue Readingନୂଆବର୍ଷରେ ଜାଡ଼ରେ ଥରିବ ଓଡ଼ିଶା

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେସାଲ୍ ଟ୍ରେନ୍‌ର ନୂଆ ଟାଇମିଂ

ଭୁବନେଶ୍ୱର- ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍‌ସପ୍ରେସ୍ ଜାନୁଆରି ୯ ତାରିଖରୁ ପ୍ରତି ଶନିବାର ଭୁବନେଶ୍ୱରରୁ ବାହାରିବ । ଏହି ଟ୍ରେନ୍ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡିବ ଓ ନିର୍ଧାରିତ ଦିନର ସକାଳ ୯ଟା ୫୫ ମିିନିଟରେ ନୂଆଦିଲ୍ଲୀ ପହଞ୍ଚିବ…

Continue Readingଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେସାଲ୍ ଟ୍ରେନ୍‌ର ନୂଆ ଟାଇମିଂ

ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଅନୁଗୁଳ: ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପ୍ରଦାନ କରିବାକୁ ସରକାର ଆଉ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରତି ବର୍ଷ ନିଜର ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଜନ ପ୍ରତିନିଧି…

Continue Readingପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଏମ୍‌ବିସିସି କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦଯାପିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଆଙ୍କୁଲା ଗ୍ରାମ ରେ ଚାଲିଥିବା ୧୯ ବର୍ଷରୁ କମ୍‌ ମା’ବ୍ରାହ୍ମଣୀଦେବୀ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଆୟୋଜକ ଆଙ୍କୁଲା କୁ ହରାଇ ତୁରଙ୍ଗ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। ଆଙ୍କୁଲା ପ୍ରଥମେ…

Continue Readingଏମ୍‌ବିସିସି କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦଯାପିତ

ବେଲାଦୁଲା ମାଉଳୀ ପୀଠରେ ବଳି ବନ୍ଦ କଲା ପ୍ରଶାସନ

ଆଠମଲ୍ଲିକ: ପ୍ରଶାସନର ପ୍ରୟାସ ସଫଳ ହୋଇଛି। ଗତ ତିନିବର୍ଷ ଧରି ଆଠମଲ୍ଲିକ ବ୍ଲକ୍‌ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ବଳି ପଡ଼ିନଥିବା ଜଣାପଡ଼ିଛି।…

Continue Readingବେଲାଦୁଲା ମାଉଳୀ ପୀଠରେ ବଳି ବନ୍ଦ କଲା ପ୍ରଶାସନ