ଭୁବନେଶ୍ୱର: ଆସନ୍ତା ମେ’ ୧୨ ତାରିଖରୁ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନରେ ତିନୋଟି ଏକ୍ସପ୍ରେସ ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଗୁଡ଼ିକ ହେଲା କୋଣାର୍କ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଓ ଭୁବନେଶ୍ବର – ବିଶାଖାପାଟଣା ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ। ପୂର୍ବରୁ ଥିବା ଭୁବନେଶ୍ବର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଏହି ୩ ଟ୍ରେନ ନୂଆ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବେ। ଉତ୍ତର ଭୁବନେଶ୍ବର, ଆଠଗଡ଼ ଏବଂ କଟକ ଅଞ୍ଚଳର ଲୋକମାନେ ଅଧିକ ଲାଭ ପାଇବେ ।
ମେ’ ୧୨ରୁ କାର୍ଯ୍ୟକ୍ଷମ ହେବ ‘ଭୁବନେଶ୍ବର ନ୍ୟୁ’ ଷ୍ଟେସନ,ଚଳାଚଳ କରିବ ୩ ଏକ୍ସପ୍ରେସ
- Post published:May 5, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
“ସକାଳ” ୪ର୍ଥ ସ୍ଵନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା, କନିଷ୍ଠ ବର୍ଗରେ ପ୍ରିନ୍ସ ଏବଂ ବରିଷ୍ଠ ବର୍ଗରେ ରଞ୍ଜିତ ପ୍ରଥମ
ଚିକିତ୍ସା ପାଇଁ ନାହିଁ ଅର୍ଥ: କ୍ୟାନସରରେ ଯୁଝୁଛନ୍ତି ସୁକାନ୍ତୀ, ବଞ୍ଚିବା ପାଇଁ ଲୋଡ଼ୁଛନ୍ତି ସାହାଯ୍ୟ






