ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପାଇଁ ବିଜେଡି ତାର ୨୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି। ୧୯ ନଂ ଜୋନ୍ର ପ୍ରାର୍ଥିଙ୍କ ନାମ ପରେ ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି। ଗୁରୁବାର ବିଜେଡି ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ ଏକ ପ୍ରେସ ବିବୃତିରେ ନାମ ଘୋଷଣା କରିଛନ୍ତି। ୧ ନଂ ଜୋନ୍ରେ କାଜଲ ପଟ୍ଟନାୟକ(ମହିଳା), ୨ ନଂ ଜୋନ୍ରେ ରେବତୀ ନାଏକ(ଏସ୍ଟି ମହିଳା), ୩ ନଂ ଜୋନ୍ରେ ପ୍ରିୟଦର୍ଶୀ ପଟ୍ଟନାୟକ(ସାଧାରଣ ବର୍ଗ), ୪ ନଂ ଜୋନ୍ରେ ଧୃବ ଚରଣ ଦେହୁରୀ(ସାଧାରଣ ବର୍ଗ), ୫ ନଂ ଜୋନ୍ରେ ରଶ୍ମୀରେଖା ମାହାର(ସାଧାରଣ ବର୍ଗ), ୬ ନଂ ଜୋନ୍ରେ ଯୁଧିଷ୍ଠିର ସିଂହ(ଏସ୍ଟି), ୭ ନଂ ଜୋନ୍ରେ ବବିତା କର୍ଣ୍ଣ(ମହିଳା), ୮ ନଂ ଜୋନ୍ରେ ରଶ୍ମିତା ସେଠୀ(ଏସ୍ସି), ୯ ନଂ ଜୋନ୍ରେ ରଞ୍ଜନ କୁମାର ସାହୁ(ସାଧାରଣ ବର୍ଗ), ୧୦ ନଂ ଜୋନ୍ରେ ରଶ୍ମିତା ବେହେରା(ଏସ୍ସି ମହିଳା), ୧୧ ନଂ ଜୋନ୍ରେ ବବିତା ପ୍ରଧାନ(ମହିଳା), ୧୨ ନଂ ଜୋନ୍ରେ ଅନୁପମା ସାହୁ(ମହିଳା), ୧୩ ନଂ ଜୋନ୍ରେ ବିଷ୍ଣୁପ୍ରିୟା ପ୍ରଧାନ(ମହିଳା), ୧୪ ନଂ ଜୋନ୍ରେ ନଗେନ୍ଦ୍ର କୁମାର ପ୍ରଧାନ(ସାଧାରଣ ବର୍ଗ), ୧୫ ନଂ ଜୋନ୍ରେ ତ୍ରିନାଥ ବେହେରା(ସାଧାରଣ ବର୍ଗ), ୧୬ ନଂ ଜୋନ୍ରେ ପ୍ରଦିପ ସାହୁ(ସାଧାରଣ ବର୍ଗ), ୧୭ ନଂ ଜୋନ୍ରେ ଭାନୁପ୍ରିୟା ପ୍ରଧାନ(ମହିଳା), ୧୮ ନଂ ଜୋନ୍ରେ ଅମିୟ କୁମାର ପ୍ରଧାନ(ସାଧାରଣ ବର୍ଗ), ୧୯ ନଂ ଜୋନ୍ ପାଇଁ ପରେ ଘୋଷଣା ହେବ(ସାଧାରଣ ବର୍ଗ), ୨୦ ନଂ ଜୋନ୍ରେ ରିତାରାଣି ଦାସ(ମହିଳା), ୨୧ ନଂ ଜୋନ୍ରେ ସତ୍ୟଭାମା ସାହୁ(ମହିଳା), ୨୨ ନଂ ଜୋନ୍ରେ ବୁଧୁରାମ ବାଇପାଇ(ଏସ୍ଟି), ୨୩ ନଂ ଜୋନ୍ରେ ସାବିତ୍ରୀ ମାଝୀ(ଏସ୍ଟି ମହିଳା), ୨୪ ନଂ ଜୋନ୍ରେ ଇନ୍ଦିରା ହେମ୍ବ୍ରମ୍(ଏସ୍ଟି ମହିଳା), ୨୫ ନଂ ଜୋନ୍ରେ ଦିଲ୍ଲିପ୍ ପ୍ରଧାନ(ସାଧାରଣ ବର୍ଗ), ୨୬ ନଂ ଜୋନ୍ରେ ଶୁଶିଳା ନାଏକ(ଏସ୍ସି ମହିଳା), ୨୭ ନଂ ଜୋନ୍ରେ ଗୋପାଳ ନାଏକ(ଏସ୍ସି) ଓ ୨୮ ନଂ ଜୋନ୍ରେ ମୀରା ଗଡ଼ନାୟକ(ମହିଳା)ଙ୍କୁ ପ୍ରାର୍ଥି କରାଯାଇଛି।
1
f600b249-5c54-442c-a949-d6bc81000fab