ଅନୁଗୁଳ ଜିଲ୍ଲା ବିଜେପି ଲିଗାଲ ସେଲର ପ୍ରଥମ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ

0

ଅନୁଗୁଳ: ଆଜି ବିଶ୍ୱ ମାତୃତ୍ଵ ଦିବସରେ ଅନୁଗୁଳ ଜିଲ୍ଲା ବିଜେପି ଲିଗାଲ ସେଲର ପ୍ରଥମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସମ୍ମିଳନୀକୁ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସାହୁ ପରିଚାଳନା କରିଥିଲେ। ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଢେଙ୍କାନାଳ ଅନୁଗୁଳ ର ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ବିଧାନସଭା ପ୍ରାର୍ଥୀ ପ୍ରତାପ କୁମାର ପ୍ରଧାନ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୋମନାଥ ରାଉତ, ତାଳଚେରର ମହିଳା ଆଇନଜୀବୀ ପ୍ରଭାସିନି ଆଚାର୍ଯ୍ୟ, ବିଜେପି ଲିଗାଲ ସେଲର ଜିଲ୍ଲା ସଂଯୋଜକ ଅର୍ଜୁନ କୁମାର ମୁଦୁଲି ଅତିଥି ଭାବେ ମଞ୍ଚାସୀନ ଥିଲେ।

ସଭାରେ ରଞ୍ଜନ କୁମାର ପାତ୍ର, ବ୍ରଜ କିଶୋର ପ୍ରଧାନ, ଅଶୋକ କୁମାର ସାହୁ, ବସନ୍ତ କୁମାର ଦାସ, ଜଟିଆ ସାହୁ, ସନ୍ତୋଷ ସାହୁ, ବାବୁ ବିଶ୍ଵାଳ, ଗଣେଶ୍ୱର ଧଳ, ସାଧୁଚରନ୍ ସାହୁ, ସଞ୍ଜୟ ପ୍ରଧାନ, ଯୋଗେଶ୍ୱର ପ୍ରଧାନ, ତପନ ଦେହୁରୀ, ପ୍ରସନ୍ନ କୁମାର ବେହେରା, ପ୍ରଦୀପ କୁମାର ପ୍ରଧାନ, ପ୍ରଶାନ୍ତ ରଥ, ହେମନ୍ତ କୁମାର ସାହୁ, ଅଶୋକ ରଥ, ଭକ୍ତି ପ୍ରସାଦ ଦାସ, ମହେଶ ଚନ୍ଦ୍ର ଧଳ, ପୁରୁଷୋତ୍ତମ ନାୟକ, ସୁଦୀପ ସ୍ୱାଇଁ, ଅନୁପ କୁମାର ପ୍ରଧାନ, ନିପୁ ଭୁତିଆ, ପ୍ରବୋଧ ମହାପାତ୍ର, ବୃନ୍ଦାବନ ସାହୁ, ଅଖିଳ କୁମାର ସାମଲ, ଉମାକାନ୍ତ ଦାସ, ଦୀପକ ସାହୁ, ବିପ୍ର ତ୍ରିପାଠୀ, ସମ୍ବିତ ଷଡ଼ଙ୍ଗୀ, ଜ୍ୟୋସ୍ନାମୟୀ ସାହୁ, ଅରୂପ ପଟ୍ଟନାୟକ, ଆଶୀର୍ବାଦ ସାହୁ, ପ୍ରଦୀପ ସେଠି, ଅରୁଣ ନାୟକ, ସୁକାନ୍ତ ଚୌଧୁରୀ, ତପନ ଦାସ, ବିଶ୍ଵ ରଞ୍ଜନ ପ୍ରଧାନ, ପ୍ରଶାନ୍ତ ଆଚାର୍ଯ୍ୟ, ସଂଘମିତ୍ରା ପ୍ରଧାନ, ଶ୍ରୀଧର ସାହୁ, ଆନନ୍ଦ ନାୟକ, ବିଘ୍ନେଶ୍ୱର ନାୟକ, ଅନିରୁଦ୍ଧ ଦାସ, ଉଚ୍ଛନ୍ନ କୁମାର ପଟ୍ଟନାୟକ, ଅନୁପ କୁମାର ସେନଗୁପ୍ତ, ଦୟା ସାଗର ମିଶ୍ର, ମାନସ କୁମାର ପରିଡ଼ା, ପ୍ରତାପ କୁମାର ସାହୁ, ବିନୟ କୁମାର ନନ୍ଦ, ପ୍ରଭାତିନୀ ଆଚାର୍ଯ୍ୟ, ଅର୍ଜୁନ ଭୂତିଆ, ଅଖିଳ କୁମାର ସାମଲ, ଗଙ୍ଗାଧର ଭୂତିଆ, ସୌମେନ୍ଦ୍ର ପ୍ରଧାନ, ହେମନ୍ତ ବେହେରା, ପ୍ରଶାନ୍ତ ଦେବତା, ମାନସ ଦାସ, ଅର୍ଜୁନ ରାଉଳ, ବିଦ୍ୟୁତ୍ ପାଣିଗ୍ରାହୀ, ଭବାନୀ ଜ୍ୟୋତିଷ ରାୟ, ରାଜେଶ ମିଶ୍ର, ଓଁ ଚାନ୍ଦ ପ୍ରଧାନ, ପ୍ରଭାକର କନର ପ୍ରମୁଖ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!