ଗଞ୍ଜେଇ ନ ଦେବାରୁ ପୂଜକଙ୍କୁ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଗ୍ରାମର ଶନି ମନ୍ଦିରର ପୂଜକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ବୁଧବାର ପୂଜକ ଜଗବନ୍ଧୁ ମହାପାତ୍ର ଶନି ମନ୍ଦିରରେ ଥିବା ବେଳେ ପରି ଦେହୁରି ତାଙ୍କ ପାଖକୁ…

Continue Readingଗଞ୍ଜେଇ ନ ଦେବାରୁ ପୂଜକଙ୍କୁ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଚାଳକ ଗିରଫ, କାର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ଠାରେ ଗାଡ଼ି ଯାଞ୍ଚ ବେଳେ ପୁଲିସ ମଦ ପିଇ କାର ଚଲାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଛେଣ୍ଡିପଦା ଥାନା କୋଶଳା ଗ୍ରାମର ପ୍ରବଚନ ମାଝୀ। ସୂଚନା ମୁତାବକ, ଠାକୁରଗଡ଼ ପୁଲିସ ବୁଧବାର…

Continue Readingମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଚାଳକ ଗିରଫ, କାର ଜବତ

ଲକ୍ଷ୍ମୀ ବସ୍ ଧକ୍କାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଲକ୍ଷ୍ମୀ ବସ୍ ଧକ୍କାରେ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ମୁତାବକ, ଲକ୍ଷ୍ମୀ ବସ୍ ଅନୁଗୁଳରୁ…

Continue Readingଲକ୍ଷ୍ମୀ ବସ୍ ଧକ୍କାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଭେଜିଗୋଠ ଗ୍ରାମରେ ଗୁରୁବାର ଏକ ମିନି ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ସୌମ୍ୟରଞ୍ଜନ ସିଂ।…

Continue Readingମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ବେହେରା (୬୦)। ସୂଚନା ମୁତାବକ, ଗୁରୁବାର ଭୋର୍‌ରୁ ସୋମନାଥ ଆମ୍ବ ସଂଗ୍ରହ କରିବା ପାଇଁ ଘରପାଖ ତୋଟାକୁ…

Continue Readingଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଠାକୁରଙ୍କୁ ବି ଛାଡ଼ିଲେନି: ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମର ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ସୂଚନାଯୋଗ୍ୟ ଯେ, ମନ୍ଦିର କମିଟି ସଭାପତି ଭୋରରେ ମନ୍ଦିର ବେଢାରୁ ଫୁଲ ତୋଳୁଥିବା…

Continue Readingଠାକୁରଙ୍କୁ ବି ଛାଡ଼ିଲେନି: ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ଶ୍ୱଶୁର ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ଵାମୀଙ୍କ ସହ ଝଗଡ଼ା ପରେ ଝୁଲିପଡ଼ିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଜମୁଣ୍ଡା କୁଳିଆପଶି ଗ୍ରାମସ୍ଥିତ ଶାଶୂ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ରାଜସ୍ମିତା ଦେହୁରୀ(୨୧)। ଗତ କିଛିମାସ ହେବ ରାଜସ୍ମିତା ଜମୁଣ୍ଡା ଗ୍ରାମର ପ୍ରତାପ ପ୍ରଧାନଙ୍କୁ…

Continue Readingଶ୍ୱଶୁର ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ଵାମୀଙ୍କ ସହ ଝଗଡ଼ା ପରେ ଝୁଲିପଡ଼ିଥିବା ଅଭିଯୋଗ

ଯାତ୍ରା ଦେଖି ଫେରିବା ବେଳେ ଜଗିଥିଲା ଯମ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁ ହିଙ୍ଗୁଳା ଯାତ୍ରା ପାଇଁ ଉତ୍ସବମୁଖର ହୋଇଥିବା ବେଳେ ଏକ ଅଭାବନୀୟ ଘଟଣାରେ ଶୋକାକୁଳ ପରିବେଶ ହୋଇଛି। ମୃତକ ହେଲେ ଗାଁର ବଂଶୀଧର ନାଏକ (୭୫)। ସୂଚନା ମୁତାବକ, ବଂଶୀଧର…

Continue Readingଯାତ୍ରା ଦେଖି ଫେରିବା ବେଳେ ଜଗିଥିଲା ଯମ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୀଷଣ ବର୍ଷା ପବନ ଯୋଗୁ ବଡ଼ସଡ଼ା ଓ ଖମାର ପଞ୍ଚାୟତର ଏକାଧିକ ଘରର ଚାଳ ଏବଂ ଆଜ୍‌ବେଷ୍ଟସ୍‌ ଛପର ଉଡ଼ିଯାଇଛି ଓ ଗଛ ପଡି…

Continue Readingଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

ସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝରାବେରେଣୀ ନିକଟରେ ଶନିବାର ଦିନ ଏକ ସ୍କୁଲ ବସ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଅନ୍ୟପଟେ ସ୍କୁଲ ବସ୍ ଚାଳକ ଓ ହେଲପର ସାମାନ୍ୟ…

Continue Readingସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର