ସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ନୋଡାଲ ହାଇସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ସହ ଝରକା ଚୋରି ହୋଇଛି। ଏକ୍ସ ମାସ ଛୁଟି ଭିତରେ ବିଦ୍ୟାଳୟରେ କେହି ଜଗୁଆଳି ନଥିବାର ସୁଯୋଗ ନେଇ ଚୋର…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ନୋଡାଲ ହାଇସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ସହ ଝରକା ଚୋରି ହୋଇଛି। ଏକ୍ସ ମାସ ଛୁଟି ଭିତରେ ବିଦ୍ୟାଳୟରେ କେହି ଜଗୁଆଳି ନଥିବାର ସୁଯୋଗ ନେଇ ଚୋର…
ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ପଥଚାରୀ ମୃତ। ଆଜି ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ ପାଳଲହଡା ଥାନା ମୁକ୍ତାପୁର ଢାବା ନିକଟରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ…
ଅନୁଗୁଳ: ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଗୋପୀନାଥପୁର ନିକଟସ୍ଥ ପଥୁରିଆ ନାଳ ନିକଟରେ ୧୦ଫୁଟ ତଳକୁ ଯାତ୍ରୀବାହୀ ଅଟୋ ଖସି ଚାଳକଙ୍କ ମୃତ୍ୟୁ। ମୃତ ଅଟୋ ଚାଳକ ହେଲେ ନିଶା ଶିଳ୍ପାଞ୍ଚଳ ଥାନା ଗୋପୀବଲ୍ଲଭପୁର ଗାଁର ସୁବାସ ଗଡ଼ନାୟକ। ସୂଚନା ମୁତାବକ,…
ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର। ଗୁରୁତର ଜଣକ ହେଲେ ଅନୁଗୁଳ ଜିଲ୍ଲା ତେଲକୋଇ ବ୍ଲକ ନୂଆଡିହ ଗ୍ରାମର ବନମାଳୀ ନାୟକ(୭୦)। ବନମାଳୀ ଏକ ସାଇକେଲ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ପାଳଲହଡ଼ା ଟାଉନରୁ ଗାଁକୁ ଯିବା ବେଳେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ନିକଟରେ ଥିବା ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି କରିଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା ଗହଣା ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ମାନେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରେଙ୍ଗାଳି ଗ୍ରାମର ବିଷ୍ଣୁ ସାମଲ (୪୪)। ସୂଚନା ମୁତାବକ, ବିଷ୍ଣୁ ଅପରାହ୍ନରେ ଘର ପଛପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ।…
କଣିହାଁ: ପୋଖରୀରେ ଗାଧୋଇବା ବେଳେ ଗଭୀର ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗ୍ରାମର ମାଧବ ନାଏକ (୪୬)। ମୃତ୍ୟୁ ସମ୍ପର୍କରେ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ୍ ଗ୍ରାମ ହାଇସ୍କୁଲ ନିକଟରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସନ୍ତରାବନ୍ଧ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡିର ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ସନ୍ୟାସୀ ବେହେରା। ସୂଚନା ମୁତାବକ, ସନ୍ୟାସୀ ସକାଳେ ବିଲକୁ ଧାନ…
ଅନୁଗୁଳ: ଶୋଇଥିବା ବେଳେ ପୋଡ଼ିଗଲେ ମହିଳା।ନିଆଁରେ ପୋଡ଼ିଥିବା ମହିଳା ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ରାଇପାଳ ଗ୍ରାମର ପାକିଲି ନାୟକ (୬୫)। ରାତିରେ ଶୀତରୁ ରକ୍ଷା ପାଇବାକୁ ପାକିଲି ନିଆଁ ଜାଳିଥିଲେ। କିନ୍ତୁ ରାତିରେ ଶୋଇଥିବା ବେଳେ ଅସାବଧାନତାବଶତଃ ଉକ୍ତ…