ମୋବାଇଲ ଫାଟିଯିବାରୁ ଯୁବକ ଗୁରୁତର

ଅନୁଗୁଳ: ସ୍ଥାନୀୟ ମଦନମୋହନ ପଡ଼ାର ଜଣେ ଯୁବକ ବୁଧବାର ରାତିରେ ତାଙ୍କ ଘର ଉପର ମହଲାକୁ ଚଢୁଥିବା ସମୟରେ ପ୍ୟାଣ୍ଟ ପକେଟରେ ଥିବା ମୋବାଇଲଟି ହଠାତ ଫାଟି ଯାଇଥିଲା। ଜିତେନ୍ଦ୍ର ପଣ୍ଡା ନାମକ ଯୁବକ ଜଣକ ଏଥିରେ ଚମକିଯାଇ ସିଡ଼ିରୁ ତଳକୁ…

Continue Readingମୋବାଇଲ ଫାଟିଯିବାରୁ ଯୁବକ ଗୁରୁତର

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଗାଁର ସିଦ୍ଧାନ୍ତ…

Continue Readingବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଶାଗୁଆନ୍ କାଠ ବୋଝେଇ ଭ୍ୟାନ୍ ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା-ବ୍ରାହ୍ମଣବିଲ ରାସ୍ତାର ଭାଗିଲାକଟା ଗାଁ ପୋଖରୀ ନିକଟରେ ବନ ବିଭାଗ ଶାଗୁଆନ କାଠ ନେଉଥିବା ଏକ ପିକଭ୍ୟାନ୍‌ ଜବତ କରିଛି। ବନ ବିଭାଗ ସୂଚନା ଅନୁଯାୟୀ, ସୋମବାର ବିଳମ୍ବତ ରାତିରେ ପୋଲିସ ପାଟ୍ରୋଲିଂ…

Continue Readingଶାଗୁଆନ୍ କାଠ ବୋଝେଇ ଭ୍ୟାନ୍ ଜବତ

କାର ସହ ଧକ୍କା ହୋଇ ଓଲଟିଲା ରଙ୍ଗ ବୋଝେଇ ଅଟୋ

ଅନୁଗୁଳ : ସ୍ଥାନୀୟ ଜଗଦେବ୍ ମାର୍କେଟ ଛକ ନିକଟରେ ମଙ୍ଗଳବାର ସକାଳେ ଏକ କାର ଧକ୍କାରେ ରଙ୍ଗ ବୋଝେଇ ଅଟୋ ଓଲଟି ପଡ଼ିଛି। ସୂଚନା ମୁତାବକ, ଅନୁଗୁଳ ଡିଆଇସି ଛକ ଆଡ଼ୁ ବସ ଷ୍ଟାଣ୍ଡ ଆଡକୁ ଆସୁଥିବା କାର ବାଳିକା ଉଚ୍ଚ…

Continue Readingକାର ସହ ଧକ୍କା ହୋଇ ଓଲଟିଲା ରଙ୍ଗ ବୋଝେଇ ଅଟୋ

ଦଶହରା ମଣ୍ଡପ ନିକଟରୁ ଯୁବକର ଶବ ଉଦ୍ଧାର

ଅନୁଗୁଳ: ଆଜି ସନ୍ଧ୍ୟାରେ ଅମଲାପଡା ଦଶହରା ମଣ୍ଡପ ପାଖ ରାସ୍ତା ନିକଟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଯୁବକଙ୍କ ପକେଟରୁ ମିଳିଥିବା ଡିଏଲ ଅନୁସାରେ ତାଙ୍କ ନାମ ଅମ୍ଳାନ ରାଉତ,ଘର ଠିକଣା ତୁରଙ୍ଗ ବୋଲି ଲେଖା ଯାଇଛି।ଖବରପାଇ ତାଙ୍କ ଘର…

Continue Readingଦଶହରା ମଣ୍ଡପ ନିକଟରୁ ଯୁବକର ଶବ ଉଦ୍ଧାର

ଡ୍ରେନରେ ପଶିଲା ମାରୁତି ଇକୋ, ଅଳ୍ପକେ ବଞ୍ଚିଗଲେ ଚାଳକ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ଶିମିଳି ସାହି ୫୫ନମ୍ବର ଜାତୀୟ ରାଜପଥରେ ତିଆରି ଚାଲିଥିବା ନୂତନ ଡ୍ରେନରେ ଏକ ମାରୁତି ଇକୋ କାରଗଳିପଡ଼ିଛି। ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଟାଟା…

Continue Readingଡ୍ରେନରେ ପଶିଲା ମାରୁତି ଇକୋ, ଅଳ୍ପକେ ବଞ୍ଚିଗଲେ ଚାଳକ

ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ପଞ୍ଚାୟତରେ ରବିବାର ରାତିରେ ଅଗ୍ନିକାଣ୍ଡ ହୋଇ ଏକ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ସୂଚନା ଅନୁଯାୟୀ, କୁଲାଡ଼ ପଞ୍ଚାୟତର ଅଶୋକ ବେହେରାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଥିଲା। ଦେଖୁ ଦେଖୁ କିଛି ସମୟ ମଧ୍ୟରେ…

Continue Readingଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର, କାରଣ ଅସ୍ପଷ୍ଟ

ଅବକାରୀ ବିଭାଗର ଅତର୍କିତ ଚଢ଼ଉ: ବିପୁଳ ଦେଶୀ ରନ୍ଧା ମହୁଲି ମଦ ଜବତ, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ୨ନଂ ଅବକାରୀ ଥାନା ପକ୍ଷରୁ ରବିବାର ବାଗଡିଆ ରଥସାହିରେ ଚଢ଼ଉ କରି ୩୦ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ କରାଯାଇଛି। ଏଥିସହ ୨୩୦କିଗ୍ରା ପୋଚ ନଷ୍ଟ କରାଯାଇଛି।…

Continue Readingଅବକାରୀ ବିଭାଗର ଅତର୍କିତ ଚଢ଼ଉ: ବିପୁଳ ଦେଶୀ ରନ୍ଧା ମହୁଲି ମଦ ଜବତ, ଜଣେ ଗିରଫ

ଘରେ ରଖି ବେଧଡ଼କ ବିକୁଥିଲେ ବିଦେଶୀ ମଦ, ଚଢ଼ଉ କରି ଜଣଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ବଳରାମ ପ୍ରସାଦ ପଞ୍ଚାୟତ କେନ୍ଦୁ ପାଟଣା ସାହିରେ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନ୍ତୋଷ କୁମାର ସାହୁ (୪୦)।…

Continue Readingଘରେ ରଖି ବେଧଡ଼କ ବିକୁଥିଲେ ବିଦେଶୀ ମଦ, ଚଢ଼ଉ କରି ଜଣଙ୍କୁ ଗିରଫ କଲା ପୋଲିସ

ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍ ଗଲା ଦିଅର

ଅନୁଗୁଳ : ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଚନ୍ଦ୍ର ବାହାଳ ଗାଁରେ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଦିଅରକୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ବୁଲେଶ ପ୍ରଧାନ (୨୫)ଙ୍କ ପରିବାରରେ ଦୀର୍ଘଦିନ ହେଲାଣି ଜମି ବିବାଦ ଲାଗି…

Continue Readingଭାଉଜଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍ ଗଲା ଦିଅର